ଜାତୀୟ

ଓଡ଼ିଶାର ୪ ପୋଲିସ ଅଫିସରଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲ

ନୂଆଦିଲ୍ଲୀ, ୧୨।୮: ଅପରାଧ ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ୧୫୨ ଜଣ ପୋଲିସ ଅଫିସରଙ୍କୁ ୨୦୨୧ ବର୍ଷ ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ମେଡାଲ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ୨୮ ଜଣ ମହିଳା ପୋଲିସ ଅଫିସର ଥିବା ମନ୍ତ୍ରଣାଳୟ…

ଝିଅ ଆଗରେ ମୁସଲିମ ବ୍ୟକ୍ତିଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଗଲା

ଲକ୍ଷ୍ନୌ, ୧୨।୮: ଇ-ରିକ୍ସା ଚଲାଉଥିବା ଜଣେ ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯିବା ସହ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଇଥିଲା। ଦୟା ପାଇଁ ପୀଡ଼ିତଙ୍କ କୁନି ଝିଅ ଭିକ୍‌ ମାଗୁଥିଲେ ମଧ୍ୟ କେହି ଶୁଣିଲେ ନାହିଁ। ଶେଷରେ ପୀଡ଼ିତଙ୍କୁ…

ନିଶାସକ୍ତ ଯୁବକଙ୍କ ଠାରୁ ଉଦ୍ଧାର ହେଲେ ୫ ବର୍ଷୀୟା ଝିଅ

ଗୁଆହାଟି, ୧୨।୮: ଆସାମର ଧେମାଜି ଜିଲାରେ ଘର ପାଖରେ ଖେଳୁଥିବା ବେଳେ ୫ ବର୍ଷୀୟା ଝିଅକୁ ଅପହରଣ କରି ନେଇଥିଲେ ଜଣେ ନିଶାଶକ୍ତ ଯୁବକ। ଉକ୍ତ ନାବାଳିକାଙ୍କୁ ଅରୁଣାଞ୍ଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଜିଲାର ଏକ ଗାଁରୁ ଉଦ୍ଧାର କରାଯାଇଥିବା ଆସାମ…

ଆମେରିକା, ବ୍ରିଟେନରେ ଅଧିକାଂଶ ଶିଶୁ କରୋନା ସଂକ୍ରମିତ: ଭାରତ ପାଇଁ ବିପଦ ସଙ୍କେତ!

ନୂଆଦିଲ୍ଲୀ,୧୨ ।୮: ଭାରତରେ କରୋନାର ତୃତୀୟ ଲହର ଆସିବାକୁ ଥିବା ବେଳେ ଏଥିରେ ଶିଶୁମାନେ ଅଧିକ ପରିମାଣରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଏବେ ଆମେରିକା ଓ ବ୍ରିଟେନରେ ତୃତୀୟ ଲହର ଆସିଯାଇଥିବା କୁହାଯାଉଛି । କାରଣ…

ଇନଷ୍ଟାଗ୍ରାମରେ ନିଜକୁ ଅପରାଧି ବୋଲି କହିଲେ ରାହୁଲ

ନୂଆଦିଲ୍ଲୀ,୧୨ ।୮: ଟୁଇଟରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ କେତେଜଣ ନେତାଙ୍କ ଆକାଉଣ୍ଟ ଲକ୍ ହେବା ପରେ ବି ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏବେ ରାହୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ବ୍ୟବହାର କରି…

ଟୁଇଟର ୱାର: ପ୍ରିୟଙ୍କା ଗାନ୍ଧୀ ଟୁଇଟର ପ୍ରୋଫାଇଲରେ ଲଗାଇଲେ ରାହୁଲଙ୍କ ଫଟୋ

ନୂଆଦିଲ୍ଲୀ,୧୨ ।୮: ଟୁଇଟର ଓ କଂଗ୍ରେସ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ ଲକ୍ ହେବା ପରେ ଏହାକୁ ସମସ୍ତେ ବିରୋଧ କରିଛନ୍ତି । ଗୁରୁବାର ଯୁବ କଂଗ୍ରେର ଅଧ୍ୟକ୍ଷ ଶ୍ରୀନିବାସ…

ବିଏସ୍‌ଏଫ୍ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୧୨ ।୮: ଜମ୍ମୁ-କଶ୍ମୀର କୁଲଗାମର କାଜିଗୁଣ୍ଡ ଅଞ୍ଚଳରେ ଗୁରୁବାର ବିଏସ୍‌ଏଫ୍ ଯବାନଙ୍କ ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ, ଯେତେବେଳେ ସେହି ଅଞ୍ଚଳ ଦେଇ ବିଏସ୍‌ଏଫ୍ ଗାଡିଟି ଅତିକ୍ରମ କରୁଥିଲା ସେହି ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ…

କରୋନା ଟିକା ନେବାକୁ ମନା କରିବାରୁ ଜଣଙ୍କୁ ଚାକରିରୁ ବହିଷ୍କାର କଲା ବାୟୁସେନା

ନୂଆଦିଲ୍ଲୀ,୧୨।୮: କରୋନା ଟିକା ନେବାକୁ ମନା କରିବାରୁ ବାୟୁସେନା ଜଣେ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛି। ଟିକାକରଣ ସେବାର ସର୍ତ୍ତାବଳୀରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବାୟୁସେନାର କର୍ମଚାରୀ ଯୋଗେନ୍ଦ୍ର କୁମାରଙ୍କ ଆବେଦନ ଉପରେ ବୁଧବାର ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଅତିରିକ୍ତ ସଲିସିଟର…

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଐତିହାସିକ ଟାଇମ୍ସ ସ୍କୋୟାରରେ ଉଡିବ ସବୁଠାରୁ ବଡ ତ୍ରିରଙ୍ଗା

ୱାଶିଂଟନ/ନୂଆଦିଲ୍ଲୀ,୧୨ ।୮: ଅଗଷ୍ଟ ୧୫ରେ ଭାରତ ପାଳନ କରିବାକୁ ଯାଉଛି ୭୫ ତମ ସ୍ୱାଧିନତା ଦିବସ । ଏହି ଅବସରରେ ଆମେରିକାର ଏକ ପ୍ରମୁଖ ପ୍ରବାସୀ ଭାରତୀୟ ସଙ୍ଗଠନ ଟାଇମ୍ସ ସ୍କୋୟାରରେ ଏପର୍ଯ୍ୟନ୍ତ ଉଡାଯାଇଥିବା ପତାକାଠାରୁ ସବୁଠାରୁ ବଡ ପତାକା ଉଡାଯିବ…

୧୦ ମିନିଟ୍‌ ଧରି କୁନି ଝିଅକୁ ପାଖରେ ଧରି କଥା ହେଲେ ପ୍ରଧାନମନ୍ତ୍ରୀ : ଜାଣନ୍ତୁ ସେ କିଏ

ପୁଣେ,୧୨।୮: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଅନେକ ଲୋକେ ଇଚ୍ଛା କରନ୍ତି। ବୃଦ୍ଧଠାରୁ ଆରମ୍ଭ କରି ଶିଶୁ ମଧ୍ୟ ଏଥିରେ ସାମିଲ ଅଛନ୍ତି। କିନ୍ତୁ ସମସ୍ତେ ମୋଦିଙ୍କୁ ଭେଟିବାର ସୁଯୋଗ ପାଇପାରନ୍ତି ନାହିଁ। ମହାରାଷ୍ଟ୍ରର ବରିଷ୍ଠ ନେତା ରାଧାକୃଷ୍ଣ ଭିଖେ…

କିନୌର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

କିନୌର,୧୨ ।୮: ହିମାଚଳ ପ୍ରଦେଶର କିନୌର ଜିଲାରେ ହୋଇଥିବା ଭୂସ୍ଖଳରେ ଗୋଟିଏ ବସ୍ ଓ ଅନ୍ୟ କିଛି ଯାନ ମାଟିତଳେ ପୋତି ହୋଇଯିବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ…

କେନ୍ଦ୍ର ମନ୍ତ୍ରୀଙ୍କ କଟାକ୍ଷ, ବିରୋଧୀ କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା…

ନୂଆଦିଲ୍ଲୀ,୧୨।୮: ରାଜ୍ୟ ସଭାରେ ବୁଧବାର ସୁରକ୍ଷାକର୍ମୀ(ମାର୍ଶାଲ)ଙ୍କ ସହ ଧସ୍ତାଧସ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସର ଅଭିଯୋଗ ପରେ କେନ୍ଦ୍ର ମନ୍ତ୍ରୀଙ୍କ ପକ୍ଷରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ଏହାର ପାଲଟା ଜବାବ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?