ସୁଶୀଲଙ୍କୁ ଧରାଇଲେ ମିଳିବ ୧ ଲକ୍ଷ ଟଙ୍କା
ନୂଆଦିଲ୍ଲୀ, ୧୮।୫ : ଅଲିମ୍ପିକ୍ସରେ ଦୁଇ ଥର ପଦକ ଜିତିଥିବା ଦେଶର ଏକମାତ୍ର ଆଥ୍ଲେଟ୍ ସୁଶୀଲ କୁମାରଙ୍କୁ ପାଉନି ଦିଲ୍ଲୀ ପୋଲିସ। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଯୁବ ରେସଲର ସାଗର ରାଣା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସୁଶୀଲଙ୍କୁ ଦୁଇ ସପ୍ତାହ ହେଲା…
ଶିଶୁଙ୍କ ଉପରେ କରୋନା ପ୍ରକୋପ: ସିଙ୍ଗାପୁର ବିମାନ ଉଡାଣ ବନ୍ଦ କରିବାକୁ ନିବେଦନ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୮।୫: ଦେଶରେ କରୋନାର ଦ୍ୱିତୀୟ ଲହରର ଭୟ ଲୋକଙ୍କ ମନରୁ ଦୂର ହୋଇ ନ ଥିବା ବେଳେ ତୃତୀୟ ଲହର ଆସିବା ନେଇ ଆହୁରି ଭୟଭୀତ କରାଇଦେଇଛି। କାରଣ ତୃତୀୟ ଲହରରେ ଅତ୍ୟଧିକ ଶିଶୁ ପ୍ରଭାବିତ ହେବେ ବୋଲି କୁହାଯାଉଛି। ତେବେ…
ପ୍ରଥମଥର ଗୋଟିଏ ବିମାନରେ ଇଂଲଣ୍ଡ ଯିବେ ମହିଳା, ପୁରୁଷ କ୍ରିକେଟ୍ ଦଳ
ନୂଆଦିଲ୍ଲୀ,୧୮।୫: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ଖେଳାଳିମାନେ ପ୍ରଥମ ଥର ପାଇଁ ଗୋଟିଏ ଚାର୍ଟାର୍ଡ ବିମାନରେ ଇଂଲଣ୍ଡ ଯିବେ। ଜୁନ ୨ରେ ଉଭୟ ଦଳ ମୁମ୍ବାଇରୁ ବିଦାୟ ନେବେ। ସାଉଥମ୍ପଟନରେ ଜୁନ୍ ୧୮ରୁ ୨୨ ମଧ୍ୟରେ ଭାରତ ଏବଂ…
୩୦୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ନେଲାଣି କରୋନା…
ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କରୋନା ଯୋଦ୍ଧା ପାଲଟିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରୁ ଇତିମଧ୍ୟରେ ୩୦୦ ଜଣଙ୍କ ଜୀବନ କରୋନା ନେଇ ସାରିଲାଣି। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଅଧିକ ଗଣମାଧ୍ୟମ ପ୍ରତିନିଧି କରୋନାରେ…
ରଖେ ହରି ମାରେ କିଏ…
ମୁମ୍ବାଇ,୧୮।୫: ବାତ୍ୟା ତାଉକ୍ତାଏ ମହାରାଷ୍ଟ୍ର ଓ ଗୁଜରାଟରେ ତାଣ୍ଡବ ରଚିଛି। ଦୁଇ ରାଜ୍ୟରେ ବହୁ ମାତ୍ରାରେ ବାତ୍ୟା କ୍ଷୟକ୍ଷତି ଘଟାଇଥିବା ବେଳେ ଅନେକଙ୍କ ଜୀବନ ହାନି ଘଟିଛି। ଆଉ କେତେକ ସ୍ଥାନରେ ବଡ଼ ବଡ଼ ଗଛ ଓ ହୋର୍ଡିଂ ଭାଙ୍ଗିଯିବାରୁ ରାସ୍ତା…
କରୋନାକୁ ହରାଇବା ଯୋଜନା: ପ୍ରତିଦିନ ହେବ ୪୫ ଲକ୍ଷ ଟେଷ୍ଟ୍…
ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀକୁ ହରାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନମୁନା ଟେଷ୍ଟ୍ ଉପରେ ଗୁରୁତ୍ୱାରୋପ କରାଯାଇଛି। ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବାର ଆଶଙ୍କା ନେଇ ବିଶେଷଜ୍ଞ କମିଟିର ଚେତାବନୀ ପରେ ସରକାର କରୋନା ସଂକ୍ରମଣ ରୋକିବା…
କରୋନାରେ କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କର ପରଲୋକ
ଲକ୍ଷ୍ନୌ,୧୮।୫: ଉତ୍ତରପ୍ରଦେଶ ମୁଜଫରପୁରନଗରର ଭାଜପା ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆନଙ୍କ ଭାଇ ଜିତେନ୍ଦ୍ର ବଲିଆନଙ୍କ କରୋନାରେ ପରଲୋକ ଘଟିଛି। ଗତ କିଛି ଦିନ ତଳେ ଜିତେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କୁ ଋଷିକେଶ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…
ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ମଧ୍ୟରେ ବଢୁଛି କରୋନା ସଂକ୍ରମଣ: ୧୫ ଦିନରେ ୧୯ ହଜାରରୁ ଅଧିକ ଆକ୍ରାନ୍ତ…
ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତୃତୀୟ ଲହରରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ। ଏବେ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ତେବେ ତୃତୀୟ ଲହର ପୂର୍ବରୁ…
ମାସ୍କ ପିନ୍ଧି ନ ଥିବା ମହିଳାଙ୍କୁ ତାଗିଦ୍: ପୋଲିସକୁ ମିଳିଲା ଶକ୍ତ ଚଟକଣା
ଭୋପାଳ,୧୮।୫: ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ବି ଲୋକେ ଚେତୁନାହାନ୍ତି। କରୋନା ବିରୋଧରେ ଲଢ଼େଇ ପାଇଁ ଯେଉଁଠି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ମାସ୍କ…
ଜିଲାପାଳମାନେ କରୋନା ଲଢ଼େଇର ଫିଲ୍ଡ୍ କମାଣ୍ଡର: ମୋଦି…
ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ରାଜ୍ୟର ୪୬ ଜିଲାପାଳ ଏବଂ ଚଣ୍ଡିଗଡ଼ ପ୍ରଶାସନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ କରିଛନ୍ତି। ଜିଲାପାଳମାନେ କରୋନା…
ଆଇସିୟୁ ଛାତରୁ ପଡ଼ୁଛି ପାଣି: ରୋଗୀ ହନ୍ତସନ୍ତ
ଭୋପାଳ,୧୮।୫: କରୋନା ସମୟରେ ହସ୍ପିଟାଲରେ ରୋଗୀଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ମଧ୍ୟପ୍ରଦେଶ ରାଜଗଡ଼ ଜିଲାରୁ ଆସିଥିବା ଏକ ଭିଡିଓ ଏହାର ବାସ୍ତବିକ ଚିତ୍ର ସାମ୍ନାକୁ ଆଣିଛି। ସୂଚନାଯୋଗ୍ୟ, ଗତବର୍ଷ ରାଜଗଡ଼ ଜିଲାର ଏକ ସରକାରୀ…
ପୁଣି ବଦଳିପାରେ ନିୟମ: କରୋନାରୁ ସୁସ୍ଥ ହେବା ପରେ ଭାକ୍ସିନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ୯ମାସ
ନୂଆଦିଲ୍ଲୀ,୧୮।୫: କରୋନା ଭାଇରସ୍କୁ ହରାଇବା ପାଇଁ ଭାକ୍ସିନକୁ ଏକମାତ୍ର ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ଏଥିପାଇଁ ସାରା ଦେଶରେ ଟିକାକରଣ କାମ ଜାରି ରହିଛି। ଇତିମଧ୍ୟରେ ଗତ କିଛି ଦିନ ହେଲା ଭାକ୍ସିନ ନୀତିରେ ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଛି। ଏଣିକି…
Archives


