ବାଇକ୍ ସହ ଚାଳକଙ୍କୁ କ୍ରେନରେ ଉଠାଇ ନେଲେ
ପୁଣେ,୨୧।୮ : ନୋ ପାର୍କିଂ ଜୋନରେ ବାଇକ୍ ରଖିବା କାରଣରୁ ଗାଡ଼ି ସହ ଚାଳକଙ୍କୁ କ୍ରେନ ଯୋଗେ ଉଠାଇ ନେଇଛି ପୁଣେ ଟ୍ରାଫିକ ପୋଲିସ। କିନ୍ତୁ ଚାଳକଙ୍କ ଦାବି ହେଲା, ସେ ନୋ ପାର୍କିଂ ଜୋନରେ ଗାଡ଼ି ରଖି ନ ଥିଲେ।…
ପ୍ରେମିକାଙ୍କୁ ମହଙ୍ଗା ଉପହାର ଦେବା ପାଇଁ ଏମିତି ବାଟ ବାଛିଲେ ଯୁବକ
ନୂଆଦିଲ୍ଲୀ,୨୧।୮ : ଛୁରୀ ମୁନରେ ଜଣଙ୍କୁ ଲୁଟିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ୨୨ ବର୍ଷୀୟ ଯୁବକ। ପ୍ରେମିକାଙ୍କ ଜନ୍ମଦିନରେ ମହଙ୍ଗା ଉପହାର ଦେବା ପାଇଁ ଅଭିଯୁକ୍ତ ଜଣକ ଅପରାଧର ବାଟ ବାଛି ନେଇଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।…
ବିକାଶ ଦୁବେ ଏନ୍କାଉଣ୍ଟରରେ ପୋଲିସର ଭୁଲ ନ ଥିଲା
ଲକ୍ଷ୍ନୌ, ୨୦।୮: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍କାଉଣ୍ଟର ମାମଲାର ତଦନ୍ତ କରୁଥିବା ତିନିଜଣିଆ କମିଟି ଉତ୍ତରପ୍ରଦେଶ ପୋଲିସକୁ କ୍ଲିନ୍ଚିଟ୍ ଦେଇଛି। ଦୁବେଙ୍କ ମୃତ୍ୟୁକୁ ନେଇ ପୋଲିସ ଦର୍ଶାଇଥିବା କାରଣ ପ୍ରମାଣସିଦ୍ଧ ବୋଲି ତଦନ୍ତ କମିଟି କହିଛି। ତେବେ କାନପୁରରେ ଦୁବେ ଓ…
ଭାରତୀୟଙ୍କୁ ଉଦ୍ଧାର କରିବ ବାୟୁସେନାର ସ୍ବତନ୍ତ୍ର ବିମାନ
ନୂଆଦିଲ୍ଲୀ,୨୦।୮ : ଆଫଗାନିସ୍ତାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ବାୟୁ ସେନା (ଆଇଏଏଫ୍)ର ସ୍ବତନ୍ତ୍ର ପରିବହନ ବିମାନ ସି-୧୭ ପ୍ରସ୍ତୁତ। ରାଜଧାନୀ କାବୁଲରେ ଅଧିକ ସଂଖ୍ୟାରେ ଭାରତୀୟ ନଗାରିକମାନେ ଏକତ୍ରିତ ହେବା ପରେ ଆଇଏଏଫ୍ର ଏହି ବିମାନ ଉଡାଣ ଆରମ୍ଭ…
ବିରୋଧୀଙ୍କ ନେତୃତ୍ୱ ନେବାକୁ ଚାହୁଁନି କଂଗ୍ରେସ
ନୂଆଦିଲ୍ଲୀ,୨୦।୮ : ବିରୋଧୀଙ୍କ ନେତୃତ୍ୱ ନେବା ଉପରେ କଂଗ୍ରେସର ସାମର୍ଥ୍ୟକୁ ଏବେ ସନ୍ଦେହ କରାଯାଉଛି। ଏଣୁ କଂଗ୍ରେସ ବିରୋଧୀ ଦଳର ନେତୃତ୍ୱ ନେବାକୁ ଚାହୁଁ ନାହିଁ। ୧୯ଟି ବିରୋଧୀ ଦଳର ନେତାଙ୍କ ସହ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଏଭଳି କହିଛନ୍ତି କଂଗ୍ରେସ…
୧୨ ବର୍ଷରୁ ଊର୍ଦ୍ଧ୍ୱଙ୍କ ଭାକ୍ସିନକୁ ମିଳିଲା ମଞ୍ଜୁରୀ
ବେଙ୍ଗାଲୁରୁ,୨୦।୮ : ଭାରତୀୟ ଔଷଧ ନିୟନ୍ତ୍ରକ ଶୁକ୍ରବାର ଜାଇଡସ କାଡିଲାର ତିନି ଡୋଜ କୋଭିଡ୍-୧୯ ଭାକ୍ସିନକୁ ଭାରତରେ ଜରୁରୀକାଳିନ ବ୍ୟବହାରକୁ ମଞ୍ଜୁରୀ ଦେଇଛନ୍ତି। ଏହି ଟିକା ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ। ତେବେ ବ୍ୟବହାର ଲାଗି ମଞ୍ଜୁରୀ ପାଇବାରେ ଜାଇଡସ…
ଜର୍ନାଲିଷ୍ଟଙ୍କୁ ଭାଜପା ନେତା କହିଲେ ଆଫଗାନିସ୍ତାନ ଚାଲିଯାଅ
ଇନ୍ଦୋର,୨୦।୮ : ବର୍ଦ୍ଧିତ ତୈଳ ଦର ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ମଧ୍ୟପ୍ରଦେଶର ଜଣେ ଭାଜପା ନେତା ଜଣେ ଜର୍ନାଲିଷ୍ଟଙ୍କୁ ଆଫଗାନିସ୍ତାନ ଚାଲି ଯିବାକୁ କହିଛନ୍ତି। କାଟ୍ନି ଜିଲାର ଭାଜପା ମୁଖ୍ୟ ରାମରତନ ପାୟଲ କହିଛନ୍ତି, ଦେଶ ଉପରେ କରୋନାର ତୃତୀୟ ଲହର…
ଓଲଟିଲା ମିନିଟ୍ରକ; ଚାଲିଗଲା ୧୨ ଶ୍ରମିକଙ୍କ ଜୀବନ
ମୁମ୍ବାଇ,୨୦।୮: ମହାରାଷ୍ଟ୍ରର ବୁଲଡାନା ଜିଲା ଦୁସରବିଦ ଗାଁ ନିକଟରେ ଶୁକ୍ରବାର ଏକ ଗାଡ଼ି ଓଲଟି ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏକ ନିର୍ମାଣାଧୀନ ରାଜପଥ କାର୍ଯ୍ୟ କରିବାକୁ ୧୬ ଜଣ ଶ୍ରମିକ ଏକ ମିନିଟ୍ରକ ଯୋଗେ ଯାଉଥିଲେ। ତେବେ ଟ୍ରକଟି ଭାରସାମ୍ୟ…
ପ୍ରଚାରରେ ଭାଜପା ରଙ୍ଗରେ ସଜ୍ଜିତ ଘୋଡ଼ା
ଇନ୍ଦୋର,୨୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ନୂଆ ଚେହେରାଙ୍କୁ ଜନସାଧାରଣଙ୍କ ସହ ପରିଚିତ କରିବା ଲାଗି ଭାଜପା ପକ୍ଷରୁ ବିଭିନ୍ନ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆୟୋଜନ କରାଯାଉଛି। ଆଗକୁ ଥିବା ୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ…
ଭାଜପା ନେତାଙ୍କ ଜନଆଶୀର୍ବାଦ ରାଲିରେ କରୋନା ନିୟମକୁ ଭୁଲିଗଲେ ଲୋକେ: ଦାଖଲ ହେଲା ୧୯ ଏଫ୍ଆଇଆର୍
ମୁମ୍ବାଇ,୨୦ ।୮: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ମୁମ୍ବାଇରେ କରିଥିବା ଜନଆଶୀର୍ବାଦ ରାଲିରେ କରୋନା ନିୟମକୁ ଭୁଲିଯାଇଛନ୍ତି । ଏହାପରେ ପୋଲିସ ପକ୍ଷରୁ ଏହି ରାଲିକୁ ନେଇ ୧୯ଟି ଏଫ୍ଆଇଆର୍ ଦାଖଲ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ନାରାୟଣ ରାଣେ ଗୁରୁବାର…
ଯେଉଁ ପୋଷ୍ଟ ପାଇଁ ଟୁଇଟର ବ୍ଲକ କରିଥିଲା ରାହୁଲଙ୍କ ଆକାଉଣ୍ଟ ଏବେ ଫେସବୁକ-ଇନଷ୍ଟାଗ୍ରାମ କଲେ ବ୍ଳକ
ନୂଆଦିଲ୍ଲୀ,୨୦ ।୮: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଇନଷ୍ଟାଗ୍ରାମ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସେହି ପୋଷ୍ଟକୁ ହଟାଇ ଦେଇଛନ୍ତି , ଯେଉଁଥିରେ ବଳାତ୍କାର ପୀଡ଼ିତା ଓ ତାଙ୍କ ପରିବାରଙ୍କର ପରିଚୟ ପ୍ରଦାନ କରୁଥିଲା । ରାଷ୍ଟ୍ରୀୟ ବାଳ ଅଧିକାର…
ଭେଣ୍ଟିଲେଟରରେ କଲ୍ୟାଣ ସିଂ: ଦିଲ୍ଲୀରୁ ସିଧା ହସ୍ପିଟାଲ ପହଞ୍ଚିଲେ ଯୋଗୀ
ଲକ୍ଷ୍ନୌ,୨୦ ।୮: ପୁଣିଥରେ ବିଗିଡି ଯାଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଜିଆଇରେ ଭର୍ତ୍ତି ଥିବା ଶ୍ରୀ ସିଂଙ୍କୁ ଦେଖିବାକୁ ଯାଇଛନ୍ତି । ଦିଲ୍ଲୀ ଗସ୍ତରେ ଥିବା ଯୋଗୀ ସିଧା ସଞ୍ଜୟ ଗାନ୍ଧୀ…

