ଭାରତ ଗଠନ କରିବ ରକେଟ ଫୋର୍ସ, ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା…
ନୂଆଦିଲ୍ଲୀ,୧୬।୯: ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ପକ୍ଷରୁ ରକେଟ ଫୋର୍ସ ଗଠନ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାଦ୍ୱାରା ଏଲ୍ଓସି ଏବଂ ଏଲ୍ଏସିରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ବୋଲି ତିନି ବାହିନୀର ମୁଖ୍ୟ…
ନିର୍ବାଚନ ପୂର୍ବରୁ ୮୬୮ କୃଷକ ହେଲେ ଦୋଷମୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…
ଲକ୍ଷ୍ନୌ,୧୬।୯: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପକ୍ଷରୁ କୃଷକ ସନ୍ତୁଷ୍ଟି ଯୋଜନା ଆରମ୍ଭ…
୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି…
ପାଟନା,୧୬।୯: ବିହାରରେ ୨ ଛାତ୍ରଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିଛି। ଏହାକୁ ନେଇ ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ପ୍ରଚାରିତ ହେବା ପରେ ଲୋକେ ବ୍ୟାଙ୍କରେ ଭିଡ଼ ଜମାଇ ନିଜ ନିଜର ଆକାଉଣ୍ଟ ଚେକ୍ କରିବା ଆରମ୍ଭ କରିଥିଲେ।…
ପୁଣି ଉପର ମୁହାଁ ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୧୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଏବେ ପୁଣି ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଉପରମୁହାଁ ହୋଇଛି। କେରଳ ଯୋଗୁ ଦେଶରେ…
ଦୁର୍ନୀତି ଘୋଷଣା ନେଇ ଇସିଙ୍କୁ ନୋଟିସ
ନୂଆଦିଲ୍ଲୀ, ୧୬।୯(ପି.ଟି.): ନିର୍ବାଚନୀ ଗାଇଡ୍ଲାଇନର ଉଲ୍ଲଂଘନ କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହିତ ବିଭିନ୍ନ ଦଳ ନିର୍ବାଚନୀ ଇସ୍ତାହାରରେ କ୍ୟାଶ୍ ଟ୍ରାନ୍ସଫର କଥା କହୁଥିବାରୁ…
ପଣ୍ଡ ହେଲା ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା, ଅଳ୍ପକେ ବର୍ତ୍ତିଲା ଦେଶ
ନୂଆଦିଲ୍ଲୀ,୧୬ ।୯: ଦେଶରେ ହେବାକୁ ଯାଉଥିବା ଏକ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ ହୋଇଥିବା ଆତଙ୍କବାଦୀମାନେ କିଛି ସହରକୁ ବିସ୍ଫୋରକ ପଠାଇଥିବା ଦାବି କରିଛନ୍ତି । ଏହାକୁ ନେଇ ଭିନ୍ନ ଭିନ୍ନ…
ପ୍ରତିଶୋଧ ପାଇଁ କଲେଜ ଛାତ୍ରଙ୍କ ମୁଣ୍ଡକାଟି ଦେଲେ
ଚେନ୍ନାଇ,୧୬।୯: ତାମିଲନାଡୁର କାଞ୍ଚତ୍ପୁରମ୍ ଜିଲାରେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରଙ୍କ ମୁଣ୍ଡକାଟି ହତ୍ୟା କରାଯାଇଛି। କଟାମୁଣ୍ଡକୁ ଏରୁମାଇୟୁର ଚର୍ଚ୍ଚ ସମ୍ମୁଖରେ ରଖାଯିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ଛାତ୍ର ଜି. ଭେଟ୍ରଭେଲ୍ଙ୍କ ଗଣ୍ଡିକୁ ଅନ୍ୟତ୍ର ଫିଙ୍ଗି ଦିଆଯାଇଛି।…
ବିଶ୍ୱର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି,ମମତା, ପୁନାୱାଲା
ନୂଆଦିଲ୍ଲୀ,୧୬ ।୯: ଟାଇମ୍ ମାଗାଜିନର ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲାଙ୍କ ନାମ…
କାମୁଡ଼ିବା ପରେ ବେକରେ ୨ ଘଣ୍ଟା କାଳ ଗୁଡ଼ାଇ ହୋଇରହିଲା ନାଗ ସାପ, ତଥାପି …
ମୁମ୍ବାଇ,୧୫।୯: ନାଗ ସାପ କାମୁଡ଼ିବା ପରେ ୨ ଘଣ୍ଟା ଧରି ବେକରେ ଗୁଡ଼ାଇ ହୋଇ ରହିଥିଲା। ହେଲେ ବଞ୍ଚିଯାଇଛି ୬ ବର୍ଷୀୟା କୁନି ଝିଅର ଜୀବନ। ଏଭଳି ଅବିଶ୍ୱସନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଓ୍ବାର୍ଧା ଜିଲାରେ। ଘଟଣାର ୪ ଦିନ ପରେ…
ଏହି ରାଜ୍ୟରେ ବଳାତ୍କାର ମାମଲା ସର୍ବାଧିକ
ଜୟପୁର,୧୫।୯: ଅନ୍ୟ ରାଜ୍ୟ ତୁଳନାରେ ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ ବଳାତ୍କାର ମାମଲା ରୁଜୁ ହେଉଛି। ଏପରି କି ଉତ୍ତରପ୍ରଦେଶକୁ ପଛରେ ଛାଡ଼ି ଦେଇଛି କଂଗ୍ରେସ ଶାସିତ ରାଜସ୍ଥାନ। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକଡର୍ସ ବ୍ୟୁରୋ (ଏନ୍ସିଆର୍ବି)ର ୨୦୨୦ ବର୍ଷର ରିପୋର୍ଟ।…
‘ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’
ପାଟନା,୧୫।୯: ବ୍ୟାଙ୍କର ଭୁଲ ଯୋଗୁ ବିହାରର ଖାଗାରିଆ ଜିଲାର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଥିଲା ୫.୫ ଲକ୍ଷ ଟଙ୍କା। ଏହି ଟଙ୍କା ଫେରାଇ ଦେବାକୁ ତାଙ୍କ ପାଖକୁ ଅନେକ ଥର ନୋଟିସ ଆସିଥିଲା। ଏହାର ଜବାବରେ ବ୍ୟକ୍ତି ଜଣଙ୍କ କହିଥିଲେ,…
ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ
ନୂଆଦିଲ୍ଲୀ,୧୫।୯: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ତାଙ୍କ ଲିଙ୍କ୍ରେ ଥିବା ଲକ୍ଷ୍ନୌର ଏକ କମ୍ପାନୀ ଉପରେ ବୁଧବାର ଆୟକର ବିଭାଗ (ଆଇଟି) ଚଢ଼ାଉ କରିଛି। ନିକଟରେ ସୋନୁଙ୍କ କମ୍ପାନୀ ଓ ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ୍ ଫାର୍ମ…

