କର୍ଫ୍ୟୁ ଚେକିଂବେଳେ ପୋଲିସ କର୍ମୀଙ୍କ ସହ ଅଭଦ୍ରାମି କଲେ ଦମ୍ପତି
ନୂଆଦିଲ୍ଲୀ,୧୮।୪: ଦିଲ୍ଲୀରେ ସପ୍ତାହନ୍ତା ଲକ୍ଡାଉନ କୋଭିଡ୍ ନିୟମ ନ ମାନିବା ପାଇଁ ଏକ ଦମ୍ପତି ବିରୋଧରେ ମାମଲା ରୁଜୁ କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, କାର ଭିତରେ ମାସ୍କ ପିନ୍ଧି ନ ଥିବାରୁ ଦମ୍ପତିଙ୍କୁ ଅଟକାଇଥିଲେ…
ବିହାରରେ ମେ’ ୧୫ ଯାଏ ସ୍କୁଲ, ମଲ୍, ମନ୍ଦିର ବନ୍ଦ
ପାଟନା, ୧୮।୪: ବିହାରରେ କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରିବା ସହ କେତେକ କଟକଣା ଘୋଷଣା କରିଛନ୍ତି। ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ସନ୍ଧ୍ୟା ୬ଟାରୁ ବନ୍ଦ ରହିବ। ଏପରି…
ଚାଲିବ ଅକ୍ସିଜେନ ଏକ୍ସପ୍ରେସ୍ ଟ୍ରେନ
ନୂଆଦିଲ୍ଲୀ,୧୮।୪: ପୂରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଭିନ୍ନ ରାଜ୍ୟରେ ଦେଖାଦେଇଛି ହସ୍ପିଟାଲ ବେଡ୍ ଓ ଅକ୍ସିଜେନର ଅଭାବ। ବିଭିନ୍ନ ରାଜ୍ୟରେ ଅକ୍ସିଜେନ ପହଞ୍ଚାଇବା ଦାୟିତ୍ୱ ନେଇଛି ଭାରତୀୟ ରେଲ୍ଓ୍ବେ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ…
କୋଭିଡ୍ ଆକ୍ରାନ୍ତଙ୍କୁ ଗଣବଳାତ୍କାର
ପାକୁଡ଼,୧୮।୪: ଝାଡ଼ଖଣ୍ଡର ପାକୁଡ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ବାହାରକୁ ଶୌଚ ହେବାକୁ ଯାଇଥିବା ୩୫ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ…
୪ ଏୟାର ଲାଇନ ଉପରେ ଦିଲ୍ଲୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୧୮।୪: ମହାରାଷ୍ଟ୍ରରୁ ଦିଲ୍ଲୀ ଆସୁଥିବା ସମସ୍ତ ଯାତ୍ରୀଙ୍କ କୋଭିଡ୍-୧୯ ଟେଷ୍ଟ ରିପୋର୍ଟକୁ ଯାଞ୍ଚ କରୁ ନାହାନ୍ତି ୪ ଏୟାର ଲାଇନ। ଏଥିଯୋଗୁ ଇଣ୍ଡିଗୋ, ବିସ୍ତାରା, ସ୍ପାଇସଜେଟ ଓ ଏୟାର ଏସିଆ ବିରୋଧରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅରବିନ୍ଦ କେଜରିଓ୍ବାଲଙ୍କ…
ଦେଶରେ ୧୮ ଲକ୍ଷ ଟପିଲା ସକ୍ରିୟ ମାମଲା
ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ରବିବାର ସକାଳ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୧,୫୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧,୫୦୧ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୪୭,୮୮,୧୦୯ରେ…
ସ୍ମାର୍ଟ ଫୋନ କିଣି ନ ଦେବାରୁ ଜେଜେମାଙ୍କୁ ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର
ଆଗ୍ରା,୧୮।୪: ସ୍ମାର୍ଟ ଫୋନ କିଣି ନ ଦେବାରୁ ଜେଜେମାଙ୍କୁ ହତ୍ୟା କରିଛି ଜଣେ ୧୮ ବର୍ଷୀୟ ନାତି। ଅଭିଯୁକ୍ତ ଜଣେ ଦଶମ ଶ୍ରେଣୀର ଛାତ୍ର। ଅଭିଯୋଗ ଅନୁଯାୟୀ, ଅଲିଗଡ଼ ପେଣ୍ଡ୍ରା ଗ୍ରାମରେ ୬୦ ବର୍ଷୀୟା ଜେଜେମାଙ୍କୁ ବେକ ଚିପି ହତ୍ୟା କରାଯାଇଛି।…
ଜୁନ୍ ୨୮ରୁ ଅମରନାଥ ଯାତ୍ରା: ଏହାପୂର୍ବରୁ ଆସିଲା ବାବା ବର୍ଫାନୀଙ୍କ ଦୁର୍ଲଭ ଚିତ୍ର
ନୂଆଦିଲ୍ଲୀ,୧୮।୪: ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଆସନ୍ତ ଜୁନ୍ ୨୮ରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଏହାପୂର୍ବରୁ ବାବା ବର୍ଫାନୀଙ୍କ ଏକ ଦୁର୍ଲଭ ଚିତ୍ର ଅମରନାଥ ଗୁମ୍ଫାରୁ ଆସିଛି। ବାବା ଅମରନାଥଙ୍କ ପ୍ରଥମ ଫଟୋ…
ନଣନ୍ଦକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଉଜ
ଜୋଧପୁର,୧୮।୪: ଚରିତ୍ର ଉପରେ ସନ୍ଦେହ କରିବାରୁ ନଣନ୍ଦକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଉଜ। ପ୍ରମାଣ ନଷ୍ଟ କରିବା ପରେ ପାଇଁ ଘରେ ଥିବା ଲୁହା ସନ୍ଦୁକରେ ଲୁଚାଇ ଥିଲେ ନଣନ୍ଦର ମୃତଦେହ। କିନ୍ତୁ ୩ ଦିନ ପରେ ପ୍ରବଳ ଗନ୍ଧ…
ମୋଦିଙ୍କୁ ଚିଠି ଲେଖିଲେ ମନମୋହନ
ନୂଆଦିଲ୍ଲୀ,୧୮।୪: ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଛି। ପ୍ରତିଦିନ ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ, ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା ଏବଂ ଅମ୍ଳଜାନ ଅଭାବ ପଡୁଛି। ଏଥି ସହିତ କରୋନା ଟିକା ମଧ୍ୟ ଅଭାବ…
୧୨ ଶହ ଟଙ୍କା ଖର୍ଚ୍ଚ କରି ବାପାଙ୍କୁ ମାତ୍ର ୨ ମିନିଟ୍ ଦେଖିପାରୁଛନ୍ତି ଝିଅ: କହିଲେ, ଭଗବାନ କାହାକୁ ଏପରି ନ କରନ୍ତୁ
ଗୋରଖପୁର,୧୮।୪: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି କାରଣରୁ, ଏଠାରେ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥି ସହିତ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସଂକ୍ରମିତ ଲୋକଙ୍କ ପରିବାରଙ୍କର…
‘ଆଶା କରୁଛି ମେ ୨ ପୂର୍ବରୁ ଦିଦିଙ୍କ ଗୋଡ ଠିକ୍ ହୋଇଯିବ’
କୋଲକତା,୧୮।୪: ପଶ୍ଚିମବଙ୍ଗରେ ଗତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ୧୮୦ଟି ଆସନରୁ ଭାଜପାକୁ ୧୨୨ରୁ ଅଧିକ ଆସନ ଜିତିବ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଶାବାଦୀ ଅଛନ୍ତି। ରବିବାର ପୂର୍ବ ବର୍ଦ୍ଧମାନ ଜିଲାରେ ଏକ ରାଲିକୁ ସମ୍ବୋଧିତ କରି ଶାହା…
Archives


