ଜାତୀୟ

ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ: ସ୍କ୍ରିନିଂ ପରେ ମତଦାନ…

କୋଲକାତା,୨୯।୪: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଅଷ୍ଟମ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଭୋଟରମାନେ ମାସ୍କ୍‌ ପିନ୍ଧି ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ସ୍କ୍ରିନିଂ ପରେ ଭୋଟରଙ୍କୁ ବୁଥ୍‌ରେ ପ୍ରବେଶ କରିବାକୁ ଅନୁମତି…

କରୋନାରେ ପିଆଇବି ଉପନିର୍ଦ୍ଦେଶକଙ୍କ ପରଲୋକ

ନୂଆଦିଲ୍ଲୀ, ୨୯ା୪: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପ୍ରେସ୍‌ ଇନ୍‌ଫରମେଶନ ବ୍ୟୁରୋ(ପିଆଇବି) ଉପନିର୍ଦ୍ଦେଶକ ସଞ୍ଜୟ କୁମାର ଶ୍ରୀବାସ୍ତବ( ୫୬)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ସୂଚନା…

ସାହିସ୍ନାନ ପରେ କର୍ଫ୍ୟୁ

ହରିଦ୍ୱାର, ୨୯ା୪: ଉତ୍ତରାଖଣ୍ଡର ହରିଦ୍ୱାରଠାରେ କୁମ୍ଭମେଳା ଉପଲକ୍ଷେ ମଙ୍ଗଳବାର ସାହିସ୍ନାନ ଶେଷ ହେବା ପରେ ବୁଧବାର ସେଠାରେ କର୍ଫ୍ୟୁ ଜାରି ହୋଇଛି। ମେ ୩ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ହରିଦ୍ୱାର ପୌର ନିଗମ ସମେତ ମ୍ୟୁନିସିପାଲିଟି ଏବଂ କେତେକ ଗ୍ରାମାଞ୍ଚଳରେ…

ଅକ୍ସିଜେନ ପାଇଁ ୧,୩୦୦ କି.ମି.

ରାଞ୍ଚତ୍, ୨୯।୪: ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ତାଙ୍କର କରୋନା ସଂକ୍ରମିତ ବନ୍ଧୁଙ୍କ ପାଇଁ ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଡ଼ କରିବାକୁ ୨୪ ଘଣ୍ଟା ମଧ୍ୟରେ ୧,୩୦୦ କିଲୋମିଟର ଯାତ୍ରା କରିଛନ୍ତି। ତାଙ୍କୁ ଝାଡ଼ଖଣ୍ଡର ରାଞ୍ଚତ୍ରୁ ଉତ୍ତରପ୍ରଦେଶର ଗାଜିଆବାଦ ଯିବାକୁ ପଡ଼ିଥିଲା। ଖବର ଅନୁଯାୟୀ…

ଦିଲ୍ଲୀରେ ଏଲ୍‌ଜି ଶାସନ

ନୂଆଦିଲ୍ଲୀ,୨୯ା୪: କେନ୍ଦ୍ର ସରକାରଙ୍କ ନୂଆ ଆଇନ ଅନୁସାରେ ଏଣିକି ଦିଲ୍ଲୀରେ ଉପରାଜ୍ୟପାଳ (ଏଲ୍‌ଜି) ସର୍ବେସର୍ବା। ଏଲ୍‌ଜି ଅନିଲ ବୈଜାଲଙ୍କ ନିୟନ୍ତ୍ରଣରେ ୮୦ ବିଭାଗ ରହିବ ଏବଂ ସେ ବିଧାନସଭାରେ ଗୃହୀତ କୌଣସି ବିଲ୍‌କୁ ସ୍ଥଗିତ ରଖିପାରିବେ। ଫଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ…

ଟିକା ଦେବାକୁ କହି ଗଣବଳାତ୍କାର

ପାଟନା, ୨୯।୪: କୋଭିଡ୍‌ ଟିକା ଦେବାକୁ କହି ପାଟନାର ଦୁଇଜଣ ଲୋକ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ରକି ଓ ମଣ୍ଟୁଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ମାଲସଲାମି ଥାନାରେ ୩୭୬ଡିରେ ମାମଲା ରୁଜୁ ହୋଇଛି।…

ପୋର୍ଟାଲ ଭୁଶୁଡ଼ିଲା

ନୂଆଦିଲ୍ଲୀ, ୨୯।୪: ଆସନ୍ତା ୧ ତାରିଖରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜୀକରଣରେ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷୀୟ ପ୍ରାୟ ୬୧ କୋଟି ନାଗରିକ କୋଭିଡ୍‌ ଟିକା ନେବା ପାଇଁ ଯୋଗ୍ୟ…

ସବୁ ରେକର୍ଡ ଭାଙ୍ଗିଲା କରୋନା: ଏବେ ୪ ଲକ୍ଷ ମୁହାଁ…

ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେଲଗାମ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଲଗାତାର ୮ ଦିନ ଧରି ଦେଶରେ…

କୋଭିଡ୍‌-୧୯ ଔଷଧ ବାଣ୍ଟୁଛନ୍ତି ଗମ୍ଭୀର, ପ୍ରଶ୍ନ ଉଠାଇଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୮।୪ : କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଦିଆଯାଉଥିବା ଔଷଧ ବାଣ୍ଟୁଛନ୍ତି ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଏହା ଉପରେ ଦିଲ୍ଲୀ ହାଇକୋର୍ଟ କିଛି ପ୍ରଶ୍ନ କରିଛନ୍ତି। ଏହି ଔଷଧ ପାଇଁ ପ୍ରେସକ୍ରିପଶନ ଦରକାର ନାହିଁ କି? ଏହାକୁ ଜଣେ…

ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ନିର୍ବାଚନ: ୪ ଦିନ ପରେ ଫଳାଫଳ

କୋଲକାତା, ୨୮।୪: ପଶ୍ଚିମବଙ୍ଗରେ ଗୁରୁବାର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୩୫ ନିର୍ବାଚନ ମଣ୍ଡଳୀର ୮୪ ଲକ୍ଷରୁ ଅଧିକ ଭୋଟର ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୁର୍ସିଦାବାଦ ଓ ବୀରଭୂମ୍‌ର ୧୧ଟି ଲେଖାଏ…

ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ମୁଖ୍ୟଙ୍କୁ କାହିଁକି ମିଳିବ ଓ୍ବାଇ ସୁରକ୍ଷା

ନୂଆଦିଲ୍ଲୀ,୨୮।୪ : ସିରମ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇଆଇ) ମୁଖ୍ୟ ଆଦର ପୁନାଓ୍ବାଲାଙ୍କୁ ଓ୍ବାଇ ସ୍ତରୀୟ ସୁରକ୍ଷା ମିଳିବ। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶ। ତାଙ୍କ ଜୀବନ ପ୍ରତି ବିପଦ ଥିବା ସୂତ୍ରରୁ ଜଣାପଡ଼ିବା ପରେ ମନ୍ତ୍ରଣାଳୟ ଏଭଳି…

ଟୁଇଟରରେ ଅକ୍ସିଜେନ ପାଇଁ ସହାୟତା ମାଗିବାରୁ ଯୁବକ ଗିରଫ

ଲକ୍ଷ୍ନୌ,୨୮।୪ : ଉତ୍ତର ପ୍ରଦେଶର ଆମେଠି ଜିଲାର ଜଣେ ବ୍ୟକ୍ତି ଜେଜେବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଟୁଇଟରରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ଆବେଦନ କରିଥିଲେ। ଏଥି ନେଇ ତାଙ୍କ ବିରୋଧରେ ଆପରାଧିକ ମାମଲା ଦାୟର କରିଛି ପୋଲିସ। ଶଶାଙ୍କ ଯାଦବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri