ଜାତୀୟ

ଏସ୍‌ପି ସହ ହାତ ମିଳାଇବାକୁ ଚାହାନ୍ତି ମମତା

ଲକ୍ଷ୍ନୌ, ୧୨।୯: ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଲକ୍ଷ୍ୟ ରଖିଛି। ଆଗାମୀ ସପ୍ତାହରେ ଦୁଇ ଦଳର ନେତା ଏହା ଉପରେ ନିଷ୍ପତ୍ତି ନେବେ ବୋଲି…

ଯୋଗୀଙ୍କୁ ଫସାଇଦେଲା ବିଜ୍ଞାପନ

ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାବମୂର୍ତ୍ତୀକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଜାତୀୟ ଖବରକାଗଜରେ ଫୁଲ ପେଜ ବିଜ୍ଞାପନ ଦେଇଥିଲେ, ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି। କାରଣ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶାସନକାଳରେ ରାଜ୍ୟରେ ହୋଇଥିବା ଉଦ୍ୟୋଗୀକରଣ…

ବଳାତ୍କାର ପୀଡ଼ିତାଙ୍କ ଅଭିଯୋଗ ରଖିଲାନି ପୋଲିସ

ମୁମ୍ବାଇ,୧୨।୯: ୩୪ ବର୍ଷୀୟା ବଳାତ୍କାର ପୀଡ଼ିତା ଆଖି ବୁଝିବାର ଦିନକ ପରେ ମହାରାଷ୍ଟ୍ରର ଉଲହାସନଗରରୁ ଆସିଛି ଆଉ ଏକ ବଳାତ୍କାର ମାମଲା। ୧୫ ବର୍ଷୀୟା ନାବାଳିକାଙ୍କୁ ଉଲହାସନଗର ଥାନା ଅନ୍ତର୍ଗତ ରେଲଓ୍ବେ ପରିସରରେ ବଳାତ୍କାର କରାଯାଇଥିଲା। ବହୁ କଷ୍ଟରେ ଜୀବନ ବଞ୍ଚାଇ…

ଜାତୀୟ ସ୍ତରର ଖୋ ଖୋ ଖେଳାଳିଙ୍କୁ ବଳାତ୍କାର ପରେ ହତ୍ୟା

ବିଜନୋର,୧୨।୯: ଉତ୍ତରପ୍ରଦେଶର ଜଣେ ୨୪ ବର୍ଷୀୟା ଜାତୀୟ ସ୍ତରର ଖୋ ଖୋ ଖେଳାଳିଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିଜନୋରସ୍ଥିତ ଘର ଠାରୁ ୧୦୦ ମିଟର ଦୂର ରେଲଓ୍ବେ ଟ୍ରାକ ନିକଟରୁ ମିଳିଛି ପୀଡ଼ିତାଙ୍କ ମୃତଦେହ। ମୃତଦେହରେ କୌଣସି…

ସୋମବାର ଶପଥ ନେବେ ଭୂପେନ୍ଦ୍ର

ଗାନ୍ଧିନଗର,୧୨।୯: ଗୁଜରାଟ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ସୋମବାର ଦିନ ୨ଟାରେ ଶପଥ ନେବେ। ଏହାର ଦୁଇ ଦିନ ପରେ କ୍ୟାବିନେଟ୍‌ ମନ୍ତ୍ରୀମାନେ ଶପଥ ନେବେ। ଏହାପୂର୍ବରୁ ଭୂପେନ୍ଦ୍ର ରବିବାର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟିବା ପାଇଁ ରାଜ ଭବନରେ…

ଜଣଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ୩ ସାଙ୍ଗ

ବିଦିଶା,୧୨।୯: ପିକ୍‌ନିକ୍‌ ସ୍ପଟ୍‌ରେ ଥିବା ଝରଣାରେ ଗାଧାଉଥିବା ବେଳେ ୩ ଯୁବକ ବୁଡ଼ି ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶା ଜିଲାର ହଲାଲି ଡ୍ୟାମ ନିକଟରେ। ଭୋପାଳାସ୍ଥିତ ଅଶୋକ ନଗରରେ ରହୁଥିବା ୩ ସାଙ୍ଗ ଅମିତ ପଟେଲ…

ପୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ମୋଦି-ଶାହା ଯୋଡି

ନୂଆଦିଲ୍ଲୀ,୧୨।୯: ଭାରତୀୟ ଜନତା ପାର୍ଟି ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛି। ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲଙ୍କ ନାମ ଘୋଷଣା କରାଯାଇଛି। ଭୁପେନ୍ଦ୍ର ପଟେଲ (୫୯) ବର୍ତ୍ତମାନ ଅହମ୍ମଦାବାଦର…

ମୋଦି-ଶାହା-ନଡ୍ଡାଙ୍କୁ ହୃଦୟରୁ ଧନ୍ୟବାଦ ଦେଲେ ଭୂପେନ୍ଦ୍ର

ଗାନ୍ଧୀନଗର,୧୨।୯: ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ। ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗୁଜରାଟରେ ରାଜନୈତିକ ସଙ୍କଟର ସମାଧାନ ପାଇଁ ରବିବାର ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସର୍ବସମ୍ମତି…

ଭୂପେନ୍ଦ୍ର ପଟେଲ କିଏ? କାହିଁକି ତାଙ୍କୁ କରାଗଲା ଗୁଜରାଟ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧୨।୯:ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲଙ୍କ ନାମ ଘୋଷଣା କରାଯାଇଛି। ଭାଜପା ବିଧାନସଭା ପାର୍ଟି ବୈଠକରେ ତାଙ୍କ ନାମ ସହମତି ପ୍ରକାଶ ପାଇଛି। ପରେ ଦଳର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ତାଙ୍କ ନାମ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ…

ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ରୂପାନୀ ଦେଲେ ଏମିତି ପ୍ରତିକ୍ରିୟା

ଗାନ୍ଧିନଗର,୧୨।୯: ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗୁଜରାଟରେ ରାଜନୈତିକ ସଙ୍କଟର ସମାଧାନ ପାଇଁ ରବିବାର ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ସ୍ଥିର କରାଯାଇଥିଲା।…

କଂଗେସକୁ ପୁଣି ଝଟ୍‌କା

ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶ କଂଗ୍ରେସକୁ ପୁଣି ଏକ ଝଟ୍‌କା ଲାଗିଛି। ରବିବାର ଦଳର ଆଉ ଜଣେ ବିଧାୟକ ଦିଲ୍ଲୀରେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶ ଜିଏାର ପୁରୋଲା ଆସନରୁ କଂଗ୍ରେସ ବିଧାୟକ ରାଜକୁମାର ଆଜି ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର…

ଭାରତରେ ପ୍ରବେଶ କଲେ ୧୦୦ରୁ ଅଧିକ ମ୍ୟାନ୍‌ମାର ନାଗରିକ…

ଆଇଜଲ,୧୨।୯: ମ୍ୟାନ୍‌ମାରରେ ଅଶାନ୍ତି ଯୋଗୁ ୧୦୦ରୁ ଅଧିକ ନାଗରିକ ଭାରତରେ ପ୍ରବେଶ କରିଛନ୍ତି। ସେମାନେ ସୀମାବର୍ତ୍ତୀ ରାଜ୍ୟ ଚିନର ବାସିନ୍ଦା। ଚମ୍ପାଇ, ହନାଥିଆଲ, ସର୍ଚିପ, ସାଇଟୁଆଲ, ସିଆହା ଏବଂ ଲଙ୍ଗଟଲାଇ ଆଦି ୬ ଟି ଜିଲାରୁ ସେମାନେ ସୀମାବର୍ତ୍ତୀ ଭାରତୀୟ ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri