Posted inଜାତୀୟ

ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ସଫା

ଶ୍ରୀନଗର,୧୩।୧୦: ଜମ୍ମୁ-କଶ୍ମୀରର ଅବନ୍ତିପୋରାର ଟ୍ରାଲ ଅଞ୍ଚଳରେ ଅବସ୍ଥିତ ତିଲୱାନି ମୋହଲ୍ଲା ୱାଗ୍ଗଡରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଥିଲା, ପରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯାହା ପରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଆଇଜିପି କଶ୍ମୀର କହିଛି ଯେ, ଟ୍ରାଲରେ ଚାଲିଥିବା ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦ (ଜେଏମ) ଟପ କମାଣ୍ଡର ଶ୍ୟାମ ସୋଫି ନିହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଠାରୁ ଦୂରେଇ ରହିବେ ୟେଦୁରପ୍ପାଙ୍କ ପରିବାର

ବେଙ୍ଗାଲୁରୁ,୨୮।୭: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ବିଏସ୍‌ ୟେଦୁରପ୍ପା କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନାନା ପ୍ରଶ୍ନ ଉଙ୍କି ମାରିଛୁ। ଏବେ...

ଦେଶରେ ବଢ଼ିଛି ଚିତାବାଘ ସଂଖ୍ୟା: ଟୁଇଟ୍‌ କରି ମୋଦି ଦେଲେ ସୂଚନା

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚିତାବାଘଙ୍କ ସଂଖ୍ୟା ବଢ଼ିଛି। ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସରକାରଙ୍କ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ...

ଟେମ୍ପୋରେ ମହିଳାଙ୍କୁ ବଳାତ୍କାର, ଯୌନାଙ୍ଗରେ ପୁରାଇ ଦେଲେ ଲୁହା ରଡ୍‌

ମୁମ୍ବାଇ,୧୦।୯: ଟେମ୍ପୋ ଭିତରେ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ସହ ଅକଥନିୟ ନିର୍ଯାତନା ଦିଆଯାଇଛି। ଏପରି କି ଅଭିଯୁକ୍ତ ପୀଡ଼ିତାଙ୍କ ଯୌନାଙ୍ଗରେ ଲୁହା...

ଅପରାହ୍ନ ୪ଟାରେ ହୋଇପାରିଲା ନାହିଁ ଟ୍ରେନ୍‌ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୧।୫: ଲକ୍‌ଡାଉନ ଯୋଗୁ ଫସି ରହିଥିବା ଯାତ୍ରୀଙ୍କ ପାଇଁ ମଙ୍ଗଳବାରଠାରୁ ଟ୍ରେନ୍‌ ସେବା ଆରମ୍ଭ ହୋଇଥିବା ବେଳେ ସୋମବାର ଅପରାହ୍ନ ୪ଟାରୁ ଟିକେଟ ବୁକିଂ କରାଯିବାର...

ମହାତ୍ମାଙ୍କ ୧୫୦ ତମ ଜୟନ୍ତୀ: ଭାଜପା-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬।୯: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ଭାଜପା-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ସ୍ବଚ୍ଛ ଭାରତ ଅଭିଯାନ...

ସମତଳ ହେବ ଆବର୍ଜନା ପାହାଡ଼

ନୂଆଦିଲ୍ଲୀ, ୧୨।୯: ରାଜଧାନୀ ଦିଲ୍ଲୀର ପୂର୍ବ ଅଞ୍ଚଳରେ ଥିବା ଗାଜିପୁରର ଏସିଆର ବୃହତମ ଆବର୍ଜନା ପାହାଡ଼ ସମତଳ କରାଯିବ। ମାଟି ଉପରେ ଏହାକୁ ସ୍ତର ସ୍ତର...

ତୁର୍କୀରୁ ଆସିବ ୧୧ ହଜାର ଟନ ପିଆଜ

ନୂଆଦିଲ୍ଲୀ,୧।୧୨: ପିଆଜ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସର୍ବକାଳୀନ ରେକର୍ଡ ଭଙ୍ଗ କରି ଅନେକ ରାଜ୍ୟରେ ପିଆଜ କିଲୋ ପ୍ରତି...

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତେଜସ୍ବୀଙ୍କ ଘର ବାହୁଡା: ବଖାଣିଲେ ନିଖୋଜ ହେବାର କାହାଣୀ

ପାଟନା,୨୯।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଖୋଜ ହୋଇଯାଇଥିବା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ନେତା ତେଜସ୍ବୀ ଯାଦବ ଏବେ ନିଜ ସ୍ଥାନକୁ ଫେରିଛନ୍ତି।...

Advertisement


Archives

Model This Week