Posted inଜାତୀୟ

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ…

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ…
କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଶହ ଶହ ସାଧୁ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ବାବାଙ୍କ ଧାମରେ ନିର୍ମିତ କରିଡର ଉତ୍ସର୍ଗ କରାଯାଇଛି। ଲୋକର୍ପଣ ପୂର୍ବରୁ ପ୍ରଧାନମନ୍ତ୍ରୀ ଗଙ୍ଗାରେ ବୁଡ଼ ପକାଇ ସେଠାରୁ କଳସରେ ପାଣି ନେଇ ବାବା ବିଶ୍ୱନାଥଙ୍କ ଧାମରେ ପହଞ୍ଚିଥିଲେ। ବାବା ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କରିବା ପରେ ସେ ଶ୍ରମିକମାନଙ୍କ ଗହଣରେ କରିଡର ନିର୍ମାଣ କରିଥିବାରୁ ସେମାନଙ୍କ ଉପରେ ଫୁଲ ବର୍ଷା କରିଥିଲେ।

ବିଶ୍ୱନାଥ ଧାମରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଭୁ କାଳ ଭୈରବଙ୍କ ପୂଜାର୍ଚ୍ଚନା କରିଥିଲେ। ଏଠାରେ ବାବା ବିଶ୍ୱନାଥଙ୍କ ଇଛା ବିନା କିଛି ହୁଏ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କରିଡର ନିର୍ମାଣରେ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୩ ମାସ ସମୟ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ସୁଫି ଅଭିଯାନ ବୁଧବାରଠାରୁ: ୨୦୨୪ ନିର୍ବାଚନରେ ସଫଳ ହେବା ଯୋଜନା…

ନୂଆଦିଲ୍ଲୀ,୧୪।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୪ ଲୋକସଭା ନିର୍ବାଚନରେ ସଫଳ ହେବା ସ୍ବପ୍ନକୁ ସାକାର କରିବା ପାଇଁ ସୁଫି ସନ୍ଥମାନେ ବର୍ତ୍ତମାନ କାର୍ଯ୍ୟ କରିବେ।...

ଭାଜପା ମୁଖ୍ୟାଳୟରେ ବନ୍ଦ ହେଲା ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର

ନୂଆଦିଲ୍ଲୀ,୨।୯: ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟରେ ପ୍ଲାଷ୍ଟିକ ବୋତଲର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଦଳର ସମସ୍ତ ନେତା ପାଣି ପିଇବା ପାଇଁ ତାଙ୍କ ରୁମ୍‌ରେ...

ସିବିଏସ୍‌ଇ ପରେ ଏହି ରାଜ୍ୟ ବାତିଲ କଲା ଦ୍ୱାଦଶ ପରୀକ୍ଷା

ଭୋପାଳ,୨।୬: କରୋନା ମହାମାରୀ ଯୋଗୁ ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ...

ଗୋଟିଏ ଡିଜିଟାଲ ଆଇଡିରେ ରହିବ ସମସ୍ତ ପରିଚୟପତ୍ର

ନୂଆଦିଲ୍ଲୀ,୩୦ା୧: ସମସ୍ତ ପ୍ରକାର ପରିଚୟପତ୍ର ପାଇଁ ଗୋଟିଏ ଡିଜିଟାଲ ୟୁନିକ୍‌ ଆଇଡି ରହିବ। ଏହା ଉପରେ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କାମ କରୁଛି।...

ଓବିସି, ଏସ୍‌ଇବିସି ଜନଗଣନା ରାଜ୍ୟ ସରକାର କରୁନାହାନ୍ତି: ଭାଜପା

ଭୁବନେଶ୍ବର,୧।୨(ବ୍ୟୁରୋ): ଓଡ଼ିଶାରେ ଶାସକ ବିଜେଡି ଓବିସି ଓ ଏସ୍‌ଇବିସି ବର୍ଗର ସାମାଜିକ, ଆର୍ଥତ୍କ, ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉତ୍‌ଥାନ ଚାହୁଁନାହିଁ। ରାଜ୍ୟ ଜନସଂଖ୍ୟାର ସର୍ବାଧିକ...

ଆଶାରାମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧୬ା୭(ପି.ଟି.)-ବଳାତ୍କାର ମାମଲାରେ ଜେଲରେ ଥିବା ଆଶାରାମ ବାପୁଙ୍କ ଜାମିନ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଗୁଜରାଟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା...

ପରିବାରର ୫ଜଣଙ୍କୁ ହତ୍ୟା

ଲକ୍ଷ୍ନୌ,୨୪।୪: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଦୁର୍ବୃତ୍ତମାନେ ୨ ବର୍ଷର ଶିଶୁ କନ୍ୟା ସମେତ ପରିବାରର ୫ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକମାନେ ହେଲେ...

ସିଏମ୍‌ଏସ୍‌-୦୧ ଉପଗ୍ରହ ଉତ୍‌କ୍ଷେପଣ କଲା ଇସ୍ରୋ: ବଢିବ ଟିଭି, ମୋବାଇଲ ସିଗ୍‌ନାଲ

ହାଇଦ୍ରାବାଦ,୧୭ ।୧୨: ଇସ୍ରୋ ପକ୍ଷରୁ ମୋବାଇଲ ଫୋନ ଓ ଟେଲିଭିଜନର ସିଗନାଲ ବୃଦ୍ଧି କରିବାକୁ କମ୍ୟୁନିକେଶନ ସାଟେଲାଇଟ ସିଏମ୍‌ଏସ୍‌-୦୧କୁ ପିଏସ୍‌ଏଲ୍‌ଭି ସି୫୦ ରକେଟରୁ ଲଞ୍ଚ କରାଯାଇଛି...

Advertisement
Archives

Model This Week