୨୦୨୧ରେ ଡାଇବେଟିସ୍ ନେଇଛି ୬୭ ଲକ୍ଷ ଜୀବନ…
ବ୍ରସେଲ୍ସ୍,୧୪।୧୧: ପୃଥିବୀର ବିଭିନ୍ନ ଦେଶ କରୋନା ମହାମାରୀ ସହ ଲଢୁୁଥିବାବେଳେ ଏକବିଂଶ ଶତାବ୍ଦୀରେ ଡାଇବେଟିସ୍ ସବୁଠାରୁ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହାର ମୁକାବିଲା ପୃଥିବୀ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଡାଇବେଟିସ ଫେଡେରେସନ (ଆଇଡିଏଫ)…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ,୧୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୨୭୧ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ…
ଜିନ୍ନା ମହାନ୍ ସ୍ବାଧୀନତା ସଂଗ୍ରାମୀ
ପାଟନା, ୧୪।୧୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କିଛିଦିନ ପୂର୍ବରୁ ଦେଶ ବିଭାଜନକାରୀ ମହମ୍ମଦ ଅଲି ଜିନ୍ନାଙ୍କୁ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଜବାହରଲାଲ୍ ନେହେରୁଙ୍କ ଭଳି ନେତାଙ୍କ ସହ ତୁଳନା କରି ସମାଲୋଚିତ ହୋଇଥିଲେ। ଏବେ…
ନଭେମ୍ବର ୧୩ ପର୍ଯ୍ୟନ୍ତ ହରିୟାଣା-ପଞ୍ଜାବରେ ୫୭ହଜାର ଥର ଜଳାଯାଇଛି ନଡା: ନାସା
ନୂଆଦିଲ୍ଲୀ,୧୪ ।୧୧: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା)ର ସାଟେଲାଇଟ ଡାଟାର ତଥ୍ୟ ଅନୁଯାୟୀ, ଚଳିତବର୍ଷ ନଭେମ୍ବର ୧ରୁ ୧୩ ମଧ୍ୟରେ ପଞ୍ଜାବ ଓ ହରିୟାଣାରେ ୨୦୧୨ପରେ ସବୁଠାରୁ ଅଧିକ ନଡା ଜଲାଯାଇଛି । ତଥ୍ୟ ଅନୁଯାୟୀ ୧-୧୩ ନଭେମ୍ବର ମଧ୍ୟରେ…
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଦେଶ
ନୂଆଦିଲ୍ଲୀ,୧୪ ।୧୧: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ୧୩୨ତମ ଜନ୍ମଦିନ ଅବସରରେ ଦେଶ ଶ୍ରଦ୍ଧାଞ୍ଜଳି ଜଣାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶାନ୍ତିବନ ଯାଇ ନେହେରୁଙ୍କ…
ମଣିପୁର ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏମ୍ଏନ୍ପିଏଫ୍
ସୁରଜଚାନ୍ଦପୁର,୧୪ ।୧୧: ମଣିପୁରରେ ଶନିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ କର୍ଣ୍ଣେଲଙ୍କ ସମେତ ୪ ଯବାନ ଶହୀଦ ହୋଇଛନ୍ତି । କର୍ଣ୍ଣେଲଙ୍କ ପରିବାରର ୨ ସଦସ୍ୟଙ୍କର ବି ଏହି ଆକ୍ରମଣରେ ମୃତ୍ୟୁ ହୋଇଛି ।…
୫ ଯବାନ, ୨ ପରିବାର ସଦସ୍ୟ ନିହତ
ଚୁରାଚାନ୍ଦପୁର,୧୪।୧୧: ମଣିପୁରରେ ରକ୍ତମୁଖା ହୋଇଉଠିଛି ପିପୁଲ୍ସ ରିଭୋଲ୍ୟୁଶନାରୀ ପାର୍ଟି ଅଫ୍ କଙ୍ଗଲେଇପକ୍ (ପିଆର୍ଇପିକେ)। ସ୍ବତନ୍ତ୍ର ରାଜ୍ୟ ଦାବି କରୁଥିବା ଏହି ବାମପନ୍ତୀ ସଂଗଠନର ଉଗ୍ରବାଦୀମାନେ ଆସାମ ରାଇଫଲ୍ସ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି। ଏଥିରେ କମାଣ୍ଡିଂ ଅଫିସରଙ୍କ ସହ ୪ ସୈନ୍ୟ…
ସପ୍ତାହେ ସ୍କୁଲ୍ ବନ୍ଦ, ଘରୁ କାମ କରିବେ କର୍ମଚାରୀ
ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଦିଲ୍ଲୀ ସରକାର ଜରୁରୀ ବୈଠକ ଡାକି ସପ୍ତାହେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାରଠାରୁ ପୁଣିଥରେ ଅନ୍ଲାଇନରେ…
ଏନ୍କାଉଣ୍ଟରରେ ୨୬ ମାଓବାଦୀ ନିହତ
ନାଗପୁର,୧୩।୧୧:ମହାରାଷ୍ଟ୍ରର ଗଡଚିରୋଲି ଜିଲା ମର୍ଡିଣ୍ଟୋଲା ଘଞ୍ଚ ଜଙ୍ଗଲରେ ପୋଲିସ ଏନ୍କାଉଣ୍ଟରରେ ୨୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ସମୟରେ ସି -୬୦ ପୋଲିସ କମାଣ୍ଡୋର ଏକ ଟିମ୍ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିଲେ। ସେହି ସମୟରେ ଯବାନଙ୍କୁ ଦେଖି ମାଓବାଦୀମାନେ…
ମୁଖ୍ୟମନ୍ତ୍ରୀ ଯୋଗୀ ଲାପଟପ୍ ଚଳାଇ ପାରୁନାହାନ୍ତି, ଶୁଣିଛି ଫୋନ୍ ବ୍ୟବହାର ବି ଆସେନା: ଅଖିଳେଶ
ନୂଆଦିଲ୍ଲୀ,୧୩।୧୧: ୟୁପିରେ ଯୋଗୀ ସରକାର ନୁହେଁ ବରଂ ‘ଯୋଗ୍ୟ ସରକାର’ର ଆବଶ୍ୟକତା ରହିଛି। ଯିଏ ଲାପଟପ୍ କିପରି ପରିଚାଳନା କରୁଥିବ, ଇଣ୍ଟରନେଟ୍ ପରିଚାଳନା କରୁଥିବ। ହେଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଲାପଟପ୍ ଚଲାଇପାରୁନାହାନ୍ତି। ସେ ଫୋନ କିପରି ପରିଚାଳନା କରିବେ ତାହା ମଧ୍ୟ…
ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ‘ମୋଦି ଶାଢ଼ି’
ନୂଆଦିଲ୍ଲୀ,୧୩ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ବତନ୍ତ୍ର ଉପହାର ମିଳିଛି। ଏହି ଉପହାର ହେଉଛି ଏକ ଶାଢ଼ି। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ରହିଛି। ଏହି ଉପହାର ପାଇ ବୁଣାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି। ପଦ୍ମଶ୍ରୀ ତଥା କିମ୍ବଦନ୍ତୀ ବଙ୍ଗୀୟ ବୁଣାକାର ବୀରେନ…
ବଲିଉଡ୍ରେ ଶତପ୍ରତିଶତ ଟିକାଦାନ.
ମୁମ୍ବାଇ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଜାରି ରହିଛି। ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାର ଦଶ ମାସ ପରେ, ମୁମ୍ବାଇ ଶନିବାର ପ୍ରଥମ ଡୋଜର ଶତପ୍ରତିଶତ କଭରେଜ ହାସଲ କରିଛି।…
Archives


