ୟୁପିଏସ୍ସି ସିଭିଲ୍ ପ୍ରିଲିମ୍ ପରୀକ୍ଷା ଘୁଞ୍ଚିଲା
ନୂଆଦିଲ୍ଲୀ, ୧୪।୫(ପି.ଟି.): ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ଚଳିତ ବର୍ଷ ଜୁନ୍ରେ ହେବାକୁ ଥିବା ସିଭିଲ୍ ସର୍ଭିସ ପ୍ରିଲିମିନାରି ପରୀକ୍ଷାକୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଭାରତୀୟ ପ୍ରଶାସନିକ...
କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ଅବଧି ବଢ଼ିଲା
ନୂଆଦିଲ୍ଲୀ, ୧୪ା୫: ସିରମ୍ ଇନ୍ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକା ପ୍ରଥମ ଡୋଜ୍ ନେବାର ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାକୁ ସରକାରୀ କମିଟି ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅନ୍ ଇମ୍ୟୁନାଇଜେଶନ (ଏନ୍ଟିଏଜିଆଇ) ଗୁରୁବାର ସୁପାରିସ କରିଥିଲା।...
ବଜ୍ରପାତରେ ୧୮ ହାତୀ ମୃତ
ଗୁଆହାଟୀ,୧୪ା୫:ଆସାମର ନଗାଓଁ ଜିଲା ପାର୍ବତ୍ୟାଞ୍ଚଳରେ ଯାଇଛି ୧୮ ହାତୀଙ୍କ ଜୀବନ। କୁଣ୍ଡୋଲି ପ୍ରପୋଜ୍ଡ ରିଜର୍ଭ ଫରେଷ୍ଟ (ପିଆର୍ଏଫ୍)ରେ ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ଏତେ ସଂଖ୍ୟକ ହାତୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବଜ୍ରପାତରେ...
ମୂଳମୂଲ୍ୟ ଧିମା, ଖୁଚୁରା ବଢୁଛି
ନୂଆଦିଲ୍ଲୀ,୧୪।୫: କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଗତ ୩ ଦିନ ଧରି ତେଲ ଦର ବଢିଥିବାବେଳେ ଗୁରୁବାର ଏହା ଅପରିବର୍ତ୍ତିତ ରହିଛି। ଗତ ବର୍ଷ ମେ’ ମାସଠାରୁ ଚଳିତ ବର୍ଷ ଅଦ୍ୟାବଧି...
ଭାରତ ହିଁ ବିଶ୍ୱକୁ ଟିକା ଯୋଗାଇପାରିବ
ନୂଆଦିଲ୍ଲୀ,୧୩।୫: ଅନେକ ଦେଶରେ ଟିକା ଉତ୍ପାଦନକାରୀ କମ୍ପାନୀ ରହିଛି। କିନ୍ତୁ ସମଗ୍ର ବିଶ୍ୱକୁ ଟିକା ଯୋଗାଇଦେବାର କ୍ଷମତା କେବଳ ଭାରତ ପାଖରେ ଅଛି ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବାରୀ ଓ’ ଫରେଲ୍। ଏଥିସହ ଅଷ୍ଟ୍ରେଲିଆରୁ ପଠାଯାଇଥିବା...
ପ୍ରଥମେ କୋଭାକ୍ସିନ, ଦ୍ୱିତୀୟ ଡୋଜରେ କୋଭିଶିଲ୍ଡ
ମୁମ୍ବାଇ,୧୩।୫: ମହାରାଷ୍ଟ୍ରର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ଦୁଇଟି ଭିନ୍ନ ଭିନ୍ନ କୋଭିଡ୍ ଟିକା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଜଲନା ଜିଲାର ବସୀନ୍ଦା ଦତ୍ତାତ୍ରେୟ ଓ୍ବାଗମାରେ ମାର୍ଚ୍ଚ ୨୨ ତାରିଖରେ ଗ୍ରାମାଞ୍ଚଳର ଏକ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇଥିଲେ ଭାରତ...
ପୁଣି ୧୫ ଜୀବନ ନେଲା ଅକ୍ସିଜେନ ଅଭାବ
ପଣଜୀ,୧୩।୫: ଅକ୍ସିଜେନ ଯୋଗାଉଥିବା ପାଇପଲାଇନ୍ରେ ତ୍ରୁଟି ଯୋଗୁ ଗୋଆ ମେଡିକାଲ କଲେଜରେ ଚାଲିଯାଇଛି ୧୫ କରୋନା ଆକ୍ରାନ୍ତଙ୍କ ଜୀବନ। ମେଡିକାଲରେ ରାତି ୨ଟାରୁ ୬ଟା ପର୍ଯ୍ୟନ୍ତ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହେବାରୁ ଭେଣ୍ଟିଲେଟରରେ ଥିବା ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।...
ଦିଲ୍ଲୀ କୋଟାରୁ ଅନ୍ୟ ରାଜ୍ୟକୁ ପଠାଯିବ ଅକ୍ସିଜେନ
ନୂଆଦିଲ୍ଲୀ,୧୩।୫: ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୪ ପ୍ରତିଶତକୁ ତଳକୁ ଖସିଛି। ଏଥିସହ ହ୍ରାସ ପାଇଛି ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଦିଲ୍ଲକୁ ଦୈନିକ ୫୮୨ ମେଟ୍ରିକ ଟନ ଅକ୍ସିଜେନ ଆବଶ୍ୟକ ପଡ଼ୁଛି, ଯାହାକି ସହଜରେ ଉପଲବ୍ଧ ହେଉଛି। ଏଣୁ...
ଆସନ୍ତା ସପ୍ତାହରୁ ମିଳିବ ସ୍ପୁଟନିକ-ଭି
ନୂଆଦିଲ୍ଲୀ,୧୩।୫: ରୁଷିଆର ସ୍ପୁଟନିକ-ଭି କୋଭିଡ୍ ଟିକା ଆସନ୍ତା ସପ୍ତାହରୁ ଭାରତ ବଜାରରେ ଉପଲବ୍ଧ ହେବ। ଏନେଇ ଗୁରୁବାର ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍ ଏହି ସୂଚନା ଦେଇଛନ୍ତି। ସ୍ପୁଟନିକ-ଭିର ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚି ଥିବା ବେଳେ...
ୟୁପିରେ ଏଣେତେଣେ ପୋତା ଯାଉଛି କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହ
ଉନ୍ନାଓ,୧୩।୫: ଉତ୍ତର ପ୍ରଦେଶରେ ଭୟଙ୍କର ହେଲାଣି କୋଭିଡ୍-୧୯ ସ୍ଥିତି। ଭାଇରସ ଜନିତ ମୃତକଙ୍କ ଶବଦାହ ପାଇଁ ଯାଗା ନାହିଁ ଶବଦାହ କେନ୍ଦ୍ରରେ। ଗଙ୍ଗା ନଦୀରେ ମୃତଦେହ ଭସା ଯିବା ଘଟଣା ପରେ ଉନ୍ନାଓ ଜିଲାର ଅତିକମ୍ରେ ଦୁଇଟି ସ୍ଥାନରୁ ଉଦ୍ଧାର...
କରୋନା ସଙ୍କଟ ମଧ୍ୟରେ ସାହାଭରସା ଭାସମାନ ଆମ୍ବୁଲାନ୍ସ
ଶ୍ରୀନଗର,୧୩।୫: ଦେଶରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହି ମହାମାରୀ ଅନେକ ପରିବାରଠାରୁ ନିଜ ଆତ୍ମୀୟଙ୍କୁ ଛଡ଼ାଇ ନେଉଥିବା ବେଳେ ଏହି ସମୟରେ ଲୋକଙ୍କ ଅମାନବିକତା ମଧ୍ୟ ପରିଲକ୍ଷିତ ହେଉଛି। କରୋନା କାଳରେ ସଂଘର୍ଷ କରୁଥିବା...
ଏହି ଯୁବତୀ କରୋନା ଅକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଯୋଗାଉଛନ୍ତି ଭୋଜନ: ସୋସିଆଲ ମିଡିଆରେ ଭାଇରାଲ
ମୁମ୍ବାଇ,୧୩।୫: କରୋନା ଭାଇରସ୍ର ବର୍ଦ୍ଧିତ ମାମଲା ମଧ୍ୟରେ ମହାରାଷ୍ଟ୍ରରୁ ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରୁ ଜଣାପଡ଼ୁଛି ଏବେ ବି ସମାଜରେ ମାନବିକତା ବଞ୍ଚିରହିଛି। ମହାରାଷ୍ଟ୍ରର ଏକ ଗାଁର ଜଣେ ଯୁବତୀ କରୋନା ଆକ୍ରାନ୍ତ ରୋଗୀ ଓ ତାଙ୍କ ପରିବାରବର୍ଗଙ୍କୁ...
Archives


