ଜାତୀୟ

ଭିଣୋଇଙ୍କ କାର୍‌ ଚୋରି କରୁଥିଲେ ଶଳା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗାଜିଆବାଦ,୧୪।୧୧: ଗାଜିଆବାଦର ବସୁନ୍ଧରା ସେକ୍ଟର ୩ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ ଯୁବକ ନିଜ ଭିଣୋଇଙ୍କ ଦୁଇଟି କାର ଚୋରି କରନେଇଛନ୍ତି। ଚୋରି କରିବାର କାରଣ ଜାଣି ଯୋ କେହି ନିଜ ମୁଣ୍ଡରେ ହାତ ଦେବେ। ସମ୍ପୃକ୍ତ ଯୁବକ…

ନେହେରୁଙ୍କ ଜନ୍ମଦିନ ପାଳନ ପାଇଁ ସଂସଦକୁ ଆସିଲେ ନାହିଁ ବାଚସ୍ପତି, ଉପରାଷ୍ଟ୍ରପତି: ଆପତ୍ତି ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ରବିବାର ପାଳନ କରାଯାଇଥିଲା। ଏହି ଅବସରରେ ସଂସଦରେ ଆୟୋଜିତ ପାରମ୍ପରିକ କାର୍ଯ୍ୟକ୍ରମରେ ରାଜ୍ୟ ସଭା ବାଚସ୍ପତି ଭେଙ୍କେୟା ନାଇଡୁ, ଲୋକ ସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ…

ଏକାକୀ ଲଢିବ କଂଗ୍ରେସ

ଲକ୍ଷ୍ନୌ,୧୪।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକଙ୍କ ମନ ଜିଣିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚେଷ୍ଟା କରାଯାଉଛି। କଂଗ୍ରେସ ପକ୍ଷରୁ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏଥର ୟୁପି ନିର୍ବାଚନ ମଙ୍ଗ…

ସ୍ତ୍ରୀ ମାଛ ତରକାରୀ ନ ରାନ୍ଧିବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ

ରାଞ୍ଚି,୧୪।୧୧: ଝାଡଖଣ୍ଡର ଗିରିଡିହ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ତରକାରୀ ତିଆରି ନ କରିବାରୁ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଜୀବନରୁ ମାରି ଦେଇଛନ୍ତି। ଏହି ଘଟଣା ଗିରିଡିହ ଜିଲାର ବିର୍ନି ବ୍ଲକର ବାଲୋଗରୁ ଆସିଛି। ପିତା ଏବଂ ପରିବାର…

ସିବିଆଇ-ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବଢ଼ିବ…

ନୂଆଦିଲ୍ଲୀ,୧୪।୧୧: ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ କାର୍ଯ୍ୟକାଳ ଏଣିକି ୫ ବର୍ଷ ପର୍ଯ୍ୟନ୍ତ ବୃବଦ୍ଧି କରାଯାଇ ପାରିବ। ଏ ସମ୍ପର୍କିତ ଦୁଇ ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଅନୁମୋଦନ କରାଯାଇଛି। ପୂର୍ବ ନିୟମ ଅନୁସାରେ ଏହି ଦୁଇ ପଦବୀରେ…

ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କଠାରୁ ଦୂରେଇ ରହିବା ଭଲ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୪ ।୧୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଲକ୍ଷ୍ନୌରେ ଏକ ସମାଜିକ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ କହିଛନ୍ତି, ୨୦ ବର୍ଷ ତଳେ ଆଫଗାନିସ୍ତାନରେ ତାଲିବାନ ବୁଦ୍ଧଙ୍କ ପ୍ରତିମାକୁ ଗୁଳିକରି ଉଡାଇ ଦେଇଥିଲା । କାରଣ ତାଲିବାନ ଭାରତର…

କଙ୍ଗନାଙ୍କ ଚିକିତ୍ସା ଜରୁରୀ, ଫେରାଇ ନିଆଯାଉ ପଦ୍ମଶ୍ରୀ: ସ୍ୱାତି ମାଲିୱାଲ

ନୂଆଦିଲ୍ଲୀ,୧୪ ।୧୧: ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ୱାତି ମାଲିୱାଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସେ ଉକ୍ତ ପତ୍ରରେ ଲେଖିଛନ୍ତି କି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପଦ୍ମଶ୍ରୀ ସମ୍ମାନ ଫେରାଇ ନିଆଯାଉ । କଙ୍ଗନା…

ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢିବେ ସୋନୁ ସୁଦଙ୍କ ଭଉଣୀ ମାଳବିକା

ଚଣ୍ଡିଗଡ଼,୧୪ ।୧୧: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସବୁ ରାଜନୈତିକ ପାର୍ଟି ଅଣ୍ଟା ଭିଡିଥିବା ବେଳେ କିଛି ଦଳଙ୍କର ସେଲିବ୍ରିଟିଙ୍କ ଉପରେ ନଜର ରହିଛି । ସେ ଯାହା ବି ହେଉ ବଲିଉଡ…

ଏଲ୍‌ଏସିରେ ଭାରତୀୟ ଯବାନଙ୍କ ସଂଖ୍ୟା ବଢ଼ିଲା…

ଲଦାଖ,୧୪।୧୧: ଲଦାଖରେ ଚାଇନା ଏବଂ ପାକିସ୍ଥାନକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ପ୍ରବଳ ଶୀତରେ, ଶତ୍ରୁ ପକ୍ଷର ଯେ କୌଣସି କାର୍ଯ୍ୟର କଡ଼ା ମୁକାବିଲା ଲାଗି ଭାରତୀୟ ସେନା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ…

ମାୟାବତୀଙ୍କୁ ଭେଟିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୪ ।୧୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଶନିବାର ମାୟାବତୀଙ୍କ ମା’ ରାମରତିଙ୍କର ପରଲୋକ ହୋଇଥିବା ବେଳେ ପ୍ରିୟଙ୍କା ଶୋକ ପ୍ରକାଶ କରିଛନ୍ତି । ଏହାସହ…

ସାଇକେଲରେ ଉପମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ନେଇ ସଚେତନତା ସୃଷ୍ଟି କରିବା ଲାଗି ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ରବିବାର ସାଇକେଲ ରାଲିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରାହାଗିରି ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଥିଲା। ଏକ ବିଦ୍ୟୁତ୍‌ ଚାଳିତ…

ମାଓବାଦୀଙ୍କ ତାଣ୍ଡବ, ୪ ଜଣଙ୍କୁ ଫାଶୀରେ ଲଟକାଇଲେ…

ଗୟା,୧୪।୧୧: ବିହାରରେ ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ଗୟା ମୁଖ୍ୟାଳୟଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମୌନୱାର ଗାଁରେ ମାଓବାଦୀମାନେ ଦୁଇ ମହିଳାଙ୍କ ସମେତ ଗୋଟି, ପରିବାରର ଚାରି ଜଣଙ୍କୁ ଫାଶୀରେ ଲଟକାଇ ହତ୍ୟା କରିଛନ୍ତି। ଚାରିଜଣଙ୍କୁ ଘର ବାହାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri