ଜାତୀୟ

ଧର୍ମନଗରୀରେ ପ୍ରିୟଙ୍କା

ଲକ୍ଷ୍ନୌ,୧୭।୧୧: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବୁଧବାର ଧର୍ମନଗରୀ ଚିତ୍ରକୂଟରେ ପହଞ୍ଚିଛନ୍ତି। ପ୍ରିୟଙ୍କା ସ୍ବାମୀ ମତ୍ସ୍ୟଗଜେନ୍ଦ୍ରନାଥ ମନ୍ଦିରରେ ପୂଜା କରି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ମନ୍ଦିରରେ ପୂଜା କରିବା ପରେ ପ୍ରିୟଙ୍କା ମନ୍ଦାକିନି କୂଳରେ ପ୍ରସ୍ତୁତ ମଞ୍ଚରେ ପହଞ୍ଚିଥିଲେ। ପ୍ରିୟଙ୍କା…

କଂଗ୍ରେସକୁ ବଡ଼ ଝଟ୍‌କା

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କ୍ୟାମ୍ପ ସହିତ ଜଡିତ କଂଗ୍ରେସର ବରିଷ୍ଠ ନେତା ତଥା କାର୍ଯ୍ୟାଳୟର ଅଧିକାରୀମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟ କଂଗ୍ରେସ ସଭାପତି ଜିଏ…

ଭାରତ ଚାମ୍ପିୟନ୍‌ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି, ଖେଳ ମନ୍ତ୍ରୀ କହିଲେ..

ନୂଆଦିଲ୍ଲୀ,୧୭।୧୧:ଆସନ୍ତା ୧୦ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ। ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଥିବା ପାକିସ୍ତାନ ଏକ ପ୍ରମୁଖ ଆଲୋଚନାର ବିଷୟ ଏବଂ କ୍ରୀଡ଼ା…

ଫେରିଲା ନାଇଟ୍‌ କର୍ଫ୍ୟୁ

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ ଆଜିଠୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ତେବେ କରୋନା ସଂକ୍ରମଣ ବଢୁଥିବାରୁ କର୍ଫ୍ୟୁ ଲାଗୁ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ରାତି ୧୦ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ। ଜମ୍ମୁ, ଉଧମପୁର, କାଠୁଆ, ଶ୍ରୀନଗର,…

ବିଚାରପତି ରାକେଶ ଜୈନ୍‌ କରିବେ ଲଖିମପୁର ଘଟଣାର ଯାଞ୍ଚ୍‌…

ନୂଆଦିଲ୍ଲୀ,୧୭।୧୧: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ହିଂସା ଘଟଣାର ଯାଞ୍ଚ୍‌ ପାଇଁ ସୁପ୍ରିମକୋର୍ଟ ଏସଆଇଟି ଗଠନ କରିଛନ୍ତି। ଯାଞ୍ଚ୍‌ର ତଦାରଖ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ପଞ୍ଜାବ-ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ରାକେଶ କୁମାର ଜୈନଙ୍କୁ ନିଯୁକ୍ତ କରାଯାଇଛି। ଏସଆଇଟିରେ ଜଣେ ମହିଳାଙ୍କ…

ସିଆର୍‌ପିଏଫ୍‌ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ…

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୨ ଯବାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ବାରମୁଳା ଜିଲାର ପାଲହାଲନ ପଟ୍ଟନ ଅଞ୍ଚଳରେ ପାଟ୍ରୋଲିଂ ଦଳ ଉପରେ ଗ୍ରେନେଡ୍‌ ମାଡ଼ କରାଯାଇଥିବା କଶ୍ମୀର ଜୋନ୍‌ ପୋଲିସ…

ପୁଣି ବିମାନରେ ମିଳିବ ଭୋଜନ ସୁବିଧା

ନୂଆଦିଲ୍ଲୀ: ପୁଣି ସବୁ ବିମାନରେ ଭୋଜନ ଓ ସମ୍ବାଦପତ୍ର ମିଳିବ। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଚଳାଚଳ କରୁଥିବା ସମସ୍ତ ବିମାନରେ ଭୋଜନ ଏବଂ ସମ୍ବାଦପତ୍ର ସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାର…

ଟିଭି ଚ୍ୟାନେଲର ବିତର୍କ ଯୋଗୁ ସୃଷ୍ଟି ହେଉଛି ଅଧିକ ପ୍ରଦୂଷଣ, ରମନାଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ଏନେଇ ଏକ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ଜାରି ରହିଛି। ବାୟୁ ପ୍ରଦୂଷଣ ନେଇ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କଟାକ୍ଷ କରି କହିଛନ୍ତି ଯେ, ବିଭିନ୍ନ ଟିଭି…

ସଦନରେ ଉପଯୁକ୍ତ ଆଚାର-ବ୍ୟବହାର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ…

ନୂଆଦିଲ୍ଲୀ,୧୭।୧୧: ପାର୍ଲାମେଣ୍ଟ ହେଉ ଅବା ବିଧାନସଭା ସବୁଠାରେ ସଦନରେ ଉପଯୁକ୍ତ ଆଚାର ଏବଂ ବ୍ୟବହାର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ। ସଦନର ମର୍ଯ୍ୟାଦା ଉଲ୍ଲଂଘନ ପରି କାର୍ଯ୍ୟ ଠିକ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୨ ତମ ଅଖିଳ ଭାରତୀୟ ପୀଠାସୀନ…

କେନ୍ଦ୍ର ସରକାରଙ୍କ ସତ୍ୟପାଠ, ଓ୍ବାର୍କ ଫ୍ରମ୍‌ ହୋମ୍‌ ସମ୍ଭବ ନୁହେଁ…

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ଏନସିଆର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ପରାମର୍ଶ ଅନୁଯାୟୀ ଘରେ ରହି କାମ କରିବା ପରିବର୍ତ୍ତେ ଯାନବାହନ ପ୍ରଦୂଷଣକୁ ହ୍ରାସ କରିବା…

ରାଜଧାନୀରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ…

ନୂଆଦିଲ୍ଲୀ,୧୭।୧୧: ବାୟୁ ପ୍ରଦୂଷଣ ଯୋଗୁ ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ଅବସ୍ଥା ବିଗିଡିବାରେ ଲାଗିଛି। ଏଭଳି ପରିସ୍ଥିତିରେ ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୭।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୧୯୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri