ଜାତୀୟ

୮ ଦିନରେ ୫ କଏଦୀଙ୍କ ମୃତ୍ୟୁ, ଚିନ୍ତାରେ ପ୍ରଶାସନ…

ତିହାର, ୨୫।୧୨: ଦିଲ୍ଲୀର ତିହାର ଜେଲ୍‌ରେ ଗତ ୮ ଦିନ ମଧ୍ୟରେ ୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି। ଏନେଇ ଜେଲ ପ୍ରଶାସନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କଏଦୀଙ୍କ ମୃତ୍ୟୁ ନେଇ ନାନା ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଏହି ମୃତ୍ୟୁ…

କୃଷି ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ପଛକୁ ହଟିଛୁ ହେଲେ ପୁଣି ଆଗେଇବୁ…

ନୂଆଦିଲ୍ଲୀ, ୨୫।୧୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ମନ୍ତବ୍ୟ ନେଇ ଏବେ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ମହାରାଷ୍ଟ୍ରର ନାଗପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି। ଗତ ମାସରେ ସରକାର ପ୍ରତ୍ୟାହାର କରି ନେଇଥିବା…

ଘରେ ଓମିକ୍ରନ୍‌ ସଂକ୍ରମଣର ଅଧିକ ଆଶଙ୍କା…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ବାହାର ତୁଳନାରେ ଘରେ ଓମିକ୍ରନ୍‌ ସଂକ୍ରମଣର ଅଧିକ ବିପଦ ରହିଛି। ଏଣୁ ଘର ମଧ୍ୟ ସୁରକ୍ଷିତ ନୁହେଁ। ଭାରତର କୋଭିଡ୍‌-୧୯ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର…

ଟିକାର ଡବଲ ଡୋଜ୍‌ ବି ଅକାମୀ, ୧୦ରୁ ୯ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ କ୍ଷେତ୍ରରେ ଟିକାର ଡବଲ ଡୋଜ୍‌ ବି ଅକାମୀ ହେବାରେ ଲାଗିଛି। ଡବଲ ଡୋଜ୍‌ ନେଇଥିବା ୧୦ରୁ ୯ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଛନ୍ତି। ଭାରତରେ ୧୮୩ ଓମିକ୍ରନ ଆକ୍ରାନ୍ତଙ୍କ…

ଘନେଇଲା ବିପଦ, ଓମିକ୍ରନ୍‌ ସଂକ୍ରମଣକୁ ରୋକି ହେବ ନାହିଁ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ସଂକ୍ରମଣକୁ ରୋକି ହେବ ନାହିଁ। ଏହା ପ୍ରତି ୨ ଦିନରେ ଦୁଇଗୁଣା ହେବାରେ ଲାଗିଛି। ଏନେଇ କେରଳର କୋଭିଡ-୧୯ ସଂକ୍ରମଣ ଉପରେ ଗଠିତ ବିଶେଷଜ୍ଞ କମିଟିର ଡାକ୍ତର ଏହା କହିଛନ୍ତି। କମିଟିର ସଦସ୍ୟ…

ଘରୁ ଜବତ ହେଲା ବିଡ଼ା ବିଡ଼ା ନୋଟ୍‌…

କାନପୁର, ୨୫।୧୨: ଉତ୍ତରପ୍ରଦେଶରେ କେବଳ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ନଗଦ ଜବତ ହୋଇଛି। ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରୁ ଆୟକର ଚଢ଼ାଉ ସମୟରେ ବିଡ଼ା ବିଡ଼ା ନଗଦ ୧୮୦ କୋଟି ଟଙ୍କା ଜବତ ହୋଇଛି। ଏହାକୁ ୮୦ଟି…

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୨୫।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ ଅଲ୍‌ଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ଚୌଗାମ୍‌ରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ…

୧୫ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୫ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୭ ହଜାର ୧୮୯…

୧୭ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ୪୧୫ ଓମିକ୍ରନ୍‌ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ…

ଘୃଣା ବିସ୍ତାର କରନ୍ତି ହିନ୍ଦୁତ୍ୱବାଦୀ: ରାହୁଲ

ନୂଆଦିଲ୍ଲୀ,୨୫।୧୨: ହିନ୍ଦୁତ୍ୱବାଦୀମାନେ ସବୁବେଳେ ଘୃଣା ବିସ୍ତାର କରି ହିଂସା ଉସୁକାଇଥାଆନ୍ତି। ସେମାନଙ୍କ ଏଭଳି କାର୍ଯ୍ୟ ଯୋଗୁ ସବୁ ସମ୍ପ୍ରଦାୟର ଲୋକଙ୍କୁ ମୂଲ୍ୟ ଦେବାକୁ ପଡ଼ିଥାଏ ବୋଲି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ଟାର୍ଗେଟ କରିଛନ୍ତି। ହରିଦ୍ୱାର ବେଦ ନିକେତନ…

୫ ରାଜ୍ୟରେ ରାତି କର୍ଫ୍ୟୁ

ଲକ୍ଷ୍ନୌ/ମୁମ୍ବାଇ/ଚଣ୍ଡିଗଡ଼, ୨୫।୧୨: କୋଭିଡ୍‌-୧୯ ଏବଂ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଓ ହରିୟାଣାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯିବା ସହ ଜନ ସମାବେଶ ଉପରେ କଟକଣା ଲାଗୁ ହୋଇଛି। ମହାରାଷ୍ଟ୍ରରେ ଗତ ୨୪…

କରୋନା କଟକଣା ମଧ୍ୟରେ ପାଳନ ହେଲା ଖ୍ରୀଷ୍ଟମାସ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୫ ।୧୨: କରୋନା କଟକଣା ମଧ୍ୟରେ ସାରା ବିଶ୍ୱରେ ପାଳନ କରାଯାଇଛି ବଡଦିନ ବା ଖ୍ରୀଷ୍ଟମାସ । ସାରା ଦେଶରେ ପ୍ରଭୁ ଯିଶୁଙ୍କ ଏହି ଜନ୍ମଦିନକୁ କଟକଣା ମଧ୍ୟରେ ପାଳନ କରାଯାଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା ସମେତ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?