Posted inଜାତୀୟ

ବ୍ୟବସାୟୀଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା: ୨୪ ଘଣ୍ଟା ହେଲା ଚାଲିଛି ଗଣନା

କାନପୁର,୨୪।୧୨: ଉତ୍ତର ପ୍ରଦେଶର କାନପୁରରେ ଏକ ପରଫ୍ୟୁମ୍‌ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଘରୁ ବିଡା ବିଡା ଟଙ୍କା ମିଳିଛି। ୨୪ ଘଣ୍ଟା ହେବ ଟଙ୍କା ଗଣା ଚାଲିଛି। ଏପର୍ଯ୍ୟନ୍ତ ତାଙ୍କ ଘରୁ ୬ ବକ୍ସ ନୋଟ ମିଳିଛି। ପୀୟୁଷଙ୍କ ନାଁରେ ୧୫୦ କୋଟି ଟଙ୍କା ଟିକସ ଫାଙ୍କିବାର ପ୍ରମାଣ ମିଳିଛି। ସେଲ କମ୍ପାନୀ ମାଧ୍ୟମରେ ୧୦୦ କୋଟିରୁ ଅଧିକ ଟଙ୍କା ରୁଣ ନେବାକୁ ମଧ୍ୟ ଚର୍ଚ୍ଚା ହୋଇଛି। ଟିକସ ଫାଙ୍କିବା ଆଶଙ୍କା କରି ଗୁରୁବାର ସକାଳେ ଜିଏସ୍‌ଟି ଇଣ୍ଟେଲିଜେନ୍ସ (ଡିଜିଜିଏ) ର ଏକ ଟିମ ସୁଗନ୍ଧିତ ବ୍ୟବସାୟୀ ପୀୟୁଷ ଜେନାଙ୍କ ଘର, କାରଖାନା, କାର୍ଯ୍ୟାଳୟ, କୋଲ୍ଡ ଷ୍ଟୋରେଜ ଏବଂ ପେଟ୍ରୋଲ ପମ୍ପ ଉପରେ ଚଢାଉ କରିଛି। ଗୁଜୁରାଟ, ମୁମ୍ବାଇର କାନପୁରରେ ଅବସ୍ଥିତ ପ୍ରତିଷ୍ଠାନରେ ଏହି କାର୍ଯ୍ୟ ଏକାସାଙ୍ଗରେ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌-ଟ୍ରକ୍‌-ଅଟୋରେ ଅଶ୍ଳୀଳ ଗୀତ ବଜାଇଲେ ପରିମିଟ୍‌ ହେବ ରଦ୍ଦ

ପାଟନା,୧୬।୩: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଏକ ଆଇନ ଜାରି କରିଛନ୍ତି। ଏଣିକି ବସ୍‌, ଟ୍ରକ୍‌ ଅଟୋ ଆଦି ଯାନରେ ଅଶ୍ଳୀଳ ଗୀତ ବଜାଇଲେ...

ବାତ୍ୟା ପୂର୍ବରୁ ଥରିଲା ଗୁଜରାଟ…

ଅହମଦାବାଦ,୧୭।୫: ବାତ୍ୟା ତାଉକ୍‌ତାଏ ଗୁଜରାଟରେ ମାଡ଼ ହେବା ପୂର୍ବରୁ ରାଜ୍ୟରେ ଭୂକମ୍ପ ହୋଇଛି। ସୋମବାର ଭାରତୀୟ ସମୟ ଭୋର୍‌ ୩ଟା ୭(୩ଟା ୩୭ ଜିଏମ୍‌ଟି)ରେ ଗୁଜରାଟର...

ଇନଷ୍ଟାଗ୍ରାମରେ ସେଲିବ୍ରିଟିଙ୍କ ନକଲି ପ୍ରୋଫାଇଲ

ନୂଆଦିଲ୍ଲୀ,୧୪।୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଇନଷ୍ଟାଗ୍ରାମରେ ପ୍ରାୟ ୧.୬ କୋଟି ଭାରତୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆକାଉଣ୍ଟ ନକଲି ବୋଲି ଜଣାପଡିଛି। ଏହି ଆକାଉଣ୍ଟ ମାଧ୍ୟରେ ନେଣଦେଶ କାରବାର...

ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ‘ଜାତୀୟ ନିଶ’ ଘୋଷଣା କରିବାକୁ କହିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ,୨୪।୬: ଲୋକ ସଭାରେ କଂଗ୍ରେସ ଲିଡର ଅଧୀର ରଞ୍ଜନ ଚୌଧୁରୀ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ କଥା ଉଠାଇଛନ୍ତି। ଅଧୀର କହିଛନ୍ତି ଅଭିନନ୍ଦନଙ୍କୁ ପୁରସ୍କୃତ କରାଯିବା...

ସିଆଚେନରେ ହିମସ୍ଖଳନ : ୨ ଯବାନ ଶହୀଦ

ଶ୍ରୀନଗର, ୧ା୧୨(ପି.ଟି.): କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଦକ୍ଷିଣ ସିଆଚେନ୍‌ ଗ୍ଲାସିୟର୍‌ ସେକ୍ଟର ନିକଟରେ ଶନିବାର ପାଟ୍ରୋଲିଂ କରୁଥିବା ବେଳେ ହଠାତ୍‌ ହିମସ୍ଖଳନ ହେବାରୁ ୨ ଭାରତୀୟ...

ମଣିପୁରର ନୋନିରେ ଭୂକମ୍ପ

ନୋନି,୨୮ ।୨: ମଣିପୁରର ନୋନିରେ ମଙ୍ଗଳବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନସିଏସ) ଅନୁଯାୟୀ, ଭୂକମ୍ପର ଝଟକା...

ଲୋକ ସଭାରେ ବନ ସଂରକ୍ଷଣ ବିଲ୍‌ ପାରିତ

ନୂଆଦିଲ୍ଲୀ,୨୭ା୭ : ଲୋକ ସଭାରେ ବୁଧବାର ବନ ସଂରକ୍ଷଣ ବିଲ୍‌ ଗୃହୀତ ହୋଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ବନ ବିଭାଗର ମଞ୍ଜୁରୀ ବିନା...

ଆଇଆଇଟି ସ୍ନାତକଙ୍କ ଷ୍ଟାର୍ଟ-ଅପ୍‌ରେ ଚଢ଼ାଉ: ଲିଙ୍ଗ ଚୟନ ପାଇଁ ବିଦେଶ ପଠାଉଥିଲେ

ନୂଆଦିଲ୍ଲୀ,୩ା୧୦ : ଭାରତରେ ପିଲାଛୁଆ ଜନ୍ମ ହେବା ପୂର୍ବରୁ ସେମାନଙ୍କ ଲିଙ୍ଗ ନିରୂପଣ ଓ ଚୟନ ବେଆଇନ ହୋଇଥିବାବେଳେ ବିଦେଶରେ ଏହି କାର୍ଯ୍ୟ କରାଇବା ଲାଗି...

Advertisement
Archives

Model This Week