Posted inଜାତୀୟ

ଉତ୍ତରପ୍ରଦେଶରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ଉତ୍ତରପ୍ରଦେଶ,୨୪।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ଚିନ୍ତା ବଢାଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ତେବେ ଶନିବାର ରାତି ୧୧ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ବିବାହ ଏବଂ ସାମାଜିକ କାର୍ଯ୍ୟରେ ୨୦୦ ଲୋକଙ୍କୁ ଅନୁମତି ଦିଆଯିବ। କୋଭିଡ୍‌ ପ୍ରୋଟୋକଲକୁ ସବୁ ସମୟରେ ଅନୁସରଣ କରିବାକୁ ପଡିବ ବୋଲି ୟୁପି ସିଏମ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ପ୍ରଥମେ ମଧ୍ୟପ୍ରଦେଶରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ବାଜିପାରେ ନିର୍ବାଚନୀ ବିଗୁଲ୍‌

ଶ୍ରୀନଗର,୫।୫: ଜମ୍ମୁ-କଶ୍ମୀର ପରିସୀମା ନିର୍ଦ୍ଧାରଣ ଆୟୋଗ ( Delimitation Commission) କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ବିଧାନସଭା ଆସନଗୁଡ଼ିକର ପୁନଃନିର୍ଦ୍ଧାରଣ ଉପରେ ଚୂଡ଼ାନ୍ତ...

ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢ଼ାଇଲା ଭାରତ: ଖୁବ୍‌ଶୀଘ୍ର ପଠାଯିବ ରିଲିଫ୍‌ ସାମଗ୍ରୀ, ପିଏମ୍‌ଓ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୨: ତୁର୍କୀରେ ସୋମବାର ଭୋରରୁ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସହରର ବହୁ ବଡ଼ ବଡ଼ କୋଠା, ଅଟ୍ଟାଳିକାମାନ ଭୁଷୁଡିପଡ଼ିଛି। ଏହି ଦୁର୍ଘଟଣାରେ...

୧୦୫ରେ ଶ୍ରୀଲଙ୍କା ଅଲ୍‌ଆଉଟ…

ଦୁବାଇ, ୨୭।୮ : ଏସିଆ କପ୍‌ ଟି-୨୦ ଟୁର୍ନ।ମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନ ଦଳ ଟିମ୍‌ ଶ୍ରୀଲଙ୍କାକୁ ୧୦୫ରେ ଅଲ୍‌ ଆଉଟ୍‌ କରିଛି। ଫଳରେ ଆଫଗାନିସ୍ତାନ...

ତେଜସ୍ବୀଙ୍କ ବାଜିବ ସାହାନାଇ

ପାଟନା,୮।୧୨: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି।...

୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ, ୧୦।୬(ପି.ଟି.): ବିଶ୍ୱର ୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩ଟି ସ୍ଥାନ ପାଇଛି। ବୁଧବାର ପ୍ରକାଶିତ କ୍ୟୁଏସ୍‌ ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ସରେ ଇଣ୍ଡିଆନ ଇନ୍‌ଷ୍ଟଚ୍ୟୁଟ୍‌...

ଉମେଶ ପାଲଙ୍କ ଉପରେ ପ୍ରଥମ ଗୁଳି ଚଳାଇଥିବା ଶୁଟର ନିହତ

ପ୍ରୟାଗରାଜ,୬ ।୩: ପ୍ରୟାଗରାଜରେ ସାକ୍ଷୀ ଉମଶେ ପାଲ ହତ୍ୟାଗାଣ୍ଡକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ହୋଇଥିବା ଶୁଟର...

ମେଘାଳୟରେ ଟିଏମସି-ଏନପିପି କଡ଼ା ଟକ୍କର…

ଶିଲଂ,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ମେଘାଳୟରେ ଟିଏମସି ଏବଂ ଏନପିପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଏଠାରେ ଭାଜପା ୮ଟି ଆସନରେ ଆଗୁଆ...

ବାରମୂଳା ସୋପୋରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ବାରମୂଳା,୧୩।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀମାନେ ଦେଶରେ ବଡ଼ ଧରଣର ଆକ୍ରମଣ ପାଇଁ ଲଗାତର ଭାବେ ଷଡ଼ଯନ୍ତ୍ର ଚଳାଇଛନ୍ତି। କେଉଁଠାରେ ଗେନେଡ ମାଡ଼ ତ କେଉଁଠାରେ...

Advertisement
Archives

Model This Week