୧୭ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ୪୧୫ ଓମିକ୍ରନ୍‌ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ରହିଛି। ଦିଲ୍ଲୀର ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରେ ପହଞ୍ଚିଛି। ସେହିପରି ଗୁଜୁରାଟରେ ୪୩, ତେଲେଙ୍ଗାନାରେ ୩୮, କେରଳରେ ୩୭, ତାମିଲନାଡୁରେ ୩୪, କର୍ନାଟକରେ ୩୧, ରାଜସ୍ଥାନରେ ୨୨, ହରିୟାଣାରେ ୪, ଓଡ଼ିଶାରେ ୪, ଆନ୍ଧ୍ରପ୍ରଦେଶରେ ୪, ଜମ୍ମୁ-କଶ୍ମୀରରେ ୩, ପଶ୍ଚିମବଙ୍ଗରେ ୩ , ଉତ୍ତରପ୍ରଦେଶରେ ୨, ଚଣ୍ଡିଗଡ଼ରେ ୧, ଲଦାଖରେ ୧ ଏବଂ ଉତ୍ତରାଖଣ୍ଡରେ ଜଣଙ୍କୁ ଚିହ୍ନଟ କରାଯାଇଛି।
ସେହିପରି ଇତିମଧ୍ୟରେ ୧୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ, ପୁଣି କଟକଣା ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ନୂଆ କୋଭିଡ୍‌ ମାମଲା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୮ ବର୍ଷରୁ...

ଡେରାଡୁନରେ ୨ ଦିନିଆ ସଟ୍‌ଡାଉନ୍‌

ଡେରାଡୁନ,୬।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ଡେରାଡୁନରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ ଘୋଷଣା କରାଯାଇଛି। ଶନିବାର ଓ ରବିବାର ସଟ୍‌ଡାଉନ ଘୋଷଣା କରାଯାଇଥିବାରୁ...

ଜୀବିତ ଫେରିବା ନୋହିଲା: ତପୋବନ ଟନେଲରୁ ଉଦ୍ଧାର ହେଉଛି ମୃତଦେହ

ଡେରାଡୁନ୍‌,୧୪।୨: ଉତ୍ତରାଖଣ୍ଡର ତପୋବନ ଟନେଲରେ ଅଟକି ଥିବା ୩୫ରୁ ଅଧିକ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ପରିବାର ବର୍ଗ ଶ୍ରମିକଙ୍କ...

୧୨୬ କୋଟି ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ କରିବ ସିବିଆଇ

ଲକ୍ଷ୍ନୌ, ୨୫।୧୨: ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ ଏବେ ସିବିଆଇ କରିବ। ଏଥିରେ ୧୨୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନୋଏଡ଼ାକୁ ଆଗ୍ରା...

ଚମ୍ବଲ ନଦୀରେ ଓଲଟିଲା ଡଙ୍ଗା: ଚାହୁଁ ଚାହୁଁ ବୁଡ଼ିଗଲେ ଯାତ୍ରୀ

ଜୟପୁର, ୧୬।୯: ରାଜସ୍ଥାନରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ବୁନ୍ଦି ଅଞ୍ଚଳର ଚନ୍ଦା ଖୁର୍ଦଠାରେ ଥିବା ଚମ୍ବଲ ନଦୀରେ ଏକ ଡଙ୍ଗାରେ...

କରୋନାକୁ ନାହିଁ ଭୟ: ଏବେ ୩୦ ମିନିଟ୍‌ରେ ମିଳିବ ରିପୋର୍ଟ

ନୂଆଦିଲ୍ଲୀ,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ପକ୍ଷରୁ ଏକ ରାପିଡ୍‌ ଆଣ୍ଟିଜେନ୍‌ କରୋନା ଟେଷ୍ଟିଂ କିଟ୍‌କୁ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି।...

ଏଲ୍‌ଏସିରେ ଚାଇନାକୁ ସହଯୋଗ କରୁଛି ପାକିସ୍ତାନ ସୈନ୍ୟ ବାହିନୀ

ନୂଆଦିଲ୍ଲୀ, ୫।୧୦: ଏଲ୍‌ଏସିରେ ଚାଇନା ଭାରତ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତକୁ ହଇରାଣ କରିବା ଲାଗି ଏଠାରେ ପାକିସ୍ତାନ ସୈନ୍ୟ ବାହିନୀ ଚାଇନାକୁ ଆବଶ୍ୟକ...

ବେଜିଂକୁ ଦୋଷଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୩: ଅରୁଣାଚଳ ପ୍ରଦେଶ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବହୁବାର ସ୍ପଷ୍ଟ ଭାବେ ଚାଇନାକୁ ବୁଝାଯାଇଛି। ତଥାପି...

Advertisement
Archives

Model This Week