ସ୍ତ୍ରୀ ଘରକୁ ନ ଆସିବାରୁ ଶ୍ୱଶୁର ଘର ଗାଁରେ ନିଆଁ ଲଗାଇଦେଲେ ସ୍ବାମୀ, ଆଉ ତା’ ପରେ…
ଭୋପାଳ,୩୦ା୫: ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଖିଲଚିପୁର ତହସିଲଠାରୁ ୭ କିଲୋମିଟର ଦୂର ଦେବଳୀ ଗାଁର ଜଣେ ମହିଳା ସ୍ବାମୀଙ୍କଠାରୁ କେମିତି ମୁକ୍ତି ପାଇବେ ସେ ନେଇ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି। ସ୍ବାମୀଙ୍କ ସହ ପାଟିତୁଣ୍ଡ ହେବାରୁ କାଳୀ ବାଇ...
ସମୁଦ୍ର କୂଳରେ ୫ ନର କଙ୍କାଳ: ଲୋକେ ଆତଙ୍କିତ…
ରାମନାଥପୁରମ୍,୩୦।୫: ସମୁଦ୍ର କୂଳରେ ପୋତା ଯାଇଥିବା ୫ ନର କଙ୍କାଳକୁ ନେଇ ତାମିଲନାଡୁର ରାମନାଥମୁରମ୍ ଜିଲାର ଓ୍ବଲିନକ୍କମ୍ ଗାଁର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସମୁଦ୍ର କୂଳରେ ଧୀବରମାନେ ନର କଙ୍କାଳ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛନ୍ତି।...
ନଦୀରେ ମୃତଦେହ ଫିଙ୍ଗିବା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ…
ବଳରାମପୁର,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଲୋକ ଆକ୍ରାନ୍ତଙ୍କ ମୃତଦେହ ନଦୀରେ ଫିଙ୍ଗୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଗଙ୍ଗା ନଦୀରୁ ଭାସୁଥିବା ଅବସ୍ଥାରେ ବହୁ ମୃତଦେହ ଉଦ୍ଧାର କରାଯାଇଛି।...
ତାରକା ହୋଟେଲରେ ଭାକ୍ସିନେଶନ ପ୍ୟାକେଜ୍: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ…
ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କେତେକ ଘରୋଇ ହସ୍ପିଟାଲ ପକ୍ଷରୁ ନାମିଦାମୀ ତାରକା ହୋଟେଲରେ ଭାକ୍ସିନେଶନ...
୭ ଜୁନ୍ ପର୍ଯ୍ୟନ୍ତ ବଢ଼ିଲା ଲକ୍ଡାଉନ୍: ଅଡ୍-ଇଭିନ୍ରେ ଖୋଲିବ ଦୋକାନ…
ଚଣ୍ଡିଗଡ଼,୩୦।୫: କରୋନା ମହାମାରୀ ସଂକ୍ରମଣରେ ରୋକ ଲଗାଇବା ପାଇଁ ହରିୟାଣାରେ ୭ ଜୁନ୍ ପର୍ଯ୍ୟନ୍ତ ଲକ୍ଡାଉନ୍ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଲକ୍ଡାଉନ୍ ସମୟରେ ଦୋକାନ ପୂର୍ବାହ୍ନ...
୭ ବର୍ଷରେ ଭାଜପା ସରକାର: ୭୩ ବର୍ଷ ମଧ୍ୟରେ କେନ୍ଦ୍ରରେ ରହିଛି ଦୁର୍ବଳ ସରକାରଙ୍କ ଶାସନ, କହିଲା କଂଗ୍ରେସ …
ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ମଧ୍ୟରେ ଭାଜପା ସରକାର କେନ୍ଦ୍ରରେ ୭ ବର୍ଷ ପୂରଣ କରିଛନ୍ତି। କଂଗ୍ରେସ ପକ୍ଷରୁ ଭାଜପା ସରକାରଙ୍କୁ ଟାର୍ଗେଟ୍ କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ୍ ସୁର୍ଜଓ୍ବୋଲା ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି...
ତୃତୀୟ ଲହର ଯୋଗୁ ରାଜଧାନୀରେ ଆତଙ୍କ ସୃଷ୍ଟି ହେବା ଆଶଙ୍କା: ଅକ୍ସିଜେନ୍ ଷ୍ଟକ୍ ଲାଗି ପରାମର୍ଶ …
ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଅକ୍ସିଜେନ୍ ଅଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏପରିସ୍ଥଳେ ଦେଶରେ ତୃତୀୟ ଲହରର ଆଶଙ୍କା...
କରୋନା ଭଳି ବଡ଼ ଆହ୍ବାନ ଲାଗି ବୃହତ୍ ସଂକଳ୍ପ ଗ୍ରହଣ କରିଛି ଭାରତ: ମୋଦି…
ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସହିତ ଲଢ଼େଇ ଜାରି ରହିଛି। କରୋନା ଭଳି ବଡ଼ ଆହ୍ବାନ ଲାଗି ଦେଶ ବୃହତ୍ ସଂକଳ୍ପ ଗ୍ରହଣ କରିଛି। ଦିନରାତି ଦେଶର ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀମାନେ ନିଜ ଚିନ୍ତା ନ କରି ଆକ୍ରାନ୍ତଙ୍କ ସେବା...
ବେରୋଜଗାର ଚିନ୍ତା ବଢ଼ାଇଛି
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିଛି। ଏହି ମହାମାରୀ ଯୋଗୁ କେବଳ ଲୋକଙ୍କ ଜୀବନ ଯାଇନାହିଁ, ଜୀବିକା ମଧ୍ୟ ଛଡ଼ାଇ ନେଇଛି। ସରକାରଙ୍କ କୋଭିଡ୍ କଟକଣା ଯୋଗୁ ବିଭିନ୍ନ ସଂସ୍ଥା ବନ୍ଦ ହୋଇ ରହିଛି। ଫଳରେ ଅନେକ...
୪୬ ଦିନରେ ନୂୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନ: ୨୪ ଘଣ୍ଟାରେ ୩,୪୬୦ ମୃତ…
ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଲଗାତାର ୩ ଦିନ ଧରି ୨ ଲକ୍ଷରୁ କମ୍ ରହିଛି।...
ନଭନୀତ କାର୍ଲାଙ୍କୁ ଜାମିନ
ନୂଆଦିଲ୍ଲୀ, ୩୦।୫: ଅକ୍ସିଜେନ୍ କନ୍ସେଣ୍ଟ୍ରେଟର ବେଆଇନ ମହଜୁଦ୍ ରଖିବା ମାମଲାରେ ବ୍ୟବସାୟୀ ନଭନୀତ କାର୍ଲାଙ୍କୁ ଦିଲ୍ଲୀର ଏକ ଅଦାଲତ ଶନିବାର ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦୁଇଟି ସିଓରିଟି ବ୍ୟକ୍ତିଗତ ବଣ୍ଡ୍ ଦାଖଲ କରି ଜାମିନରେ...
କିରାଣିଙ୍କ ଘରୁ ୮ କିଲୋ ସୁନା, ୨.୧୭ କୋଟି ଟଙ୍କା ଜବତ
ଭୋପାଳ, ୩୦।୫ : ଏକ ଲାଞ୍ଚ ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ମଧ୍ୟପ୍ରଦେଶର ଭୋପାଳରେ ଜଣେ ସରକାରୀ କିରାଣିଙ୍କ ଘରେ ଚଢ଼ାଉ କରି ୨.୧୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ୮ କିଲୋଗ୍ରାମ ସୁନା ଅଳଙ୍କାର ଜବତ କରିଛି। ଏଥିସହିତ...
Archives


