ମୁମ୍ବାଇ ଏୟାର ପୋର୍ଟରେ କ୍ୱାରାଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକାରୁ ଫେରୁଥିବା ଯାତ୍ରୀ
ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି । ଏପଟେ ମୁମ୍ବାଇ ପ୍ରଶାସନ ପକ୍ଷରୁ ଆରମ୍ଭରୁ ସତର୍କତା ଅବଲମ୍ବନ କରାଗଲାଣି । ମୁମ୍ବାଇ ପ୍ରଶାସନ ପକ୍ଷରୁ କୁହାଯାଇଛି କି ଦକ୍ଷିଣ ଆଫ୍ରିକାରୁ…
କୃଷକଙ୍କ ଆଗରେ ପୁଣି ମୁଣ୍ଡ ନୁଆଁଇଲେ ସରକାର: କୃଷିମନ୍ତ୍ରୀ କହିଲେ ନଡା ଜଳାଇବା ଅପରାଧ ନୁହେଁ
ନୂଆଦିଲ୍ଲୀ,୨୭ ।୧୧: ଦେଶରେ ଏବେ ନଡା ଜଳାଇବା ଅପରାଧ ନୁହେଁ । ଏହି ଘୋଷଣା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର କରିଛନ୍ତି । ସେ କହିଛନ୍ତି କୃଷକ ସଙ୍ଗଠନର ମୁଖ୍ୟ ଦାବି ଥିଲା ନଡା ଜଳାଇବାକୁ ଅପରାଧ ଶ୍ରେଣୀରୁ…
କରୋନାର ନୂଆ ଭାରିଏଣ୍ଟକୁ ନେଇ ବଢୁଛି ଚିନ୍ତା: ମୋଦିଙ୍କ ସହ ବସିଛି ଜରୁରୀ ବୈଠକ
ନୂଆଦିଲ୍ଲୀ,୨୭ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରୋନ’ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଏହାକୁ ନେଇ ବିଭିନ୍ନ ଦେଶ ସତର୍କ ହୋଇ ଗଲେଣି । ଓମିକ୍ରୋନର ଭୟାବହତାକୁ ଲକ୍ଷ୍ୟ କରି ଭାରତ କିଛି ବିଶେଷ ପଦକ୍ଷେପ…
ଆଜିଠାରୁ ଦେଶବ୍ୟାପୀ ଅନ୍ଦୋଳନକୁ ଓହ୍ଲାଇବେ ଡାକ୍ତର, ପ୍ରଭାବିତ ହେବ ଓପିଡି ସେବା
ନୂଆଦିଲ୍ଲୀ,୨୭ ।୧୧: ନିଟ ପିଜି ଅର୍ଥାତ୍ ନ୍ୟାଶନାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ(ନିଟ ପିଜି)କାଉନସିଲିଂ ୨୦୨୧ରେ ବାରମ୍ବାର ହେଉଥିବା ବିଳମ୍ବ ଯୋଗୁ ଫେଡେରେଶନ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଶନିବାରଠାରୁ ଦେଶବ୍ୟାପୀ ବନ୍ଦ ଡାକଡା ଦେଇଛନ୍ତି । ସଙ୍ଘ ପକ୍ଷରୁ ସମସ୍ତ…
ସମୁଦ୍ରରେ ବୁଡ଼ିଗଲେ ନୌସେନା ଅଧିକାରୀ
ଚେନ୍ନାଇ, ୨୭।୧୧: ନିକଟସ୍ଥ କୋଭାଲମ୍ ଉପକୂଳ ସମୁଦ୍ରରେ ଗୁରୁବାର ବୁଡି ପ୍ରାଣ ହରାଇଛନ୍ତି ଜଣେ ନୌସେନା ଅଧିକାରୀ। ମୃତକ ହେଲେ ୩୬ ବର୍ଷୀୟ ଲ୍ୟୁଟ୍ନାଣ୍ଟ କମାଣ୍ଡର ଜେ.ଆର୍. ସୁରେଶ। ନୂଆଦିଲ୍ଲୀରେ ପୋଷ୍ଟିଂ ପାଇଥିବା ସୁରେଶ ସୋମବାର ତାଙ୍କ ପରିବାର ସହ ଥୋରାଇପକ୍କାମସ୍ଥିତ…
କଲେଜ ଫଙ୍କଶନ୍ ପରେ ୧୮୨ ଛାତ୍ରୀଛାତ୍ର ପଜିଟିଭ୍
ହୁବଲ୍ଲି,୨୬।୧୧: କର୍ନାଟକର ଧରଓ୍ବାଦ୍ ଅନ୍ତର୍ଗତ ସତ୍ତୁରଠାରେ ଥିବା ଏସ୍ଡିଏମ୍ କଲେଜ ଅଫ୍ ମେଡିକାଲ ସାଇନ୍ସରେ ଶୁକ୍ରବାର ଆଉ ୧୧୬ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଉକ୍ତ କଲେଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ରେ ପହଞ୍ଚତ୍ଛି। ଗୁରୁବାର ସେଠାରେ…
ଏହି ରାଜ୍ୟରେ ଜନସଂଖ୍ୟା ତୁଳନାରେ ଗରିବଙ୍କ ସଂଖ୍ୟା ସର୍ବାଧିକ
ନୂଆଦିଲ୍ଲୀ,୨୬।୧୧: ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ଜନସଂଖ୍ୟା ତୁଳନାରେ ସର୍ବାଧିକ ଗରିବ ଅଛନ୍ତି। ନୀତି ଆୟୋଗର ବହୁମୂଖୀ ଦାରିଦ୍ର ଇନଡେକ୍ସ (ଏମ୍ପିଆଇ)ରେ ଏହା ଦର୍ଶାଯାଇଛି। ଏହି ଇନଡେକ୍ସ ଅନୁଯାୟୀ, ଅନ୍ୟ ରାଜ୍ୟଠାରୁ ବିହାରରେ ଗରିବଙ୍କ ସଂଖ୍ୟା ସର୍ବାଧିକ। ରାଜ୍ୟର ୫୧.୯୧ ପ୍ରତିଶତ…
ନମାଜ ପାଠ ବେଳେ ‘ଭାରତ ମାତା କୀ ଜୟ’ ନାରା
ନୂଆଦିଲ୍ଲୀ,୨୬।୧୧: ଗୁରୁଗ୍ରାମର ସେକ୍ଟର ୩୭ ସ୍ଥିତ ଏକ ଖୋଲା ସ୍ଥାନରେ ମୁସଲମାନମାନେ ନମାଜ ପାଠ କରିଆସୁଥିବାବେଳେ ଏହାକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ୨୬/୧୧ ଆତଙ୍କବାଦୀ ଆକ୍ରମଣର ୧୩ତମ ବାର୍ଷିକୀ ଅବସରରେ ହିନ୍ଦୁ ସଂଗଠନର ସଦସ୍ୟମାନେ ସେଠାରେ ପହଞ୍ଚତ୍ ଗଣ୍ଡଗୋଳ କରିଥିଲେ।…
ଡିସେମ୍ବରରେ ଖସିବ ପରିବା ଦର
ନୂଆଦିଲ୍ଲୀ,୨୬।୧୧: ଦୁଇରୁ ୩ ସପ୍ତାହ ମଧ୍ୟରେ ଉତ୍ତର ଭାରତରୁ ପରିବା ଆସିବ। ଯାହା ଫଳରେ ଟମାଟୋର ଭଳି ନିତ୍ୟ ବ୍ୟବହୃତ ପରିବାର ହାରାହାରି ଖୁଚୁରା ମୂଲ୍ୟ କମିବ। ପ୍ରବଳ ବର୍ଷା କାରଣରୁ ଦେଶର ଦକ୍ଷିଣାଞ୍ଚଳକୁ ପରିବା ଯୋଗାଣରେ ହୋଇପାରି ନ ଥିଲା…
ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୬ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତ-ରୁଷିଆ ମଧ୍ୟରେ ୨୧ତମ ଶିଖର ବାର୍ତ୍ତା ପାଇଁ ୬ ଡିସେମ୍ବରକୁ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ସାକ୍ଷାତ୍ କରିବେ । କରୋନା ମହାମାରୀ ସଂକ୍ରମଣ…
ଆତଙ୍କବାଦୀ ସଙ୍ଗଠନର ଗାଇଡ ହାଜି ଆରିଫ ନିହତ
ନୂଆଦିଲ୍ଲୀ,୨୬ ।୧୧: ପାକିସ୍ତାନୀ ସେନା ଓ ଗୁଇନ୍ଦା ଏଜେନ୍ସି ଆଇଏସ ସହ ଆତଙ୍କବାଦୀ ସଙ୍ଗଠନକୁ ବଡ ଝଟକା ଲାଗିଛି । ଶୁକ୍ରବାର ଭାରତୀୟ ସୁରକ୍ଷାକର୍ମୀଙ୍କ ଦ୍ୱାରା ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନର ଜଣେ ବଡ ଗାଇଡ ହାଜି ଆରିଫ ଲାଇନ ଅଫ କଣ୍ଟ୍ରୋଲ(ଏଲଓସି)…
‘ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରରେ ଭାଜପା ସରକାର’
ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ଭାଜପା ରାଜ୍ୟରେ ସରକାର ଗଢ଼ିବ। ମାର୍ଚ୍ଚ ସୁଦ୍ଧା ପରିବର୍ତ୍ତନ ଦେଖିବାକୁ ମିଳିବ। ଏଭଳି ବୟାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟରେ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ…
Archives


