ଜାତୀୟ

୫୪୪ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ,୨୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୩୦୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୩୬ ଜଣଙ୍କ ମୃତ୍ୟୁ…

ଓମିକ୍ରନକୁ ନେଇ ଆକ୍ସନରେ ଶିବରାଜ, ଜାରି କଲେ ନୂଆ ଗାଇଡ ଲାଇନ

ଭୋପାଳ,୨୯ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟର ଆସିବା ପରେ ଏହାକୁ ନେଇ ମଧ୍ୟପ୍ରଦେଶର ଶିବରାଜ ସିଂ ସରକାର ଆକ୍ସନ ମୁଡକୁ ଆସିଯାଇଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆ ଗାଇଡ ଲାଇନ ଜାରି କରିଛନ୍ତି ।…

ପୂର୍ବ ଲଦାଖ ନିକଟରେ ଚାଇନାର ମିଶାଇଲ ରେଜିମେଣ୍ଟ

ଲେହ, ୨୯।୧୧: ସୀମାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗିରହିଥିବାବେଳେ ପୂର୍ବ ଲଦାଖ ନିକଟରେ ବେଜିଂ ନୂଆ ହାଇଓ୍ବେ ଓ ରାସ୍ତା ନିର୍ମାଣ କରିବା ସହ ସେଠାରେ ମିସାଇଲ୍‌ ଓ ରକେଟ ରେଜିମେଣ୍ଟ ମୁତୟନ କରିଥିବା ଏକ…

ଭିନ୍ନ ରୂପରେ ଆସିପାରେ କୃଷି ଆଇନ

ନୂଆଦିଲ୍ଲୀ,୨୯।୧୧: ପାର୍ଲାମେଣ୍ଟ ଅଧିବେଶନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥାଆନ୍ତି। ସରକାରଙ୍କୁ ଅଡ଼ୁଆରେ ପକାଇବା ଭଳି ପ୍ରସଙ୍ଗରେ ବିପକ୍ଷର ବିରୋଧକୁ ପ୍ରଶମିତ କରିବା ଲାଗି ସେ ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିଥାଆନ୍ତି। କିନ୍ତୁ…

ଅନର କିଲିଂକୁ ଜବାବ ଦିଅ,ସ୍ବାଧୀନତାର ୭୫ ବର୍ଷ ପରେ ବି ହଟିନି ଜାତିପ୍ରଥା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଜାତିପ୍ରଥା ହଟିନାହିଁ। ସମାଜରେ ଏବେ ବି ଅନର କିଲିଂ ଭଳି ଜାତିଭିତ୍ତିକ ହିଂସା ଦେଖିବାକୁ ମିଳୁଛି। ଜାତି ନାମରେ ଭିଆଯାଉଥିବା ଏଭଳି ଅପରାଧକୁ ସମାଜ କଡ଼ା ଜବାବ ଦେବା ଆବଶ୍ୟକ…

ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଆସିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ

ମୁମ୍ବାଇ,୨୯ ।୧୧: ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ପାଇଁ ଦେଖାଦେଇଥିବା କରୋନା ଭାଇରସର ‘ଓମିକ୍ରନ୍‌’ ଭାରିଏଣ୍ଟ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି । ଯାହା ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି । ଇତିମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଆସିଥିବା…

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୨୯ ।୧୧: କରୋନା ମହାମାରୀ ମଧ୍ୟରେ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳିନ ଅଧିବେଶନ । କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଘୋଷଣା କରିବା ପରେ ବି ପ୍ରଥମ ଦିନର ଅଧିବେଶନରେ ହଙ୍ଗାମା ହେବା ଆଶଙ୍କା କରାଯାଉଛି…

ପୁଣି ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୨୯ ।୧୧: ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ପୁଣିଥରେ ସମସ୍ତ ସ୍କୁଲ ଖୋଲି ଦିଆଯାଇଛି । ଏହାସହ ୱାର୍କଫ୍ରମ ହୋମ ବି ଶେଷ ହୋଇଛି ବୋଲି ସରକାର ଏକ ଚିଠି ଲେଖି ଜଣାଇଛନ୍ତି । ଶିକ୍ଷା ମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି କି…

ନାବାଳିକା ଝିଅକୁ ବଳାତ୍କାର କଲେ ସାବତ ବାପା

ନୂଆଦିଲ୍ଲୀ,୨୮।୧୧: ଚିରାଗ ଦିଲ୍ଲୀ ଅଞ୍ଚଳରେ ଝିଅଙ୍କୁ ସାବତ ବାପା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ଥାନାରେ ଅଭିଯୋଗ ହୋଇଥିବା ପୋଲିସ ଅଧିକାର କହିଛନ୍ତି। ଅଭିଯୋଗ ଅନୁଯାୟୀ, ନାବାଳିକା ଉତ୍ତରାଖଣ୍ଡର ଡେରାଡୁନର ଏକ ଶିକ୍ଷା ଅନୁଷ୍ଠାନରେ ରୁହନ୍ତି। ସେ…

୧୪ ଦିନର ଟ୍ରାଭେଲ ହିଷ୍ଟ୍ରି ଦାଖଲ କରିବେ ଅନ୍ତର୍ଜାତୀୟ ଯାତ୍ରୀ

ନୂଆଦିଲ୍ଲୀ, ୨୮।୧୧: ଅନ୍ତର୍ଜାତୀୟ ବିମାନ ଯାତ୍ରା ଲାଗି କେନ୍ଦ୍ର ସରକାର ରବିବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଡିସେମ୍ବର ୧ରୁ ଏହି ସଂଶୋଧିତ ଗାଇଡ୍‌ଲାଇନ ଲାଗୁ ହେବ। ଏଥିରେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ୧୪ ଦିନର ଟ୍ରାଭେଲ ହିଷ୍ଟ୍ରି (ଯାତ୍ରା ବିବରଣୀ) ଦାଖଲ…

ମସ୍‌ଜିଦରେ କୃଷ୍ଣ ମୂର୍ତ୍ତି ସ୍ଥାପନ ଘୋଷଣା ପରେ ମଥୁରାରେ ୧୪୪ ଧାରା

ଆଗ୍ରା,୨୮।୧୧: ଆସନ୍ତା ମାସ ୬ ତାରିଖରେ ଉତ୍ତରପ୍ରଦେଶର ମଥୁରାସ୍ଥିତ ଶାହି ଇଦ୍‌ଗା ମସ୍‌ଜିଦରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରାଯିବ ବୋଲି ଏକ ହିନ୍ଦୁ ସଂଗଠନ ଘୋଷଣା କରିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମଥୁରାରେ ୧୪୪ ଧାରା ଜାରି…

‘ଘୃଣାର ବିଜୟ ହେଲା, ହାରିଗଲା ଆର୍ଟିଷ୍ଟ’

ନୂଆଦିଲ୍ଲୀ,୨୮।୧୧: ଷ୍ଟାଣ୍ଡ ଅପ୍‌ କମେଡିଆନ ମୁନାଓ୍ବର ଫାରୁକି ରବିବାର କମେଡି ଛାଡ଼ୁଥିବା ସଙ୍କେତ ଦେଇଛନ୍ତି। ଭଙ୍ଗାରୁଜା ଭୟରେ ଗତ ଦୁଇ ମାସ ମଧ୍ୟରେ ତାଙ୍କର ୧୨ଟି ଶୋ ବାତିଲ ହୋଇଯାଇଛି। ନୂଆ ବର୍ଷ ଲାଗି ଇନ୍ଦୋରରେ ଆୟୋଜିତ ଏକ ଇଭେଣ୍ଟରେ ହିନ୍ଦୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri