ତୁଷାରପାତରେ ଆଖି ବୁଜିଲେ ୩ ପର୍ବତାରୋହୀ
ସିମଲା,୨୫।୧୦: ହିମାଚଳ ପ୍ରଦେଶର କିନ୍ନୌର ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୩ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ମହାରାଷ୍ଟ୍ରର ବୋଲି ଜଣାପଡିଛି। ଏଯାଏ ୧୦ ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଛି। ଆଇଟିବିପି ୧୭ ବଟାଲିଅନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।…
ବିଦ୍ରୋହୀ ନେତାଙ୍କ ପ୍ରତି କଂଗ୍ରେସ ସାବଧାନ, ସଦସ୍ୟତା ପତ୍ରରେ ସତ୍ୟପାଠ ସାମିଲ…
ନୂଆଦିଲ୍ଲୀ,୨୫।୧୦: ଦଳରେ ବଢୁଥିବା ବିଦ୍ରେରାହୀ ନେତାଙ୍କୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ନେତାଙ୍କ ପ୍ରତି ସାବଧାନ ରହିବା ଲାଗି ଦଳର ସଦସ୍ୟତା ପତ୍ରରେ କେତେକ ପରିବର୍ତ୍ତନ କରାଯାଇଛି। ସାର୍ବଜନୀକ ମଞ୍ଚରେ ଦଳ ବିରୋଧରେ କୌଣସି…
କେରଳ ଯୋଗୁ ବଢୁଛି ଦୈନିକ ସଂକ୍ରମଣ-ମୃତ୍ୟୁସଂଖ୍ୟା…
ନୂଆଦିଲ୍ଲୀ,୨୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୪ ହଜାର ୩୦୬ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…
‘ହାର୍ଡଶିପ୍ ଅଫ୍ ଲାଇଫ୍’ରେ ଯନ୍ତ୍ରଣାର ହସ
ନୂଆଦିଲ୍ଲୀ, ୨୫।୧୦: ବୋମା ବିସ୍ଫୋରଣରେ ଗୋଡ଼ ହରାଇଛନ୍ତି ବାପା। ବିଷାକ୍ତ ଗ୍ୟାସ ଯୋଗୁ ବିରଳ ଜେନେଟିକ୍ ରୋଗର ଶିକାର ହୋଇଥିବା ପୁଅଙ୍କ ଜନ୍ମରୁ ନାହିଁ ଗୋଡ଼ କି ହାତ। ତଥାପି ଦୁହିଁଙ୍କ ଓଠରେ ହସ। ଆଉ ଏଭଳି କଷ୍ଟକର ସମୟକୁ ପରାସ୍ତ…
ନିର୍ବାଚନ ପୂର୍ବରୁ ରାଜ୍ୟ ମାନ୍ୟତା ଫେରାଅ: ଗୁଲାମ ନବୀ
ନୂଆଦିଲ୍ଲୀ, ୨୫।୧୦: ନିର୍ବାଚନ ପୂର୍ବରୁ ଜମ୍ମୁ-କଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ରବିବାର କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରଥମେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ଓ ନିର୍ବାଚନ ପରେ…
ତେଲ ଦର ବୃଦ୍ଧି ଟିକସ ଡକାୟତି
ନୂଆଦିଲ୍ଲୀ,୨୫।୧୦: ତେଲ ଦର ପ୍ରତିଦିନ ନୂଆ ରେକର୍ଡ ଭାଙ୍ଗୁଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ପରିବହନଜନିତ ଖର୍ଚ୍ଚ ବଢ଼ୁଥିବାରୁ ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ ମଧ୍ୟ ଆକାଶଛୁଆଁ ହୋଇଛି। କଂଗ୍ରେସ ଏହାକୁ କେନ୍ଦ୍ର ସରକାରଙ୍କ ଟିକସ ଡକାୟତି ବୋଲି ଆଖ୍ୟା…
୧୫ ଦିନ ଧରି ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ
ନୂଆଦିଲ୍ଲୀ,୨୫।୧୦: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ନଭେମ୍ବର ୧୪ରୁ ୨୯ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି। ୧୫ ଦିନିଆ ଆନ୍ଦୋଳନରେ କଂଗ୍ରେସ ନେତାମାନେ ନିଜ ଅଞ୍ଚଳରେ…
୨୯ରେ ମୋଦିଙ୍କ ଇଟାଲୀ, ବ୍ରିଟେନ ଗସ୍ତ
ନୂଆଦିଲ୍ଲୀ, ୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ରୁ ୫ ଦିନିଆ ଗସ୍ତରେ ଇଟାଲୀ ଓ ବ୍ରିଟେନ ଯିବେ। ଏହି ଅବସରରେ ସେ ରୋମ୍ରେ ଅନୁଷ୍ଠିତ ହେବାକୁ ଥିବା ଦୁଇଦିନିଆ ୧୬ତମ ଜି-୨୦ ସମିଟ୍ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମ୍ମିଳନୀରେ…
ମଞ୍ଚ ଉପରେ କଂଗ୍ରେସ ସମର୍ଥକ ନେତାଙ୍କୁ ଆକ୍ରମଣ କଲେ ବାଘେଲଙ୍କ ସମର୍ଥକ
ରାୟପୁର,୨୪ ।୧୦: ଛତିଶଗଡ଼ର ଜଶପୁରରେ ରବିବାର କଂଗ୍ରେସର ଏକ କାର୍ଯ୍ୟକ୍ରମରେ ସିଂହଦେବ ଓ ବାଘେଲ ସମର୍ଥକଙ୍କ ମଧ୍ୟରେ ହାତାହାତି ହୋଇଯାଇଛି । ତାହା ପୁଣି ମଞ୍ଚ ଉପରେ । ମନ୍ତ୍ରୀ ଟିଏସ୍ ସିଂହଦେବଙ୍କ ସମର୍ଥନରେ ପୂର୍ବତନ ଜିଲା ଅଧ୍ୟକ୍ଷ ପବନ ଅଗ୍ରୱାଲ…
ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ, ବଢିଲା ଶୀତ
ଡେରାଡୁନ,୨୪ ।୧୦: ଉତ୍ତରାଖଣ୍ଡରେ ପାଣିପାଗ ହଠାତ୍ ପରିବର୍ତ୍ତନ ହୋଇଛି । ରବିବାର ସକାଳେ ଏଠାରେ ଶୁଖିଲା ପାଗ ଥିବା ବେଳେ ଅପରାହ୍ନରେ ବର୍ଷା ସହ ତୁଷାର ପାତ ହୋଇଛି । ଫଳରେ ତାପମାତ୍ରା ପାଖାପାଖି ୯ ଡିଗ୍ରୀ କମ୍ ହୋଇ ୨୧…
ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି ଆୟୁର୍ବେଦ: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୪ ।୧୦: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଆୟୁର୍ବେଦ ଲୋକଙ୍କୁ ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି । ଏହା କେବଳ ରୋଗ ଉପଶମ କରିବାର ମାଧ୍ୟମ ନୁହେଁ ବରଂ ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି…
ମୋଦିଙ୍କ ହୃଦୟରେ ଅଛି ଜମ୍ମୁ-କଶ୍ମୀର: ଅମିତ ଶାହା
ଶ୍ରୀନଗର,୨୪।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଛନ୍ତି । ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଶାହ ପ୍ରଥମଥର ପାଇଁ ରାଜ୍ୟ ଗସ୍ତ କରିଛନ୍ତି। ଭଗବତୀ ନଗର ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ…
Archives


