ଜାତୀୟ

ଜି-୨୦ ସମ୍ମିଳନୀ: ଆଫଗାନିସ୍ତାନ ସଙ୍କଟକୁ ନେଇ ହେବ ବୌଠକ, ମୋଦି କରିବେ ସମ୍ବୋଧିତ

ନୂଆଦିଲ୍ଲୀ,୧୨ ।୧୦: ଆଫଗାନିସ୍ତାନ ଉପରେ ତାଲିବାନ ନିୟନ୍ତ୍ରଣକୁ ପାଖାପାଖି ୨ ମାସ ପୁରଣ ହେବାକୁ ଯାଉଛି । ଆମେରିକା ସେନାଙ୍କ ପ୍ରତ୍ୟାବର୍ତ୍ତନ, ଆଫଗାନବାସୀଙ୍କ ଦେଶ ଛାଡିବା ମଧ୍ୟରେ ତାଲିବାନ ଶେଷରେ କାବୁଲର ଚାବିକାଠିକୁ ନିଜ ହାତକୁ ନେଇଯାଇଛି । ଏକିତିରେ ଆଫଗାନିସ୍ତାନକୁ…

ଆଦାନୀ ପୋର୍ଟରେ ବନ୍ଦ ହେଲା ୩ ଦେଶର ଟ୍ରାନ୍ସପୋର୍ଟ

ନୂଆଦିଲ୍ଲୀ,୧୨।୧୦: ଆଦାନୀର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନରୁ ଆସିଥିବା ସାମଗ୍ରୀ ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇଛନ୍ତି। ଆଦାନୀ ପୋର୍ଟରେ ପ୍ରାୟ ୨୧ ହଜାର କୋଟିର ଡ୍ରଗ ମିଳିବା ପରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

ସୋପିଆନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୩ ଆତଙ୍କବାଦୀ ମୃତ

ଶ୍ରୀନଗର,୧୨ ।୧୦: ଜମ୍‌ୁ-କଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି ମୃତ୍ୟୁ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି…

ମାଲାବାର ଏକ୍ସରସାଇଜ୍‌

ନୂଆଦିଲ୍ଲୀ,୧୨ ।୧୦: ପୂର୍ବ ଲଦ୍ଦାଖକୁ ଲାଗି ରହିଥିବା ଏଲ୍‌ଏସି ନିକଟରେ ଚାଇନା ସହ ତୁତୁ ମେମେ ବଢିଥିବା ବେଳେ, ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିୟା ନୌସେନା ମଙ୍ଗଳବାରଠାରୁ ବଙ୍ଗୋପସାଗରରେ ମାଲାବାର ଯୁଦ୍ଧାଭ୍ୟାସ କରିବାକୁ ଯାଉଛନ୍ତି । ଅକ୍ଟୋବର ୧୨-୧୫ପର୍ଯ୍ୟନ୍ତ ଏହା…

ବିଳମ୍ବରେ ପହଞ୍ଚିବାରୁ ଝିଅକୁ ପିଟିପିଟି ମାରିଦେଲା ବାପା

ମୋରେନା,୧୧।୧୦: ୧୦ ବର୍ଷୀୟା ଝିଅକୁ ପିଟିପିଟି ହତ୍ୟା କରିଛନ୍ତି ବାପା। ଝିଅର ଭୁଲ ଏତିକି ଯେ, ସେ ନବରାତ୍ରୀ ଇଭେଣ୍ଟରୁ ସାଙ୍ଗମାନଙ୍କ ଖେଳିବା ପରେ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ମଧ୍ୟପ୍ରଦେଶର ମୋରେନା ସହର ଉତ୍ତମପୁରା ଅଞ୍ଚଳରେ ରବିବାର ରାତିରେ ଏଭଳି…

ସୀମାରେ ଶାନ୍ତି ଚାହୁଁନି ଚାଇନା

ନୂଆଦିଲ୍ଲୀ, ୧୧ା୧୦: ଗତ ବର୍ଷ ମେ’ରୁ ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର କୌଣସି ସମାଧାନ ବାହାରିପାରିନାହିଁ। ରବିବାର ଉଭୟ ଦେଶ ମଧ୍ୟରେ ତ୍ରୟୋଦଶ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ସମାଧାନ ପାଇଁ ଭାରତ ପକ୍ଷରୁ…

ଟ୍ରେନ୍‌, ବସ୍‌ରେ ବିଦେଶୀଙ୍କୁ ଭାରତ ମନା

ନୂଆଦିଲ୍ଲୀ, ୧୧।୧୦: କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ଅନ୍ତର୍ଜାତୀୟ ଯାତାୟାତ ବନ୍ଦ ରହିଥିବା ବେଳେ କଟକଣା କୋହଳ କରିବା ନିମନ୍ତେ ଗତ ୭ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଥିଲା। ନଭେମ୍ବର ୧୫ରୁ ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ଭାରତ ଆସିବା…

ସାପ କାମୁଡ଼ାରେ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ

ନୂଆଦିଲ୍ଲୀ,୧୧।୧୦: ଏକ ବିରଳ ମାମଲାରେ କୋଲାମର ଅତିରିକ୍ତ ସେସନ କୋର୍ଟ ସୋମବାର ସୁରଜ ଏସ୍‌ କୁମାର (୨୮)ଙ୍କୁ ସ୍ତ୍ରୀ ଉଥରାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ସୁରଜ କୋବ୍ରା ମାଧ୍ୟମରେ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଆସନ୍ତା…

ଶାହାରୁଖଙ୍କୁ ଟାର୍ଗେଟ କରାଯିବାର କାରଣ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୧।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଅର୍ଯ୍ୟନ ଖାନଙ୍କ ସପକ୍ଷରେ ବାହାରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହବୁବା ମୁଫତି। ଟୁଇଟରରେ ସେ ଲେଖିଛନ୍ତି, ୪ ଚାଷୀଙ୍କୁ ହତ୍ୟା କରିଥିବା…

ପେଟ୍ରୋଲ ଦର ବଢିବା ପଛର ଏମିତି କାରଣ ରଖିଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୧୦: ଦିନକୁ ଦିନ ତେଲ ଦର ବୃଦ୍ଧି ପାଉଛି। ଏହି ପ୍ରସଙ୍ଗକୁ ନେଇ ଆଶ୍ଚର୍ଯ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ରାଜ୍ୟ ତୈଳମନ୍ତ୍ରୀ ରାମେଶ୍ୱର ତେଲି । ସେ କହିଛନ୍ତି, ମାଗଣାରେ କରୋନା ଟିକା ଦିଆଯାଉଥିବାରୁ ତୈଳ ଦର ବୃଦ୍ଧି ହେଉଛି। ସୂଚନାନୁସାରେ,…

ପାନ ମସଲା ବିଜ୍ଞାପନ ଛାଡ଼ିଲେ ବିଗ୍‌ ବି

ନୂଆଦିଲ୍ଲୀ,୧୧।୧୦: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ସୋମବାର ଏକ ବ୍ଲଗ ପୋଷ୍ଟ ଜରିଆରେ ପାନ ମସଲାର ବ୍ରାଣ୍ଡ ସହ ଚୁକ୍ତିରୁ ଓହରିବା ନେଇ ଘୋଷଣା କରିଛନ୍ତି। ଏହାର କାରଣରେ ସେ ଦର୍ଶାଇଛନ୍ତି, ଉକ୍ତ ବ୍ରାଣ୍ଡ ସହ ଯୋଡ଼ି ହେଲା ବେଳେ ତାଙ୍କ…

ଅର୍ଥନୀତିରେ ନୋବେଲ

ନୂଆଦିଲ୍ଲୀ,୧୧।୧୦: ଅର୍ଥନୀତିରେ ୨୦୨୧ବର୍ଷ ନୋବେଲ ପୁରସ୍କାର ପାଇଁ ୩ଜଣଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଏହି ୩ଜଣ ଅର୍ଥନୀତିଜ୍ଞ ହେଲେ ଡେଭିଡ କାର୍ଡ, ଜୋଶୁଆ ଡି ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଡବ୍ଲ୍ୟୁ ଇମ୍ବେନ୍ସ। ପ୍ରାକୃତିକ ପରୀକ୍ଷଣ ଓ ଶ୍ରମ ଅର୍ଥନୀତି ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri