ଜାତୀୟ

‘ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି’

ନୂଆଦିଲ୍ଲୀ,୯।୧୨: ”ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଏହା କିଛି ବଡ଼ କଥା ନୁହେଁ ପ୍ରତ୍ୟେକ ଥର ଏଭଳି ଦୁର୍ଘଟଣା ପରେ…

‘ଉପକୂଳରେ ମାଟି ତଳେ ବିଦ୍ୟୁତ୍‌ ତାର ବିଛାଅ’

ନୂଆଦିଲ୍ଲୀ, ୯।୧୨: ବନ୍ୟା, ବାତ୍ୟା ପ୍ରଭାବିତ ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ ଲାଗି ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦ ଗୁରୁବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସଭାରେ ଶୂନ୍ୟକାଳ ଆଲୋଚନାରେ ଭାଗନେଇ ନନ୍ଦ କହିଥିଲେ,…

ଲାଣ୍ଡିଂର ୭ ମିନିଟ୍‌ ପୂର୍ବରୁ ଅନ୍ତିମ ରେଡିଓ କଣ୍ଟାକ୍ଟ କରିଥିଲା ଚପର

ନୂଆଦିଲ୍ଲୀ,୯।୧୨: ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ବତ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁ ସେନାର ଏମ୍‌ଆଇ-୧୭ ଭି-୫ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ୧୨ଟା ୧୫ରେ ଓ୍ବେଲିଂଟନଠାରେ…

ଦିଲ୍ଲୀ କୋର୍ଟରେ ବିସ୍ଫୋରଣ

ନୂଆଦିଲ୍ଲୀ,୯।୧୨: ରାଜଧାନୀର ରୋହିଣୀ କୋର୍ଟରେ ଗୁରୁବାର ସକାଳେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଉପଲବ୍ଧ ଥିବା ତଥ୍ୟ ଅନୁଯାୟୀ, କୋର୍ଟରୁମ୍‌ ନଂ ୧୦୨ରେ…

ପାର୍ଟି କ୍ଷମତାରେ ଅଛି ବୋଲି ଆମିଷ ଷ୍ଟଲ ଭାଙ୍ଗିବା କ‘ଣ ଠିକ୍‌ ? ଏଏମ୍‌ସିକୁ ହାଇକୋର୍ଟଙ୍କ ପ୍ରଶ୍ନ…

ଅହମଦାବାଦ,୯।୧୨: ଗୁଜରାଟର ଅମହଦାବାଦରେ ରାସ୍ତା ପାର୍ଶ୍ୱରେ ଥିବା ଆମିଷ ଷ୍ଟଲ ଭଙ୍ଗାରୁଜା ଘଟଣାରେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ପାର୍ଟି କ୍ଷମତାରେ ଅଛି ବୋଲି ଏଭଳି କାର୍ଯ୍ୟ କରିବା କ‘ଣ ଠିକ୍‌। ଅହମଦାବାଦ ମ୍ୟୁନିସପାଲ କର୍ପୋରେଶନ(ଏଏମ୍‌ସି)କୁ ହାଇକୋର୍ଟଙ୍କ ପକ୍ଷରୁ ଏଭଳି ପଚରା…

ଗ୍ରୁପ କ୍ୟାପଟେନ୍‌ ବରୁଣ ସିଂହଙ୍କୁ ବେଙ୍ଗାଲୁରୁ ନିଆଗଲା

ଚେନ୍ନେଇ,୯।୧୨: ହେଲିକପ୍ଟର ଦୁର୍ଘଟଣାରେ ଜୀବିତ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପଟେନ୍‌ ବରୁଣ ସିଂହଙ୍କୁ ଓ୍ବେଲିଂଟନ ମିଲିଟାରୀ ହସ୍ପିଟାଲରୁ ଗୁରୁବାର ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଛି। ତାଙ୍କ ଶରୀରର ୪୦ ପ୍ରତିଶତ ପୋଡି ଯାଇଥିବା ବେଳେ ସେ ଲାଇଫ ସର୍ପୋଟ ସିଷ୍ଟମରେ ରହିଛନ୍ତି। ଅଧିକ…

ଅତୀତର ଭୁଲ୍‌ ପାଇଁ ବର୍ତ୍ତମାନର ଶାନ୍ତି ଭଙ୍ଗ ହେବା ଉଚିତ ନୁହେଁ…

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ମେହରୁଲି ଅଞ୍ଚଳରେ ଥିବା କୁତବ୍‌ ମିନାର ପରିସରରେ ୨୭ ମନ୍ଦିରର ପୁନରୁର୍ଦ୍ଧାର ନେଇ ଏକ ମାମଲା କୋର୍ଟରେ ଦାଖଲ ହୋଇଛି। ଏହାର ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ କହିଛନ୍ତି ଯେ, ଅତୀତର ଭୁଲ୍‌ ପାଇଁ ବର୍ତ୍ତମାନର ଶାନ୍ତି…

କିଏ ହେବ ପରବର୍ତ୍ତି ସିଡିଏସ୍‌, ଏବେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ମନ୍ଥନ

ନୂଆଦିଲ୍ଲୀ,୯ ।୧୨: ବୁଧବାର ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପରଲୋକ ହୋଇଛି । ଏମାନଙ୍କ ବ୍ୟତୀତ ଅନ୍ୟ ୧୧ ସେନାଧିକାରୀ ମଧ୍ୟ…

ଦୁର୍ଘଟଣା ନା ଷଡ଼ଯନ୍ତ୍ର ? ଶିବସେନା-ପୂର୍ବତନ ବ୍ରିଗେଡ଼ିୟରଙ୍କ ପ୍ରଶ୍ନ…

କୁନ୍ନୁର,୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ପରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୧ ଜଣ ଅଧିକାରୀ ଶହୀଦ୍‌ ହୋଇଛନ୍ତି। ଏଥିରେ ରାଓ୍ବତଙ୍କ ସ୍ତ୍ରୀ ମଧୁଲିକାଙ୍କ ମୃତ୍ୟୁ ଘଟିଛି। ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଜୀବିତ ରହିଛନ୍ତି। ସେ ଗୁରୁତର…

ୟୁପିଏ ହାତ ଧରିବ କି ଶିବସେନା ? କଳ୍ପନା ଜଳ୍ପନା ଜାରି…

ମୁମ୍ବାଇ,୯।୧୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପିଏକୁ ଦୁର୍ବଳ ବୋଲି କହିବା ପରେ ଶିବସେନା କଂଗ୍ରେସର କ୍ଷତକୁ ଭଲ କରିବା ପାଇଁ କାର୍ଯ୍ୟ କରୁଛି। କାରଣ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କଂଗ୍ରେସ…

ଘରକୁ ଫେରିବେ ଚାଷୀ , ଟ୍ରିପିଲ-ଏମ୍‌କୁ ଥିଲା ଅପେକ୍ଷା…

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ସିଙ୍ଗୁ ଏବଂ ଗାଜିପୁର ସୀମାରେ ଆନ୍ଦୋଳନ ଜାରି ରଖିଥିବା ଚାଷୀ ମାନେ ଗୁରୁବାରଠାରୁ ଘରକୁ ଫେରିପାରିବେ। ବୁଧବାର ସନ୍ଧ୍ୟାରେ ଏମଏସପି, କ୍ଷତିପୂରଣ ଏବଂ ମକଦ୍ଦମା ଆଦି ଟ୍ରିପିଲ-ଏମ୍‌ ସମେତ କେତେକ ପ୍ରସଙ୍ଗରେ କେନ୍ଦ୍ର ସରକାର ଚାଷୀଙ୍କ ଦାବିକୁ ଗ୍ରହଣ…

ମିଳିଲା ବ୍ଲାକ୍‌ ବକ୍ସ: ଏବେ ଖୋଲିବ କୁନ୍ନୁର ଦୁର୍ଘଟଣାର ସତ କାହାଣୀ

ନୂଆଦିଲ୍ଲୀ,୯ା୧୨: ତାମିଲନାଡୁ କୁନ୍ନୁରରେ ବୁଧବାର ମଧ୍ୟାହ୍ନରେ ଘଟିଥିବା ଚପର ଦୁର୍ଘଟଣାର ଗୁମର ଖୋଲିବ ବ୍ଲାକ୍‌ ବକ୍ସ। ଘଟଣାସ୍ଥଳରୁ ଉଦ୍ଧାରକାରୀ ଟିମ୍‌ ଏହି ବକ୍ସକୁ ଉଦ୍ଧାର କରିଛନ୍ତି। କିପରି ହେଲିକପ୍ଟର ଦୁର୍ଘଟଣା ହେଲା, ଏହା ପଛରେ କାରଣ କ’ଣ ରହିଛି। ସେନେଇ ସମସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri