ଦୁଇ ମହାମାରୀ ସହିତ ଲଢୁଛି ପୃଥିବୀ…

ନୂଆଦିଲ୍ଲୀ, ୧୬।୧: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୈଜ୍ଞାନିକମାନେ ଏହି ଭୂତାଣୁର ପ୍ରକୃତି ଏବଂ ପରିବର୍ତ୍ତନ ବିଷୟରେ ନିରନ୍ତର ଗବେଷଣା ଜାରି ରଖୁଛନ୍ତି। ଏପରିସ୍ଥଳେ ଖ୍ୟାତିସମ୍ପନ୍ନ ଭିରୋଲୋଜିଷ୍ଟ ତଥା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ପୂର୍ବତନ ମୁଖ୍ୟ ଡାକ୍ତର ଟି. ଯାଦବ ଜନ ଓମିକ୍ରନ ବିଷୟରେ ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ସାମ୍ପ୍ରତିକ ସଙ୍କଟରେ ପୃଥିବୀ ଏକକାଳୀନ ଦୁଇଟି ମହାମାରୀ ସହିତ ଲଢୁଛି। ସେଥିମଧ୍ୟରୁ ଗୋଟିଏ ଡେଲ୍‌ଟା ଏବଂ ଅନ୍ୟଟି ଓମିକ୍ରନ। ସେ କହିଛନ୍ତି ଯେ ଏହି ଦୁଇ ମହାମାରୀର ଭିନ୍ନ ଭିନ୍ନ ପ୍ରକୃତି ରହିଛି।

ଓମିକ୍ରନ ର ଉତ୍ପତ୍ତି ବିଷୟରେ ଭାଇରୋଲୋଜିଷ୍ଟ କହିଛନ୍ତି ଯେ କରୋନାର ଏହି ଭାରିଆଣ୍ଟ ଉହାନ ଡି-୬୧୪-ଜି, ଆଲଫା, ବିଟା, ଗାମା, ଡେଲଟା, କପ୍ପା କିମ୍ବା ମ୍ୟୁ ଦ୍ୱାରା ସୃଷ୍ଟି ହୋଇଥିବା ଭୂତାଣୁ ନୁହେଁ। ସେ କହିଛନ୍ତି ଯେ ଓମିକ୍ରନର ବଂଶ ଜଣା ନାହିଁ କିନ୍ତୁ ଉହାନ- ଡି-୬୧୪-ଜି ସହିତ ଏହାର କିଛି ଦୂର ସମ୍ପର୍କ ଅଛି ଯେଉଁଠାରୁ ଏହି ମହାମାରୀ ଆରମ୍ଭ ହୋଇଥିଲା। ଏହା ଦୁଇଟି ପ୍ରକାର ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି।

ସେ କହିଛନ୍ତି ଯେ କୋଭିଡ-୧୯ ଲୋକଙ୍କ ଶ୍ୱାସକ୍ରିୟା ଉପରେ ଆକ୍ରମଣ କରୁଥିବାବେଳେ ଓମିକ୍ରନ ଅଧିକାଂଶ ସମୟରେ କେବଳ ଗଳାରେ ଅଟକି ଯାଉଥିବାର ଜଣାପଡ଼ିଛି। କରୋନା ତୃତୀୟ ଲହର ବିଷୟରେ ସେ କହିଛନ୍ତି ଯେ ଏହାର ପ୍ରଭାବ ମେଟ୍ରୋ ସହରଗୁଡିକରେ ଅଧିକ ଦେଖାଯିବ ଏବଂ ସଂକ୍ରମଣର ଶୀଘ୍ର ବୃଦ୍ଧି ପାଇବ। ଓମିକ୍ରନ, କରୋନା ଭୂତାଣୁର ଅତ୍ୟଧିକ ସଂକ୍ରାମକ ରୂପ। ଭାରତରେ ଏହା ମହାମାରୀର ତୃତୀୟ ଲହର ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାତିଠୁ ବଳିଯାଇଛି ଜଳକଷ୍ଟ: ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ):ବର୍ତ୍ତମାନ ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। କେବଳ ବାହାରେ ନୁହେଁ, ଘରେ ରହିଲେ ମଧ୍ୟ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି। ଏଭଳି ସ୍ଥିତିରେ…

ହଠାତ୍‌ ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୨୨।୫:ଜାତୀୟ ରାଜପଥ ହୁମା ହାଟ ପଡ଼ିଆ ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧରାତିରେ ଏକ ଚଳନ୍ତା କାର୍‌ରେ ହଠାତ ନିଆଁ ଲାଗିଯିବାରୁ ତାହା ହୁତୁହୁତୁ ହୋଇ…

ସକାଳୁ ସକାଳୁ ବଡ଼ ଝଟକା! ପୁଣି ବଢ଼ିଲା ପେଟ୍ରୋଲ- ଡିଜେଲ ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୨୩।୫: ମେ ୨୩ ତାରିଖରୁ ନୂତନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲାଗୁ ହୋଇଛି। ପେଟ୍ରୋଲ ମୂଲ୍ୟ ୯୧ ପଇସା ଏବଂ ଡିଜେଲ ୮୬ ପଇସା…

ଭାରତର ଡାଟା ସେଣ୍ଟର ପରିକଳ୍ପନାକୁ ବିପଦ ରୌଦ୍ରତାପ: ପ୍ରଶ୍ନ ଘେରରେ…

ନୂଆଦିଲ୍ଲୀ, ୨୩ା୫:ଭାରତ ଭଳି ଏକ କ୍ରମବର୍ଦ୍ଦିଷ୍ଣ ଅର୍ଥନୈତିକ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରର ସମ୍ପ୍ରସାରଣ କରାଯାଉଥିବାବେଳେ ଡିଜିଟାଲ ବ୍ୟବସ୍ଥାର ଭିତ୍ତିଭୂମି ବୃଦ୍ଧି ଦେଶକୁ ବିଭିନ୍ନ ଦିଗରେ ରୂପାନ୍ତରିତ କରିଛି।…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri