ଜାତୀୟ

ପୁଣିଥରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ,୧୮ ।୧୨: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ପ୍ରାୟ ମାସେ ହେବ ସ୍କୁଲ ବନ୍ଦ ରହିଥିଲା । ଏବେ ଶନିବାର ପୁଣିଥରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଷଷ୍ଠରୁ ଉପର ଶ୍ରେଶୀ ଗୁଡିକ ଖୋଲାଯିବ ବୋଲି ସୂଚନା…

କୋଭୋଭାକ୍ସକୁ ମିଳିଲା ଡବ୍ଲୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୧୮ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସିରମ ଇନଷ୍ଟିଚ୍ୟୁଟର ଭ୍ୟାକ୍ସିନ କେଭୋଭାକ୍ସକୁ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି । ଆର ପୁନାୱାଲା ଟୁଇଟ୍ କରି ଏହି ସୂଚନା…

ନିର୍ବାଚନ କମିଶନର ନିରପେକ୍ଷତା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୮।୧୨: ଯଦି ନିର୍ବାଚନ କମିଶନ(ଇସି) ଭଳି ଏକ ନିରପେକ୍ଷ ତଥା ସ୍ବତନ୍ତ୍ର ସାମ୍ବିଧାନିକ ସଂସ୍ଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ବୈଠକ କରେ, ତେବେ ନିର୍ବାଚନ କିପରି ନିରପେକ୍ଷ ହୋଇପାରିବ? ରାଜ୍ୟ ସଭାରେ ଏଭଳି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ନେତା ମଲ୍ଲିକାର୍ଜୁନ ଖାର୍ଗେ।…

କଂଗ୍ରେସ ବିଧାୟକଙ୍କୁ ନିନ୍ଦା କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୧୨: କର୍ନାଟକର କଂଗ୍ରେସ ବିଧାୟକ କେ ଆର ରମେଶ କୁମାରଙ୍କ ‘ବଳାତ୍କାରର ମଜା ନିଅ’ ମନ୍ତବ୍ୟକୁ ନେଇ ନିନ୍ଦା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। କଂଗ୍ରେସ ନେତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, କେ ଆର ରମେଶ କୁମାରଙ୍କ ମନ୍ତବ୍ୟକୁ ମୁଁ ସମ୍ପୂର୍ଣ୍ଣ…

‘ସ୍ଥାୟୀ ବେଞ୍ଚ ଲାଗି ପ୍ରସ୍ତାବ ଦେଇଛନ୍ତି ହେଲେ ସବିଶେଷ ତଥ୍ୟ ନାହିଁ ’

ନୂଆଦିଲ୍ଲୀ,୧୭।୧୨: ଓଡ଼ିଶା ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟରୁ ସବିଶେଷ ପ୍ରସ୍ତାବ ମିଳି ନ ଥିବା କେନ୍ଦ୍ର ସରକାର ଶୁକ୍ରବାର ଲୋକ ସଭାରେ କହିଛନ୍ତି। ଭାଜପା ଏମ୍‌ପି ବସନ୍ତ ପଣ୍ଡା, କଂଗ୍ରେସ ସଦସ୍ୟ ସପ୍ତଗିରି ଉଲାକାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ…

ଭାଜପା ପ୍ରସ୍ତୁତ କଲା ପଞ୍ଜାବ ବିଧାନସଭା ନିର୍ବାଚନ ଜିତିବାର ପ୍ଲାନ, ଅମରିନ୍ଦରଙ୍କ ସହ ସିଟ୍ ଶେୟାରିଂ ଫର୍ମୁଲା ଶେଷ!

ନୂଆଦିଲ୍ଲୀ,୧୭ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବ ବିଧାନସଭା ନିର୍ବାଚନ ଜିତିବାର ସମସ୍ତ ଯୋଜନା ପ୍ରସ୍ତୁତ କରି ସାରିଲାଣି । ଶୁକ୍ରବାର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ପଞ୍ଜାବ ଲୋକ କଂଗ୍ରେସ’ର ନେତା କ୍ୟାପଟେନ ଅମରିନ୍ଦର ସିଂ ଏଥିରେ ଏକ ପ୍ରକାର…

ମହାବୋଧି ମନ୍ଦିର ବିସ୍ଫୋରଣ: ୮ ଦୋଷୀଙ୍କୁ ଦଣ୍ଡବିଧାନ, ୩ଙ୍କୁ ଆଜୀବନ, ୫ଙ୍କୁ ୧୦ ବର୍ଷ ଜେଲ

ପାଟନା,୧୭ ।୧୨: ବିହାରର ବୋଧ ଗୟା ସ୍ଥିତ ମହାବୋଧି ମନ୍ଦିରରେ ୨୦୧୮ରେ ହୋଇଥିବା ବିସ୍ଫୋରଣ ମାମଲାରେ ପାଟନାର ବିଶେଷ ଏନ୍‌ଆଇଏ ଅଦାଲତ ଶୁକ୍ରବାର ଦୋଷୀଙ୍କୁ ସଜା ଶୁଣାଇଛନ୍ତି । ବିଶେଷ ଅଦାଲତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ଅନ୍ୟ ୫…

‘ପଞ୍ଜାବରେ ୧୦୧% ଜିତିବୁ’

ଚଣ୍ଡିଗଡ଼,୧୭।୧୨: ଆଗାମୀ ବର୍ଷ ହେବାକୁ ଥିବା ପଞ୍ଜାବର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ସହ ମେଣ୍ଟ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ଦିଲ୍ଲୀରେ ଭାଜପା ନେତାଙ୍କ ସହ ଶୁକ୍ରବାର ବୈଠକ ପରେ ଏକ ଫଟୋ ଟୁଇଟ୍‌ କରି…

କରୋନାକୁ ହରାଇବାକୁ ଭାରତରେ ସବୁଠାରୁ ଅଧିକ ବେଗରେ ଟିକାକରଣ,୧୧ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍‌, ଏପର୍ଯ୍ୟନ୍ତ ୧୦୧ ସଂକ୍ରମିତ

ନୂଆଦିଲ୍ଲୀ,୧୭ ।୧୨: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଶୁକ୍ରବାର ଏକ ପ୍ରେସ୍ ବାର୍ତ୍ତାରେ ଦେଶରେ କରୋନା ମହାମାରୀର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗତ ୨୦ ଦିନ ମଧ୍ୟରେ ନୂଆ ସଂକ୍ରମଣ ପ୍ରତିଦନର…

୧୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭ା୧୨: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଭାରତରେ ୧୦୦ ଟପିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଦେଶରେ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ସୂଚନା…

କନ୍ୟାଙ୍କ ବିବାହ ବୟସ ବୃଦ୍ଧି ପ୍ରସ୍ତାବ ଆସନ୍ତା ସପ୍ତାହରେ ଲୋକ ସଭାରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ,୧୭ ।୧୨: କେନ୍ଦ୍ର ସରକାର କନ୍ୟାଙ୍କ ବିବାହର ନ୍ୟୁନତମ ଆଇନଗତ ବିବାହ ବୟସ ପୁରୁଷଙ୍କ ସହ ସମାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଅର୍ଥ ହେଉଛି ପ୍ରଥମେ କନ୍ୟାଙ୍କ ବିବାହ ବୟସ ୧୮ ଥିବା ବେଳେ ଏବେ ଏହାକୁ ବୃଦ୍ଧି…

ବିଦ୍ୟାଳୟର ଶୌଚାଳୟ କାନ୍ଥ ଭୁଶୁଡି ୩ ଛାତ୍ର ମୃତ

ତାମିଲନାଡୁ,୧୭।୧୨: ତାମିଲନାଡୁର ଥିରୁନେଲଭେଲି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ବିଦ୍ୟାଳୟରେ ଶୌଚାଳୟର କାନ୍ଥ ଭୁଶୁଡ଼ିବା ଯୋଗୁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri