Posted inଜାତୀୟ

୨୪ ଘଣ୍ଟାରେ ୨ଲକ୍ଷ ୭୧ ହଜାର କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୧୬।୧: ଦେଶରେ କରୋନା ଗ୍ରାଫ ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୭୧ ହଜାର, ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି।

ଏହାକୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୫ଲକ୍ଷ ୫୦ ହଜାର ୩୭୭ କରୋନା ରୋଗୀଙ୍କ ଚିକିତ୍ସିତ ହେଉଛନ୍ତି। ଶନିବାର ଦେଶରେ ପଜିଟିଭି ହାର ୧୬.୬୬% ରେକର୍ଡ କରାଯାଇଥିବା ବେଳେ ରବିବାର ୧୬.୨୮ ରେକର୍ଡ ହୋଇଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୩୮ ହଜାର ୩୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୩୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି: କହିଲା ଆମକୁ ଉଭୟଙ୍କର ଚିନ୍ତା ଘାରିଛି…

ଓ୍ବାଶିଂଟନ,୨୬।୯: ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି ହୋଇଛି। ଜଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟି କହିଛନ୍ତି ଆମେରିକା ଉଭୟ ଭାରତ ଏବଂ କାନାଡା ସହ ସମ୍ପର୍କକୁ...

କୋଭାକ୍ସିନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଲା ହୁ’

ନୂଆଦିଲ୍ଲୀ,୩।୪: କରୋନା ଟିକା କୋଭାକ୍ସିନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)। ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ଭାରତ ବାୟୋଟେକ ଦ୍ୱାରା ନିର୍ମିତ...

ଅଲୀଗଡ଼ ହେବ ହରିଗଡ଼…

ଲକ୍ଷ୍ନୌ,୧୭।୮: ଉତ୍ତରପ୍ରଦେଶରେ ଜିଲା ପଞ୍ଚାୟତରେ କ୍ଷମତା ବଦଳିବା ପରେ ବିଭିନ୍ନ ଅଞ୍ଚଳର ନାମ ବଦଳାଇବା ଅଭିଯାନ ପୁଣି ଆରମ୍ଭ ହୋଇଛି। ଅଲୀଗଡ଼ ଜିଲାର ନା ପରିବର୍ତ୍ତନ...

ଟୁଇଟରରେ ଅକ୍ସିଜେନ ପାଇଁ ସହାୟତା ମାଗିବାରୁ ଯୁବକ ଗିରଫ

ଲକ୍ଷ୍ନୌ,୨୮।୪ : ଉତ୍ତର ପ୍ରଦେଶର ଆମେଠି ଜିଲାର ଜଣେ ବ୍ୟକ୍ତି ଜେଜେବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଟୁଇଟରରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ଆବେଦନ କରିଥିଲେ।...

ଜମ୍ମୁ-କଶ୍ମୀର ହେବ ସର୍ବବୃହତ୍‌ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୬ା୮(ପି.ଟି.): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ସହ ୩୭୦ ଧାରା ଉଚ୍ଛେଦ କରିଛନ୍ତି। ଜମ୍ମୁ-କଶ୍ମୀର ଓ ଲଦାଖ୍‌କୁ ଅଲଗା କରାଯାଇ ଦୁଇଟି କେନ୍ଦ୍ର...

ଛୋଟ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରିବା ମନା

ପାଲନପୁର,୨୩।୩: ଭାରତୀୟ ପରମ୍ପରା ଅନୁସାରେ ମନ୍ଦିରକୁ ଯିବା ସମୟରେ ଶାଢ଼ି, ଧୋତି, କୁର୍ତା ଆଦି ପିନ୍ଧାଯାଇଥାଏ। ତେବେ ସମୟ ବଦଳିବା ସହିତ ଲୋକଙ୍କ ରୁଚିରେ ପରିବର୍ତ୍ତନ...

ନୂଆ ଶ୍ରମ ଆଇନକୁ ବିରୋଧ

ଭୁବନେଶ୍ୱର(ବ୍ୟୁରୋ)/ ନୂଆଦିଲ୍ଲୀ, ୨୫।୬: ଦେଶରେ ଆସନ୍ତା ୧ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଦି ନୂଆ ଶ୍ରମ ଆଇନ ଲାଗୁ ହୁଏ, ତା’ହେଲେ ଶ୍ରମିକମାନେ ବ୍ୟାପକ...

ରାଷ୍ଟ୍ରପତିଙ୍କୁ ଅପମାନିତ କରାଯାଉଛି: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ,୨୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୮ରେ ନବନିର୍ମାଣ ସଂସଦର ଉଦ୍‌ଘାଟନ କରିବେ। ଏ ସମ୍ପର୍କରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ରପତି...

Advertisement
Archives

Model This Week