୧୧୧ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୬।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ୨ଦିନ ଧରି ୪୦ ହଜାର ତଳେ ରହିଛି। ୧୧୧ ଦିନ ପରେ...
କଶ୍ମୀରକୁ ରାଜ୍ୟ ମାନ୍ୟତା ପରେ ନିର୍ବାଚନ: ଗୁପ୍କାର ମେଣ୍ଟ
ନୂଆଦିଲ୍ଲୀ, ୬।୭: ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାର ରାଜ୍ୟ ମାନ୍ୟତା ଫେରାଇବା ପରେ ସେଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପିପୁଲ୍ସ ଆଲିଆନ୍ସ ଫର୍ ଗୁପ୍କାର ଡିକ୍ଲାରେଶନ (ଗୁପ୍କାର ମେଣ୍ଟ) ପକ୍ଷରୁ ସୋମବାର କୁହାଯାଇଛି। ଗତ ମାସ ୨୪ରେ ପ୍ରଧାନମନ୍ତ୍ରୀ...
ଗୃହରେ ବିଶୃଙ୍ଖଳିତ ଆଚରଣ ଅକ୍ଷମଣୀୟ
ନୂଆଦିଲ୍ଲୀ, ୬।୭ (ଆଇଏଏନ୍ଏସ୍): ପାର୍ଲାମେଣ୍ଟ ଏବଂ ବିଧାନସଭା ଭିତରେ ଆଇନ ପ୍ରଣେତାଙ୍କ ବିଶୃଙ୍ଖଳିତ ଆଚରଣକୁ କ୍ଷମା କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଗୃହ ମଧ୍ୟରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ସେମାନଙ୍କୁ ବିଚାରର ସମ୍ମୁଖୀନ ହେବାକୁ...
ଜାମିନ ଶୁଣାଣିର ୧ ଘଣ୍ଟା ପୂର୍ବରୁ ଆଖି ବୁଜିଲେ ଷ୍ଟାନ୍ ସ୍ବାମୀ
ମୁମ୍ବାଇ, ୫।୭: ଭୀମା କୋରେଗାଁଓ-ଏଲ୍ଗାର ପରିଷଦ ମାମଲାରେ ବିଚାରାଧୀନ କଏଦୀ ଥିବା ୮୪ ବର୍ଷୀୟ ଆଦିବାସୀ ଅଧିକାର କର୍ମୀ ଫାଦର ଷ୍ଟାନ୍ ସ୍ବାମୀଙ୍କ ସୋମବାର ପରଲୋକ ହୋଇଯାଇଛି। ଗୁରୁତର ଅସୁସ୍ଥ ଥିବା ସ୍ବାମୀଙ୍କୁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ମୁମ୍ବାଇର ହୋଲି ଫାମିଲି...
ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଦିଦି
କୋଲକାତା,୫ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସେ ଏହି ଚିଠି ଲେଖିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ପେଟ୍ରୋଲ,...
କରୋନା, ବ୍ଲାକ୍ ଫଙ୍ଗସ୍ ପରେ ଏବେ ଚିନ୍ତା ବଢ଼ାଉଛି ‘ବୋନ୍ ଡେଥ୍’
ମୁମ୍ବାଇ,୫।୭: କରୋନା ଭାଇରସ୍ର ଦ୍ୱିତୀୟ ଲହର ଆତଙ୍କ ଖେଳାଇବା ପରେ ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ସ୍ଥିତି ନିୟନ୍ତ୍ରଣକୁ...
କେନ୍ଦ୍ରକୁ ଅଧିକ ଭ୍ୟାକ୍ସିନ ମାଗିଲେ ଗେହଲଟ
ଜୟପୁର,୫ ।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ କରୋନା ଭ୍ୟାକ୍ସିନ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇ ନ ଥିବା ଦର୍ଶାଇଛନ୍ତି । ସେ କହିଛନ୍ତି ରାଜ୍ୟରେ ଭ୍ୟାକ୍ସିନ କମ୍ ଥିବାରୁ ବାଧ୍ୟହୋଇ ଟିକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡୁଛି...
ନିଲମ୍ବିତ ବିଧାୟକଙ୍କ ପ୍ରତିକ୍ରିୟା: ନୋ ବଲ୍ରେ ୱିକେଟ ଯାଇଛି ଏବେ ଦୁଇ ହାତରେ ବୋଲିଂ କରିବି
ମୁମ୍ବାଇ,୫ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ହୋଇଥିବା ହଟ୍ଟଗୋଳ ଏବେ ରାଜନୈତିକ ଉଷ୍ମତା ସୃଷ୍ଟି କଲାଣି । ଏହି ହଟ୍ଟଗୋଳରେ ସ୍ପିକର ବିଧାନସଭାର ୧୨ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ ଦିନ ହିଁ...
କଂଗ୍ରେସକୁ ଝଟ୍କା: ଟିଏମ୍ସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ
କୋଲକାତା,୫।୭: ପଶ୍ଚିମ ବଙ୍ଗରେ ନିଜର ଅସ୍ତିତ୍ୱ ହରାଉଥିବା କଂଗ୍ରେସକୁ ଆଉ ଏକ ଝଟ୍କା ଲାଗିଛି। ପୂର୍ବତନ ରାଷ୍ଟ୍ରପତି ତଥା ସ୍ବର୍ଗତ ନେତା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ସାମିଲ ହୋଇଛନ୍ତି। ସୋମବାର...
ଚଳିତ ସପ୍ତାହ ଶେଷ ସୁଦ୍ଧା ଭାରତରେ ପହଞ୍ଚିପାରେ ମର୍ଡନା ଭ୍ୟାକ୍ସିନ
ନୂଆଦିଲ୍ଲୀ,୫ ।୭: କରୋନା ମହାମାରୀ ସହ ଲଢିବାକୁ ଏବେ ଟିକାକରଣକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଟିକାକରଣ ଅଭିଯାନକୁ ଦ୍ରୁତ ଗତିରେ ଆଗକୁ ନିଆଯାଉଛି । ଏହି କ୍ରମରେ ଆମେରିକା କମ୍ପାନୀ ମର୍ଡନା ଦ୍ୱାରା...
ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ: ୧୨ ଭାଜପା ବିଧାୟକ ନିଲମ୍ବିତ
ମୁମ୍ବାଇ,୫।୭: ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ବିରୋଧୀ ଭାଜପାର ସଦସ୍ୟମାନେ ଓବିସି ସଂରକ୍ଷଣକୁ ନେଇ ଗୃହରେ ହଟ୍ଟଗୋଳ କରିଛନ୍ତି। ସଂରକ୍ଷଣ ଦାବିରେ ଗୃହ ଅଚଳ କରିବା ସହ...
ଅଭିଯୁକ୍ତ ଫାଦର ଷ୍ଟେନ ସ୍ୱାମୀଙ୍କ ମୃତ୍ୟୁ
ମୁମ୍ବାଇ,୫ ।୭: ଭୀମା କୋରେଗାଁଓ ହିଂସ ମାମଲା ସହ ଜଡିତ ଥାଇ ଗିରଫ କରାଯାଇଥିବା ଆକ୍ଟିଭିଷ୍ଟ ଫାଦର ଷ୍ଟେନ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ନିକଟରେ ସେ ଗୁରୁତର ହୋଇ ପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ...
Archives


