ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ ଛୁଇଁଲା…
ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ ଛୁଇଁଛି। ଦେଶରେ ଓମିକ୍ରନ୍ ଅଣାୟତ୍ତ ହେବା ସ୍ଥିତି ସୃଷ୍ଟି…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଲଗାତାର ୧୮ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ…
ଗଗନୟାନରୁ ଚନ୍ଦ୍ରୟାନ-୩
ନୂଆଦିଲ୍ଲୀ, ୨୮ା୧୨: କୋଭିଡ୍ର ନୂଆ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ମଧ୍ୟରେ ୨୦୨୧ ଶେଷ ହେବାକୁ ଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷରେ ଏକାଧିକ ବଡ଼ ମିଶନକୁ ଆଗେଇ ନେବାକୁ ଯୋଜନା କରିଛି। ବିଦାୟୀ ବର୍ଷରେ କରୋନା କଟକଣା ଯୋଗୁ…
ଆବଶ୍ୟକତା ଆଧାରରେ କଟକଣା
ନୂଆଦିଲ୍ଲୀ, ୨୮।୧୨: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆସିବା ପରେ ଭାରତର ବିଭିନ୍ନ ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ସବ ସମୟରେ ଜନସାଧାରଣଙ୍କ ଯାତାୟାତ ଉପରେ ଆବଶ୍ୟକତା ଆଧାରରେ କଟକଣା ଲଗାଇବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
ସ୍ବାସ୍ଥ୍ୟସେବା: ଓଡ଼ିଶା ତଳୁ ତୃତୀୟ
ନୂଆଦିଲ୍ଲୀ, ୨୮ା୧୨: ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବଡ଼ ରାଜ୍ୟଗୁଡ଼ିକୁ ନେଇ ପ୍ରସ୍ତୁତ ତାଲିକାରେ ଓଡ଼ିଶା ତଳଆଡ଼ୁ ତୃତୀୟ ସ୍ଥାନରେ ରହିଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ ସର୍ବୋତ୍ତମ…
‘ପରୀକ୍ଷା ପେ ଚର୍ଚ୍ଚା ୨୦୨୨’ ପାଇଁ ଆଜିଠାରୁ ରେଜିଷ୍ଟ୍ରେଶନ
ନୂଆଦିଲ୍ଲୀ,୨୮ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ବାର୍ଷିକ ପରୀକ୍ଷା ପୂର୍ବରୁ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଆଲୋଚନା କରିବେ । ଏଥିପାଇଁ ମଙ୍ଗଳବାରଠାରୁ ରେଜିଷ୍ଟ୍ରେଶନ ଆରମ୍ଭ କରାଯାଇଛି । ପରୀକ୍ଷା ପେ ଚର୍ଚ୍ଚା ସମୟରେ ମୋଦି…
ଓମିକ୍ରନ୍ ଯୋଗୁ ସ୍ଥିତି ହୋଇପାରେ ଅସମ୍ଭାଳ, କଡା ନିୟମ ପାଳନ କରିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୮ ।୧୨: କରୋନାର ନୂଆ ଭାରିଏଣ୍ଟ ଏବେ ସାରା ବିଶ୍ୱକୁ ବ୍ୟାପି ଚାଲିଛି । ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପହଞ୍ଚି ସାରିଥିବା ବେଳେ ଏବେ ଓମିକ୍ରନରେ ୬୦୦ରୁ ଅଧିକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି…
ଦୁଇବର୍ଷ ପରେ ହେବାକୁ ଯାଉଛି ହରିୟାଣା ମନ୍ତ୍ରିମଣ୍ଡଳର ସଂପ୍ରସାରଣ
ଚଣ୍ଡିଗଡ଼,୨୮ ।୧୨: ହରିୟାଣା ମନ୍ତ୍ରିମଣ୍ଡଳର ମେଣ୍ଟ ସରକାର ଦୁଇବର୍ଷ ପରେ ପ୍ରଥମଥର ଲାଗି ମଙ୍ଗଳବାର ସଂପ୍ରସାରଣ ହେବାକୁ ଯାଉଛି । ନୂଆବର୍ଷ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ଡା. କମଲ ଗୁପ୍ତା ଓ ଜେଜେପି ବିଧାୟକ ଦେବେନ୍ଦ୍ର ବବଲିଙ୍କୁ ମନ୍ତ୍ରୀପଦର…
ଗୁଣ୍ଡାମାନେ ଗେରୁଆ ବସ୍ତ୍ର ପିନ୍ଧିଲେ ତାଙ୍କୁ ସଂନ୍ଥ କୁହାଯିବନି: ଭୁପେଶ ବଘେଲ
ରାୟପୁର,୨୮ ।୧୨: ଛତିଶଗଡ଼ର ରାଜଧାନୀ ରାୟପୁରରେ ନିକଟରେ କରାଯାଇଥିବା ଧର୍ମ ସଂସଦରେ ଧର୍ମଗୁରୁ କାଳିଚରଣ ମହାରାଜ ମହାତ୍ମା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ବୟାନ ଦେଇଥିଲେ । ଏହାସହ ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗଡେସେଙ୍କର ପ୍ରଶଂସା କରିଥିଲେ । ଏହାକୁ ନେଇ ଛତିଶଗଡ଼ର…
ଭିଡିଓ ଦେଖି ଚାକିରି ଯାଚିଲେ ମହିନ୍ଦ୍ରା
ମୁମ୍ବାଇ,୨୮।୧୨: ଶିଳ୍ପପତି ଆନନ୍ଦ ମିହନ୍ଦ୍ରାଙ୍କୁ ହତବାକ୍ କରି ଦେଇଛନ୍ତି ଜଣେ ଶାରିରୀକ ଅକ୍ଷମ ବ୍ୟକ୍ତି। ହାତଗୋଡ଼ ନ ଥାଇ ମଧ୍ୟ ଉକ୍ତ ବ୍ୟକ୍ତି ମୋଡିଫାଏଡ୍ ଯାନ ଚଲାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ହାତ ଗୋଡ଼ ନ…
୨୦୨୨ ଇସ୍ରୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ
ନୂଆଦିଲ୍ଲୀ, ୨୭ା୧୨: କୋଭିଡ୍ର ନୂଆ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ମଧ୍ୟରେ ୨୦୨୧ ଶେଷ ହେବାକୁ ଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷରେ ଏକାଧିକ ବଡ଼ ମିଶନକୁ ଆଗେଇ ନେବାକୁ ଯୋଜନା କରିଛି। ୨୦୨୧ରେ କରୋନା କଟକଣା ଯୋଗୁ ଅନେକ…
ଉତ୍ତରପ୍ରଦେଶର ସ୍ବାସ୍ଥ୍ୟସେବା ସବୁଠୁ ଖରାପ
ନୂଆଦିଲ୍ଲୀ, ୨୭ା୧୨: ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ ସର୍ବୋତ୍ତମ। ସାମଗ୍ରିକ ସ୍ବାସ୍ଥ୍ୟସେବାରେ ମଧ୍ୟ କେରଳ ସବୁଠୁ ଭଲ ପ୍ରଦର୍ଶନ କରିଛି। ଉତ୍ତରପ୍ରଦେଶରେ ଏହି ସେବା ସବୁଠାରୁ ଖରାପ ରହିଛି।…
Archives


