ଆଶ୍ରମ ସ୍କୁଲରେ କରୋନା ବିସ୍ଫୋରଣ: ୩୦ ପଜିଟିଭ
ଭିୱଣ୍ଡି,୪ ।୧: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ପୂର୍ବଭଳି ଏଥର ବି ରେକର୍ଡ ପରିମାଣର ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସୋମବାର ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଭିୱଣ୍ଡିରେ ଥିବା ଆଶ୍ରମ ସ୍କୁଲରେ ୩୦…
ଜନଗଣନା ଏବେ ନୁହେଁ
ନୂଆଦିଲ୍ଲୀ,୪।୧: ଦଶବର୍ଷକୁ ଥରେ କରାଯାଉଥିବା ଜନଗଣନା ୨୦୨୦-୨୧ରେ ହେବାର ଥିଲା। ମାତ୍ର କୋଭିଡ୍ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ନିକଟ ଭବିଷ୍ୟତରେ ମଧ୍ୟ ଜନଗଣନା ହେବାର ନାହିଁ। ସମ୍ଭବତଃ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଥିବାରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
ଓ୍ବେଲ ଡନ୍ ଇଣ୍ଡିଆ
ନୂଆଦିଲ୍ଲୀ,୩।୧: ‘ଓ୍ବେଲଡନ ଇଣ୍ଡିଆ’। ସୋମବାର ଠାରୁ ଆରମ୍ଭ ହୋଇଥିବା କିଶୋରଙ୍କ ଟିକାକରଣ ଲାଗି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖି ଏଭଳି ଟୁଇଟ୍ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ। ପ୍ରଥମ ଦିନରେ ଦେଶରେ ୪୦ ଲକ୍ଷ ପିଲାଙ୍କୁ ଟିକା…
୩ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗିଦେଲେ ଜେଜେମା’ଙ୍କ ବୟଫ୍ରେଣ୍ଡ
ନୋଏଡ଼ା,୩।୧: ୩ ବର୍ଷୀୟା ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ଘଟଣାରେ ନୋଏଡ଼ା ପୋଲିସ ସୋମବାର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ମୃତ ନାବାଳିକାଙ୍କ ୫୦ ବର୍ଷୀୟା ଜେଜେମାଙ୍କ ବୟଫ୍ରେଣ୍ଡ୍। ଦୁହଁିଙ୍କ ସମ୍ପର୍କରେ ୩ ବର୍ଷୀୟା ନାତୁଣି…
୮୧ ଦିନର ଆନ୍ଦୋଳନ ପରେ ଚାଲିଗଲା ଜୀବନ, ତଥାପି ଶୁଣିଲେନି
ଆଗ୍ରା, ୩।୧: ଉତ୍ତରପ୍ରଦେଶର ଆଗ୍ରା ଜିଲା ଅଧୀନ ଅଜିଜ୍ପୁରା ଓ ସିରୋଲି ଗ୍ରାମରେ ରାସ୍ତା ଓ ଉପଯୁକ୍ତ ଡ୍ରେନ୍ଜ୍ ବ୍ୟବସ୍ଥା ଦାବି କରି ୮୧ ଦିନ ହେଲା ଆନ୍ଦୋଳନ ଚଳାଇଥିବା ରାନି ଦେବୀ ରବିବାର ଆଖି ବୁଜିଛନ୍ତି। ଆନ୍ଦୋଳନସ୍ଥଳରେ ତାଙ୍କ ସହ…
ବାୟୋମେଟ୍ରିିକ୍ ବ୍ୟବହାର ହୋଇପାରିବନି
କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମସ୍ତ କର୍ମଚାରୀଙ୍କ ପାଇଁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବାୟୋମେଟ୍ରିକ୍ ଉପସ୍ଥାନ ସ୍ଥଗିତ ରଖିଛନ୍ତି। ତେବେ ସମସ୍ତ କର୍ମଚାରୀ ଉପସ୍ଥାନ ଖାତାରେ ସେମାନଙ୍କ ଉପସ୍ଥାନ ପକାଇବାକୁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି…
ଶ୍ରୀନଗରରେ ଲୁଚିଥିଲେ ମୋଷ୍ଟ ଓ୍ବାଣ୍ଟେଡ୍ ଲସ୍କର ଆତଙ୍କବାଦୀ
ଶ୍ରୀନଗର,୩।୧: ଲସ୍କର-ଇ-ତୋଇବା (ଏଲ୍ଇଟି)ର ମୋଷ୍ଟ ଓ୍ବାଣ୍ଟେଡ୍ ସଲିମ ପାରେଙ୍କ ସମେତ ଦୁଇ ଆତଙ୍କବାଦୀ ସୁରକ୍ଷା ବଳର ଗୁଳିରେ ନିହତ ହୋଇଛନ୍ତି। ଶ୍ରୀନଗରର ଉପକଣ୍ଠ ହାରଓ୍ବାନ ଅଞ୍ଚଳରେ ସୋମବାର ଏହି ଏନକାଉଣ୍ଟର ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। “ଶ୍ରୀନଗର ପୋଲିସ ଦ୍ୱାରା ଆତଙ୍କବାଦୀ…
ସୀମାରେ ପୋଲ ନିର୍ମାଣ କରୁଛି ଚାଇନା
ନୂଆଦିଲ୍ଲୀ,୩।୧: ଲଦାଖର ପୂର୍ବାଞ୍ଚଳରେ ପାଙ୍ଗଓଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳକୁ ଯୋଡ଼ିବା ପାଇଁ ଚାଇନା ଏକ ପୋଲ ନିର୍ମାଣ କରୁଛି। ଜିଓ ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଡାମିଏନ ସାଇମନ ଟୁଇଟ୍ କରିଥିବା ସାଟେଲାଇଟ୍ ଫଟୋରେ ଏହା ଦର୍ଶାଇଛନ୍ତି। ଯେଉଁସ୍ଥାନରେ ପୋଲର ନିର୍ମାଣ…
ରାଜଧାନୀରେ ୭ ମାସର ରେକର୍ଡ ଭାଙ୍ଗିଲା ପଜିଟିଭ ମାମଲା
ନୂଆଦିଲ୍ଲୀ,୩॥୧: ଦିଲ୍ଲୀରେ ଚିନ୍ତା ବଢାଇଛି କରୋନା। ଦୀର୍ଘ ୭ ମାସ ପରେ ରାଜଧାନୀରେ କରୋନା ପଜିଟିଭ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଗୋଟିଏ ଦିନରେ ୪ ହଜାର ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ମେ ୧୮ ତାରିଖରେ ୪୪୮୨…
ଓମିକ୍ରନ୍ ଯୋଗୁ ବେକାରୀ ହାର ୭.୯ ପ୍ରତିଶତ…
ନୂଆଦିଲ୍ଲୀ, ୩।୧ : ଦେଶରେ ବେକାରୀ ହାର ୨୦୨୧ ଡିସେମ୍ବରରେ ୭.୯ ପ୍ରତିଶତ ଛୁଇଁଛି। ଏନେଇ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେତେକ ରାଜ୍ୟରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ର…
ଦେଶବାସୀଙ୍କୁ ଉପରାଷ୍ଟ୍ରପତିଙ୍କ ପରାମର୍ଶ: ନିଜ ଧର୍ମଙ୍କୁ ମାନନ୍ତୁ, ଘୃଣା ଭାଷଣରେ ପଡନ୍ତୁ ନାହିଁ
ଥିରୁଭାନନ୍ତପୁରମ୍,୩।୧: ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଧର୍ମ ଉପରେ ଚାଲିଥିବା ରାଜନୀତିରେ ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶବାସୀଙ୍କୁ ଏକ ବାର୍ତ୍ତା ଦେଇ ସେ କହିଛନ୍ତି, ଅନ୍ୟର ଧର୍ମକୁ ସମାଲୋଚନା କରିବା ଏବଂ ସମାଜରେ ମତଭେଦ ସୃଷ୍ଟି କରିବାର କୌଣସି ପ୍ରୟାସ…
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମନ୍ତ୍ରୀ-ଏମ୍ପିଙ୍କ ମଧ୍ୟରେ ଯୁକ୍ତିତର୍କ
ବେଙ୍ଗାଲୁରୁ,୩।୧:କର୍ନାଟକର ରାମନଗରରେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମ ସମୟରେ ରାଜ୍ୟ ମନ୍ତ୍ରୀ ଡ. ସିଏନ ଅଶ୍ୱଥ ନାରାୟଣ ଏବଂ କଂଗ୍ରେସ ଏମ୍ପି ଡି.କେ ସୁରେଶଙ୍କ ମଧ୍ୟରେ ଝଗଡା ହୋଇଛି। ଡକ୍ଟର ଭୀମାରାଓ ଆମ୍ବେଦକର ଏବଂ କେମ୍ପେଗୋଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ…
Archives


