ଜାତୀୟ

‘ଭାରତ ସୀମାରେ ମଜଭୁତ ଭାବେ ଛିଡା ହୋଇଛନ୍ତି ଚାଇନା-ପାକିସ୍ତାନ’

ମୁମ୍ବାଇ,୩।୨:କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ପରେ ଗୁରୁବାର ଶିବସେନାର ଜାତୀୟ ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଚାଇନା ଏବଂ ପାକିସ୍ତାନ ସମ୍ପର୍କରେ ମୋଦି ସରକାରଙ୍କୁ ଘେରିଛନ୍ତି। ସଞ୍ଜୟ କହିଛନ୍ତି, ଚାଇନା ଏବଂ ପାକିସ୍ତନ ସୀମାରେ ଆମ…

ଗେଟ୍‌ ପରୀକ୍ଷା ସ୍ଥଗିତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ମନା, ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ, ୩।୨ : କରୋନା ମହାମାରୀ କାରଣରୁ ଗ୍ରାଜୁଏଟ ଆପ୍ଟିଚ୍ୟୁଡ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ (ଗେଟ୍‌ )କୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପରୀକ୍ଷାକୁ କିଛି ଦିନ ସ୍ଥଗିତ ରଖିବାଦ୍ୱାରା ଲକ୍ଷ ଲକ୍ଷ…

ତ୍ରିକୋଣୀୟ ପ୍ରେମର ଦୁଃଖଦ ଅନ୍ତ: ଦୁଇ ଗର୍ଲଫ୍ରେଣ୍ଡଙ୍କୁ ଡାକିଲେ, ଜଣଙ୍କୁ ବଞ୍ଚାଇବା ପାଇଁ…

ବେଙ୍ଗାଲୁରୁ,୩।୨: କର୍ନାଟକରେ ତ୍ରିକୋଣୀୟ ପ୍ରେମର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ କନ୍ନଡ ଜିଲାର ସୋମେଶ୍ୱରା ବିଚ୍‌କୁ ଜଣେ ଯୁବକ ତାଙ୍କର ଦୁଇ ଗର୍ଲଫ୍ରେଣ୍ଡଙ୍କୁ ଡାକିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଜଣେ ଗର୍ଲଫ୍ରେଣ୍ଡ ସମୁଦ୍ରକୁ ଡେଇଁଲେ। ଏହା…

୫ ବର୍ଷରେ ଲକ୍ଷପତିରୁ କୋଟିପତି ପାଲଟୁଛନ୍ତି ବିଧାୟକ…

ଲକ୍ଷ୍ନୌ, ୩।୨ : ରାଜନେତାଙ୍କ ଘରେ ଟଙ୍କା ଗଛ ଲଗାଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ଯଦି ତାହା ହୋଇ ନ ଥାନ୍ତା, ତେବେ ୫ ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ସମ୍ପତ୍ତି ୭ କୋଟିରୁ ଅଧିକ ହୋଇ ପାରନ୍ତା…

ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଶ୍ମଶାନ-କବରସ୍ତାନରେ ଲମ୍ବା ଲାଇନ୍‌…

ନୂଆଦିଲ୍ଲୀ, ୩।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୨ ହଜାର ୪୩୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…

ତୁଟୁନି କଂଗ୍ରେସର କଳି, ରାଗିଗଲେ ଆନନ୍ଦ ଶର୍ମା

ନୂଆଦିଲ୍ଲୀ,୩ ।୨: କଂଗ୍ରେସର ଆଭ୍ୟନ୍ତରୀଣ କଳହ ଏବେବି ଜାରି ରହିଛି । ରାଜ୍ୟ ସଭାରେ ଦଳର ଉପନେତା ଆନନ୍ଦ ଶର୍ମା ରାଗି ଯାଇଥିବା ଜଣାପଡିଛି । ସେ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଲୋଚନାରେ ଭାଗ ନେବାକୁ ଚାହୁଁ ନ…

ହିଡମାଙ୍କ ଆତ୍ମସମର୍ପଣ, ବିଜାପୁର ଆକ୍ରମଣର ମାଷ୍ଟରମାଇଣ୍ଡ…

ମୁଲୁଗୁ, ୩।୨ : ମାଓବାଦୀ ନେତା ମାଡଭି ହିଡମା ତେଲେଙ୍ଗାନାର ମୁଲୁଗୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ ଛତିଶଗଡର ବିଜାପୁରରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ବୋଲି କୁହାଯାଉଛି। ଏପ୍ରିଲ ୨୦୨୧ରେ, ବିଜାପୁରରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆକ୍ରମଣ ହୋଇଥିଲା।…

ରାହୁଲଙ୍କ ଚାଇନା-ପାକ ନ୍ୟାୟପାଳିକା ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ମୋଦି ସରକାର ଦେଶକୁ ‘ଶେହନଶାହା’ ଭଳି ଚଳାଇବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନର ସରକାରଙ୍କ ନୀତି ଯୋଗୁ ଆଜି ଦେଶ…

ଦି କ୍ଲେକ୍ସନ୍‌ରେ ଚାଇନା ସୈନ୍ୟ-ଭାରତୀୟ ଯବାନଙ୍କ ମୁହାଁମୁହିଁ ରିପୋର୍ଟ…

ଲଦାଖ, ୩।୨ : ଅଷ୍ଟ୍ରେଲିଆ ଖବରକାଗଜ ଦି କ୍ଲେକ୍ସନ୍‌ରେ ଜୁନ ୨୦୨୦ରେ, ପୂର୍ବ ଲଦାଖର ଗଲୱାନ ଘାଟିରେ ଚାଇନା ସୈନ୍ୟ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ଏକ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି।…

କାର୍‌ ହେଡ୍‌ଲାଇଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ପାଟନା, ୩ା୨: ବିହାରର ମୋତିହାରୀ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ର ପ୍ରାୟ ୪ ଶହ ଛାତ୍ରୀଛାତ୍ର ବିଦ୍ୟୁତ୍‌ ନ ଥିବାରୁ କାର୍‌ ହେଡ୍‌ଲାଇଟ୍‌ ଆଲୁଅରେ ପରୀକ୍ଷା ଦେଇଛନ୍ତି। ଏହାର ଫଟୋ ଓ ଭିଡିଓ ସାମ୍‌ନାକୁ ଆସିବା ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା…

ବୈଦ୍ୟୁତିକ ବିକଳ୍ପ ଡିଜିଟାଲ ମୁଦ୍ରା

ନୂଆଦିଲ୍ଲୀ, ୩ା୨: ସମ୍ପ୍ରତି ସାରା ବିଶ୍ୱ ଡିଜିଟାଲାଇଜେଶନ ମୁହଁ। ହୋଇଥିବାବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କାର୍ଯ୍ୟକୁ ଆହୁରି ସହଜ କରିବାରେ ଲାଗିଛି। ନଗଦ କାରବାର କମିବା ସହ ଅନ୍‌ଲାଇନ ଟ୍ରାଞ୍ଜାକଶନର ଚାହିଦା ବଢ଼ିଛି। ଏହି କ୍ରମରେ ମଣିଷର ଆବଶ୍ୟକତା…

ଏଣ୍ଟିଲିୟା ବୋମା ମାମଲାର ମାଷ୍ଟରମାଇଣ୍ଡ ପରମବୀର ସିଂ: ଅନିଲ ଦେଶମୁଖ

ନୂଆଦିଲ୍ଲୀ,୩ ।୨: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୁ ଦେଇଥିବା ବୟାନରେ ଦାବି କରିଛନ୍ତି କି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ, ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଘର ‘ଏଣ୍ଟିଲିୟା’ ସାମ୍ନାରେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?