ଜାତୀୟ

ପ୍ରଗତିଶୀଳ ବଜେଟ୍‌, ବିକାଶର ରାସ୍ତା ଖୋଲିବ: ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ,୧।୨: ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ସାଧାରଣ ବଜେଟକୁ ଏକ ପ୍ରଗତିଶୀଳ ଏବଂ ଭବିଷ୍ୟତ ଆଧାରିତ ବଜେଟ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ବଜେଟ ସହିତ ଭାରତ ଆଗକୁ ବଢିବ। ଏହା ଗତ ବର୍ଷର ବଜେଟର ଏକ ସିକ୍ୱେଲ…

ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିବା ଯୁବତୀଙ୍କୁ ଟିକେଟ୍‌ ଦେଲା ଏସପି

ଲକ୍ଷ୍ନୌ,୧।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟି ମଙ୍ଗଳବାର ଲକ୍ଷ୍ନୌରେ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୬ ଜଣ ପ୍ରାର୍ଥୀଙ୍କ ତାଲିକା…

କଂଗ୍ରେସ ଅଫିସରେ କହ୍ନେୟାଙ୍କ ଉପରେ କାଳି ମାଡ଼

ଲକ୍ଷ୍ନୌ,୧।୨: ଉତ୍ତରପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ଜଓ୍ବାହରଲାଲ ନେହରୁ ଛାତ୍ର ସଭାପତି କହ୍ନେୟା କୁମାରଙ୍କ ଉପରେ ମଙ୍ଗଳବାର କାଳି ମାଡ଼ ହୋଇଛି। ତେବେ କହ୍ନେୟାଙ୍କ ଉପରେ କାଳି ନୁହେଁ ଏସିଡ୍‌ ମାଡ଼ ହୋଇଥିବା କଂଗ୍ରେସ ନେତାମାନେ ଦାବି କରିଛନ୍ତି। ଅଭିଯୁକ୍ତ କଂଗ୍ରେସ…

ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି ଚଳିତ ବଜେଟ୍‌: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ବଜେଟରେ ସାଧାରଣ ଲୋକଙ୍କ ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି। ଏହା ସମସ୍ତ ବିଭାଗ ପାଇଁ…

ସ୍ବାଧୀନ ଲଢ଼ିବେ ମୋଦିଙ୍କ ଡୁପ୍ଲିକେଟ୍‌

ଲକ୍ଷ୍ନୌ,୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡୁପ୍ଲକେଟ୍‌ ଭାବେ ଜଣାଶୁଣା ଅଭିନନ୍ଦନ ପାଠକ ସ୍ବାଧୀନ ଲଢ଼ିବାକୁ ଯାଉଛନ୍ତି। ସେ ଲକ୍ଷ୍ନୌର ସରୋଜନିନଗର ଆସନରୁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜଣାପଡ଼ିଛି। “ଲକ୍ଷ୍ନୌରୁ ଲଢ଼ିବା ପାଇଁ ମୁଁ ଭାଜପା ସଭାପତି ଜେପି ନଡ୍ଡା ଓ ସ୍ବରାଷ୍ଟ୍ର…

ପୂର୍ବତନ ଆଇପିଏସ୍‌ଙ୍କ ଘରେ ଆଇଟି ରେଡ୍‌: ବେସମେଣ୍ଟରେ ୬୫୦ ଲକର

ନଏଡା,୧ ।୨: ସାଧାରଣ ଲୋକଙ୍କର ବଜେଟ ଯଦିଓ ବିଗିଡି ଯାଇଛି, ହେଲେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କର ବଜେଟ ସଦାବାହାର ହୋଇ ରହିଛି । ଏବେ ଏହିଭଳି କେତେଜଣ ଲୋକ ଆୟକର ବିଭାଗର ଟାର୍ଗେଟରେ ରହିଛନ୍ତି । ନଏଡାରେ ୟୁପି…

ପ୍ରଧାନମନ୍ତ୍ରୀ କହିଲେ ଏହା ୧୦୦ ବର୍ଷର ବିଶ୍ୱାସର ବଜେଟ

ନୂଆଦିଲ୍ଲୀ,୧ ।୨: ମଙ୍ଗଳବାର ଉପସ୍ଥାପିତ ହୋଇଛି ବଜେଟ ୨୦୨୨ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ବଜେଟ ୧୦୦ ବର୍ଷର ଭୟଙ୍କର ବିପତ୍ତି(କରୋନା ଭାଇରସ ବିଶ୍ୱ ମହାମାରୀ) ମଧ୍ୟରେ ଏହା ବିକାଶର ନୂଆ ବିଶ୍ୱାସ ନେଇ ଆସିଛି ।…

ଝାଡ଼ଖଣ୍ଡ କୋଇଲା ଖଣିରେ ଦୁର୍ଘଟଣା: ୧୩ ମୃତ

ରାଞ୍ଚି,୧ ।୨: ଝାଡଖଣ୍ଡର ଧାନବାଦ ଜିଲାରେ କୋଇଲା ଖଣିରେ ମଙ୍ଗଳବାର ଏକ ବଡ ଧରଣର ଅଘଟଣ ଘଟିଛି । ଏଠାରେ କୋଇଲା ଖଣିରେ କାମ କରୁଥିବା ସମୟରେ ଚାଲକର ଖସିି ଯିବାରୁ କେତେଜଣ ଶ୍ରମିକ ଏହାତଳେ ଚାପି ହୋଇଯାଇଛନ୍ତି । ମିଳିଥିବା…

ଚାଇନିଜ ହାଜତରେ ଇଲେକ୍ଟ୍ରିକ୍‌ ଶକ ଦିଆଯାଉଥିଲା

ନୂଆଦିଲ୍ଲୀ,୧।୨: ଅରୁଣାଞ୍ଚଳ ପ୍ରଦେଶର ନିଖୋଜ ନାବାଳକ ସୋମବାର ସନ୍ଧ୍ୟାରେ ତାଙ୍କ ପରିବାର ପାଖକୁ ଫେରିଛନ୍ତି। ତାଙ୍କୁ ଚାଇନିଜ ଆର୍ମି ଅପହରଣ କରି ନେଇଥିଲା। ତାରୋନଙ୍କ ଘର ବାହୁଡ଼ା ପାଇଁ ସ୍ଥାନୀୟ ପ୍ରଶାସକ ଓ ପଞ୍ଚାୟତ ନେତାମାନେ ଏକ ଉତ୍ସବ ଆୟୋଜନ କରିଥିଲେ।…

ଶସ୍ତା-ମହଙ୍ଗା…

ନୂଆଦିଲ୍ଲୀ, ୧।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚତୁର୍ଥ ଥର ପାଇଁ ମଙ୍ଗଳବାର ବଜେଟ ଉପସ୍ଥାପନ କରିବାକୁ ପାର୍ଲାମେଣ୍ଟକୁ ଆସିଥିଲେ। ବାଦାମୀ ରଙ୍ଗର ଶାଢ଼ି ପିନ୍ଧି ସେ ପୂର୍ବାହ୍ନ ୧୧ଟାରେ ଟାବଲେଟ୍‌ରୁ ଦ୍ୱିତୀୟଥର କାଗଜବିହୀନ ବଜେଟ ପାଠ କରିବା ଆରମ୍ଭ କରିଥିଲେ।…

ବଜେଟ୍‌କୁ ଓଦା ତାଳଫୋଟକା କହିଲେ ଶଶି ଥରୁର୍‌…

ନୂଆଦିଲ୍ଲୀ, ୧।୨ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ୨୦୨୨ ବଜେଟ୍‌କୁ ନେଇ କଂଗ୍ରେସ କଟାକ୍ଷ କରିଛି। କଂଗ୍ରେସ ପକ୍ଷରୁ ଶଶି ଥରୁର୍‌ କହିଛନ୍ତି ଯେ, ବଜେଟ୍‌ ଏକ ଓଦା ତାଳଫୋଟକା। ଏଥିରେ ଦେଶର ସାଧାରଣ ଜନତା, ଖଟିଖିଆଙ୍କ ପାଇଁ କିଛି…

ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଲେ ଚାଷୀ

ନୂଆଦିଲ୍ଲୀ,୧।୨: ଯଦି କେନ୍ଦ୍ର ସରକାର ତୁରନ୍ତ ପ୍ରତିଶ୍ରୁତି ପୂରଣ ନ କରନ୍ତି, ତେବେ ଚାଷୀଙ୍କ ପାଖରେ ଆଉ କୌଣସି ବିକଳ୍ପ ରହିବ ନାହିଁ। ଫଳରେ ସେମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ ସ୍ମାରକୀରେ ଏଭଳି ଚେତାବନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?