ଜାତୀୟ

ଜୋ ବାଇଡେନ, ବୋରିସ ଜନସନଙ୍କୁ ପଛରେ ପକାଇ ପୁଣିଥରେ ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ମୋଦି ଆଗରେ

ୱାଶିଂଟନ/ନୂଆଦିଲ୍ଲୀ,୨୧ ।୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀର ତୃତୀୟ ଲହର ଚାଲିଥିବା ବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି । ଆମେରିକା ଡାଟା ଇଣ୍ଟଲିଜେନ୍ସ ଫର୍ମ ’ଦ ମର୍ଣ୍ଣି କନସଲ୍ଟ’ର…

ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ,୨୧ ।୧: ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୨୧ରୁ ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି । ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମଶାଲକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ବା ନ୍ୟାଶନାଲ ୱାର ମେମୋରିଆଲର ଶିଖାରେ ମିଶାଇ ଦିଆଯିବ…

ସ୍ବାମୀଙ୍କ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ ମହିଳା

ଚିତୁର(ଆନ୍ଧ୍ରପ୍ରଦେଶ),୨୧।୧: ଆନ୍ଧ୍ରପ୍ରଦେଶର ଜଣେ ମହିଳା ଛୁରୀରେ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରିବା ପରେ ଗୁରୁବାର ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ଚିତୁର ଜିଲାର ରେନିଗୁଣ୍ଟା ଅଞ୍ଚଳର ମହିଳା ସ୍ବାମୀଙ୍କ କଟା ମୁଣ୍ଡ ଧରି ଥାନାକୁ…

କଂଗ୍ରେସକୁ କେବଳ କଂଗ୍ରେସ ହରାଇ ପାରିବ: ସିଦ୍ଧୁ

ଚଣ୍ଡିଗଡ଼,୨୧ ।୧: ପଞ୍ଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୈତିକ ବାତାବରଣରେ ମଧ୍ୟ ସେତିକି ଉଷ୍ମତା ପରିଲକ୍ଷିତ ହେଉଛି । ନିକଟରେ ଏକ ଘରୋଇ ଟେଲିଭିଜନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ…

ବଲିଉଡ୍‌ରେ ଛାଇଲା ଶୋକର ଛାୟା

ନୂଆଦିଲ୍ଲୀ,୨୧।୧: କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡି’ସୁଜାଙ୍କ ଶାଳକ ଜାସନ ଓ୍ବାଟକିନ୍ସ ମୃତଦେହ ମୁମ୍ବାଇର ମିଲାତ ନଗର ସ୍ଥିତ ତାଙ୍କ ବାସଭବନରୁ ମିଳିଛି। ପୋଲିସ ଅନୁଯାୟୀ, ଓ୍ବାଟକିନ୍ସଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ବାପା ମା’ ଘରୁକୁ ଫେରିବା…

୫ବର୍ଷରୁ କମ୍‌ ଛୁଆଙ୍କ ପାଇଁ ମାସ୍କ ଜରୁରୀ ନୁହେଁ

ନୂଆଦିଲ୍ଲୀ,୨୦।୧: ୫ ବର୍ଷରୁ କମ୍‌ ଛୁଆଙ୍କ ପାଇଁ ମାସ୍କ ଜରୁରୀ ନୁହେଁ। ୬ରୁ ୧୧ ବର୍ଷର ପିଲା ମାସ୍କ ପିନ୍ଧି ପାରନ୍ତି। କିନ୍ତୁ ଏହା ସେମାନଙ୍କର ସୁରକ୍ଷିତ ମାସ୍କ ବ୍ୟବହାରର ଦକ୍ଷତା ଉପରେ ନିର୍ଭର କରେ। ଏଣୁ ସେମାନେ ବାପା ମା’ଙ୍କ…

ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଡାକ୍ତରଙ୍କୁ ସୁପାରି

କୋଟା(ରାଜସ୍ଥାନ),୨୦।୧: ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଜଣେ ଡାକ୍ତରଙ୍କୁ ସୁପାରି ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏ ନେଇ ଗୁରୁବାର ଝାଲାଓ୍ବାର ସିଟି ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ଜଣକ…

କିଟ୍‌କାଟ ପ୍ୟାକ୍‌ରୁ ହଟିଲା ଜଗନ୍ନାଥଙ୍କ ଫଟୋ

ନୂଆଦିଲ୍ଲୀ,୨୦।୧: ଲୋକପ୍ରିୟ ଚୋକେଲେଟ୍‌ ବ୍ରାଣ୍ଡ କିଟ୍‌କାଟ ପ୍ୟାକର ର଼୍ୟାପରରୁ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଫଟୋ ହଟାଇ ଦିଆଯାଇଛି। ଏ ନେଇ ନେସଲେ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗୁରୁବାର କୁହାଯାଇଛି। କିଟ୍‌କାଟ ଚକୋଲେଟ ର଼୍ୟାପରରେ ଭଗବାନଙ୍କ ଫଟୋ ପାଇଁ…

ସମାଜବାଦୀ ଗଡ଼ରୁ ଲଢ଼ିପାରନ୍ତି ଅଖିଳେଶ

ଲକ୍ଷ୍ନୌ,୨୦।୧: ସମାଜବଦା ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶ ନିର୍ବାଚନ ମଣ୍ଡଳୀ କର୍ହାଲରୁ ଲଢ଼ିବେ। ଏହି ଆସନ ସମାଜବାଦୀ ପାର୍ଟିର ଗଡ଼ ଭାବେ ଜଣାଶୁଣା। ଅଖିଳେଶ ଏହି ନିର୍ବାଚନ ମଣ୍ଡଳୀରୁ ଲଢ଼ିବାର ଅର୍ଥ ସେ ଗୋଟିଏ ଆସନରେ ବାନ୍ଧି…

ଗର୍ଭବତୀ ରେଞ୍ଜରଙ୍କୁ ଗୋଇଠା ମାଡ଼

ମୁମ୍ବାଇ,୨୦।୧: ଜଣେ ଗର୍ଭବତୀ ଫରେଷ୍ଟ ରେଞ୍ଜରଙ୍କୁ ବାଳରୁ ଘୋଷାଡ଼ି ଗୋଇଠା ମାଡ଼ ଦେଇଛନ୍ତି ଜଣେ ପୂର୍ବତନ ସରପଞ୍ଚ ଓ ତାଙ୍କ ପତ୍ନୀ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ସାତାରା ଜିଲାରେ। ଭାଇରାଲ ଭିଡିଓରେ ପାଲସାଭାଡେର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଗଙ୍ଗରାମ ଜାଙ୍କର…

ହିଜାବ ପାଇଁ କଲେଜ ସମ୍ମୁଖରେ ଆନ୍ଦୋଳନ

ବେଙ୍ଗାଲୁରୁ,୨୦।୧: ପ୍ରାୟ ୩ ସପ୍ତାହ ହେଲା କର୍ନାଟକର ଉଡୁପି ଜିଲାର ଏକ ସରକାରୀ କଲେଜ ଏବଂ ହିଜାବ ପିନ୍ଧିବାକୁ ଚାହୁଁଥିବା କିଛି ମୁସଲିମ ଛାତ୍ରୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୁସଲିମ ଛାତ୍ରୀମାନେ ଗୁରୁବାର ସକାଳେ କଲେଜ ଗେଟ ଆଗରେ…

ଭାଜପାରେ ଯୋଗଦେଲେ କଂଗ୍ରେସର ପୋଷ୍ଟର ଗର୍ଲ

ଲକ୍ଷ୍ନୌ,୨୦।୧: ଉତ୍ତରପ୍ରଦେଶ ରାଜନୀତିରେ ଭାଜପା, କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଦେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । ଏହି କ୍ରମରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। କଂଗ୍ରେସର ପୋଷ୍ଟର ଗର୍ଲ ତଥା ପ୍ରିୟଙ୍କାଙ୍କ ‘ଲଡ୍‌କି ହୁଁ, ଲଡ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri