କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ନିର୍ମାଣ, ବିକ୍ରି, ବ୍ୟବହାର ହେବ ବ୍ୟାନ୍
ନୂଆଦିଲ୍ଲୀ,୧୩।୮: ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ଲେଟ, କପ୍, ଷ୍ଟ୍ର, ଟ୍ରେ, ପଲିଷ୍ଟାଇନିନ୍ ଭଳି ଚିହ୍ନିତ ଏକକ ବ୍ୟବହାର ପ୍ଲାଷ୍ଟିକ ସାମଗ୍ରୀର ଉତ୍ପାଦନ, ବିକ୍ରୟ ଏବଂ ବ୍ୟବହାର ଉପରେ ୨୦୨୨...
କରୋନାରେ ଅନାଥ ହୋଇଥିବା ଯୁବତୀଙ୍କ ବିବାହ କରାଇବେ ଉତ୍ତରପ୍ରଦେଶ ସରକାର
ଲକ୍ଷ୍ନୌ,୧୩ ।୮: କରୋନା ମହାମାରୀ ଅନେକ ହସଖୁସିର ସଂସାରରେ ଦୁଃଖର ପାହାଡ ଲଦିଦେଇଛି । ସାରା ବିଶ୍ୱରେ ଅନେକ ଶିଶୁ, ଯୁବକ, ଯୁବତୀ ସେମାନଙ୍କ ମାତାପିତାଙ୍କୁ ହରାଇଛନ୍ତି । ତେବେ ଉତ୍ତର ପ୍ରଦେଶରେ କରୋନାରେ ଯେଉଁ ଯୁବତୀମାନେ ସେମାନଙ୍କ ମାତାପିତାଙ୍କୁ...
ବାରମୂଳା ସୋପୋରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ
ବାରମୂଳା,୧୩।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀମାନେ ଦେଶରେ ବଡ଼ ଧରଣର ଆକ୍ରମଣ ପାଇଁ ଲଗାତର ଭାବେ ଷଡ଼ଯନ୍ତ୍ର ଚଳାଇଛନ୍ତି। କେଉଁଠାରେ ଗେନେଡ ମାଡ଼ ତ କେଉଁଠାରେ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିଚାଳନା କରୁଛନ୍ତି ଆତଙ୍କବାଦୀ। ହେଲେ ସୁରକ୍ଷାକର୍ମୀ ସେମାନଙ୍କର ସମସ୍ତ...
ଦିଲ୍ଲୀ-ନଏଡା ସୀମାରେ ଟ୍ରାଫିକ୍ ଜାମ୍: ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ହଜାର ହଜାର ଗାଡ଼ି
ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ ଆଉ ଗୋଟିଏ ଦିନ ବାକି ରହିଲା। ଏହାପୂର୍ବରୁ ଦିଲ୍ଲୀର ପ୍ରତ୍ୟେକ ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି। ସ୍ବାଧୀନତା ଦିବସ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଫୁଲ୍ ଡ୍ରେସ ରିହର୍ସଲ ଅନୁଷ୍ଠିତ ହୋଇଥିଲା।...
ଚଳିତ ବର୍ଷ ଶିଶୁଙ୍କୁ ଦିଆଯାଇ ପାରିବ ନାହିଁ କରୋନା ଟିକା
ନୂଆଦିଲ୍ଲୀ,୧୩ ।୮: ଚଳିତ ବର୍ଷ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଶିଶୁମାନଙ୍କୁ ଟିକା ଦିଆଯାଇ ପାରିବ ନାହିଁ ବୋଲି ଜଣାପଡିଛି । କୋଭିଡ ଟାସ୍କ ଫୋର୍ସର ରିସର୍ଚ୍ଚ ଟିମ୍ଙ୍କ ସୂଚନା ଅନୁଯାୟୀ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହରକୁ ନେଇ...
ତାମିଲନାଡୁ ବଜେଟ: ୩ ଟଙ୍କା ଶସ୍ତା ହେବ ପେଟ୍ରୋଲ, ମାତୃତ୍ୱ ଅବକାଶ ୧୨ ମାସ
ଚେନ୍ନାଇ,୧୩ ।୮: ତାମିଲନାଡୁ ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି । ରାଜ୍ୟର ଅର୍ଥମନ୍ତ୍ରୀ ପିଟିଆର୍ ପଲାନିବେଲ ତ୍ୟାଗରାଜନ ରାଜ୍ୟର ଇତିହାସରେ ପ୍ରଥମ କରି ନିଜର ଇ-ବଜେଟ ଉପସ୍ଥାପନ କରିଛନ୍ତି । ଏଥର ତାମିଲନାଡୁ ସରକାର ପେଟ୍ରୋଲ ଟ୍ୟାକ୍ସରେ...
‘ସ୍ତ୍ରୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୁହେଁ’
ମୁମ୍ବାଇ,୧୩।୮: ବିବାହ ପରେ ସ୍ତ୍ରୀଙ୍କ ସହ ସ୍ବାମୀ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୁହେଁ ବୋଲି ମୁମ୍ବାଇ ଆଡିସନାଲ ସେସନ ଜଜ୍ଜ ସଜ୍ଞାଶ୍ରୀ ଜେ ଘରାଟ କହିଛନ୍ତି। ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିବା ନେଇ ଜଣେ ମହିଳା...
ହଙ୍ଗାମା କରିଥିବା ଏମ୍ପିଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନ (ଅଗଷ୍ଟ ୧୧)ରେ ରାଜ୍ୟ ସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଯାହାକି ଗୃହର ଗାରିମାକୁ ଆଘାତ ଦେଇଛି ବୋଲି ସରକାର କହିଛନ୍ତି। ତେବେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ମାର୍ଶାଲ ମାନେ ମହିଳା...
କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍କାଉଣ୍ଟରରେ ୨ଆତଙ୍କବାଦୀ ନିହତ
କୁଲଗାମ,୧୩।୮: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ଜଣ ଆତଙ୍କାବଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜମ୍ମୁ-ଶ୍ରୀନଗର ରାଜପଥରେ ଦକ୍ଷିଣ କାଶ୍ମୀର କୁଲଗାମ ଜିଲାର କାଜିଗୁଣ୍ଡରେ ଗୁରୁବାର ଦ୍ୱିପ୍ରହରରେ ବିଏସ୍ଏଫ୍ର ପାଟ୍ରୋଲିଂ ଉପରେ...
ଅଳିଆ ଗଦାରେ ଗ୍ରେନେଡ
ଚଣ୍ଡିଗଡ଼, ୧୩ ।୮: ପଞ୍ଜାବ ଅମୃତସରର ରଞ୍ଜିତ ଏଭେନ୍ୟୁରେ ଘର ସାମ୍ନାରେ ଏକ ଅଜଣା ଜିନିଷ ମିଳିବା ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବାରଣ ସୃଷ୍ଟି ହୋଇଛି । ଏହା ଏକ ଗ୍ରେନେଡ ବୋଲି କୁହାଯାଉଛି । ରଞ୍ଜିତ ଏଭେନ୍ୟୁ...
ସେପ୍ଟେମ୍ବର ସୁଦ୍ଧା ସ୍ପୁଟନିକ
ନୂଆଦିଲ୍ଲୀ,୧୩ ।୮: କରୋନା ଯୁଦ୍ଧରେ ଲଢେଇ କରିବାକୁ ଦେଶକୁ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ସୁଦ୍ଧା ଆଉ ଏକ ଶକ୍ତି ମିଳିବାକୁ ଯାଉଛି । ଯଦି ସବୁକିଛି ଠିକ୍ ରହିଲା ତେବେ ସିଙ୍ଗଲ ଡୋଜ ବାଲା ସ୍ପୁଟନିକ ଭି ଲାଇଟ୍...
ପ୍ରେମିକାଙ୍କ ସହ ହୋଟେଲ ଯାଇଥିଲେ ସ୍ବାମୀ, ପହଞ୍ଚିଗଲେ ସ୍ତ୍ରୀ, ଆଉ ତା’ ପରେ…
ମୁମ୍ବାଇ,୧୩ା୮: ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ହୋଟେଲ ବାହାରେ ଜଣେ ମହିଳା ହଙ୍ଗାମା କରିଛନ୍ତି। କାରଣ ତାଙ୍କ ସ୍ବାମୀ ଗର୍ଲଫ୍ରେଣ୍ଡଙ୍କ ସହ ହୋଟେଲ ଯାଇଥିବା ଜାଣିବା ପରେ ସେ ସିଧା ଯାଇ ହୋଟେଲ ସାମ୍ନାରେ ପହଞ୍ଚତ୍ଥିଲେ। ସ୍ବାମୀଙ୍କୁ ପ୍ରେମିକାଙ୍କ ସହ ଦେଖି...
Archives


