‘ଭାଲେନଟାଇନ୍ସ ଡେ’ରେ ପାର୍କରେ ବୁଲିଲେ ଗୋଡ଼ ଭାଙ୍ଗିଦେବୁ’
ଭୋପାଳ,୧୩।୨: ପାର୍କରେ ଭାଲେନଟାଇନ୍ସ ଡେ’ ପାଳୁଥିବା ଦେଖିଲେ, ପ୍ରେମୀ ଯୁଗଳଙ୍କ ଗୋଡ଼ ବାଡେଇ ଭାଙ୍ଗି ଦେବୁ। ମଧ୍ୟପ୍ରଦେଶର ଭୋପାଳରେ ପ୍ରେମୀ ଯୁଗଳଙ୍କ ପାଇଁ ଏଭଳି ଚେତାବନୀ ଜାରି କରିଛନ୍ତି ଶିବା ସେନା କର୍ମୀ। ଏ ନେଇ କାଳିକା ଶକ୍ତି ପୀଠ ମନ୍ଦିରରେ…
ଉଡୁପିରେ ସ୍କୁଲ, କଲେଜ ପାଖରେ ୧୪୪ ଧାରା
ବାଙ୍ଗାଲୋର ,୧୩।୨: ହିଜାବ-ସାଫ୍ରନକୁ ନେଇ ଚାଲିଥିବା ବିବାଦ ଯୋଗୁ ୪ ଦିନ ବନ୍ଦ ରହିବା ପରେ ସୋମବାରଠାରୁ କର୍ନାଟକରେ ଖୋଲିବାକୁ ଯାଉଛି ହାଇ ସ୍କୁଲ। ଏହାକୁ ଦୃଷ୍ଟିରେ ରଖି ଉଡୁପି ଜିଲର ସମସ୍ତ ଶିକ୍ଷାନୁଷ୍ଠାନ ପାଖରେ ଆସନ୍ତା ୬ ଦିନ ପାଇଁ…
ବର କନ୍ୟା ସହ ଫଟୋ ଉଠାଇ ଟଙ୍କା ବ୍ୟାଗ୍ ଧରି ଛୁ
ଗ୍ବାଲିୟର(ମଧ୍ୟପ୍ରଦେଶ),୧୩।୨: ଜଣେ ଚୋର ଷ୍ଟେଜରେ ଚଢ଼ି ବର କନ୍ୟାଙ୍କ ସହ ନିକଟ ସମ୍ପର୍କୀୟଙ୍କ ଭଳି ଫଟୋ ଉଠାଇଥିଲେ। ତା’ ପରେ ଟଙ୍କା ଓ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଗ୍ବାଲିୟର ସହରରୁ। ଭାଇରାଲ…
ଶାହାଙ୍କୁ କଡ଼ା ଜବାବ ଦେଲେ ହରିଶ ରାଓ୍ବତ, ଆବଶ୍ୟକ ପଡିଲେ ସବୁକିଛି କରିପାରିବି
ଡେରାଡୁନ,୧୩।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୧୪ରେ ନିର୍ବାଚନ ହେବ। ଏଥିପାଇଁ ପ୍ରଚାର ଶେଷ ହୋଇଛି। କିନ୍ତୁ ଦଳୀୟ ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ଚାଲିଛି। ରବିବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ ସ୍ବରାଷ୍ଟ୍ର ମନ୍ତ୍ରୀ…
ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଟାର୍ଗେଟ୍ କଲେ ଶାହା
ଲୁଧିଆନା,୧୩।୨: ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ ସେ କିପରି ପଞ୍ଜାବକୁ ସୁରକ୍ଷିତ ରଖିବେ ବୋଲି ପଞ୍ଜାବର ଲୁଧିଆନା ସହରରେ ରବିବାର ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ…
‘କଂଗ୍ରେସ ସରକାରକୁ ଫେରିଲେ ଲୋକଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର’
ଚଣ୍ଡିଗଡ,୧୩।୨:ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ଜୋରସୋରରେ ଚାଲିଛି। ଶାସକ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଲୋକଙ୍କ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ବ୍ୟସ୍ତ ଅଛନ୍ତି। ରବିବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନି ସରକାର ଫେରିବା ପରେ ଲୋକଙ୍କୁ…
ଗଣବଳାତ୍କାର ପରେ ହାତଗୋଡ଼ ବାନ୍ଧି ଫିଙ୍ଗିଦେଲେ ଛାତରୁ
ଚୁରୁ,୧୩।୨: ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ ଦିଲ୍ଲୀର ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ଗଣବଳାତ୍କାର କରି ହୋଟେଲ ଛାତରୁ ଫିଙ୍ଗିଦେବା ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଛୁରୁ ସହରରୁ। ପୀଡ଼ିତାଙ୍କୁ ଛୁରୁ ସହରରେ ଚାକିରି ଦେବା ପାଇଁ ୪ ଯୁବକ…
କ୍ୟାପଟେନଙ୍କୁ ଟାର୍ଗେଟ୍ କଲେ ପ୍ରିୟଙ୍କା
ଜଳନ୍ଧର,୧୩।୨: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ରବିବାର ନିର୍ବାଚନ ପ୍ରଚାର ପାଇଁ ପଞ୍ଜାବରେ ପହଞ୍ଚିଛନ୍ତି। ସର୍ବପ୍ରଥମେ, ସେ ନାଭି ସୋଚ ନଭା ପଞ୍ଜାବ ସମାବେଶକୁ ସମ୍ବୋଧିତ କରିବା ପାଇଁ କୋଟକାପୁରାରେ ପହଞ୍ଚିଥିଲେ। ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ପ୍ରିୟଙ୍କା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ…
‘ଭାଇ ପାଇଁ ଜୀବନ ଦେଇପାରିବି’
ନୂଆଦିଲ୍ଲୀ,୧୩।୨: “ମୋ ଭାଇ ପାଇଁ ମୁଁ ଜୀବନ ଦେଇପାରିବି। ସେ ମଧ୍ୟ ମୋ ଲାଗି ଜୀବନ ଦେବେ”। ରାହୁଲ ଗାନ୍ଧୀଙ୍କ ସହ ବିବାଦ ଥିବା ନେଇ ପ୍ରଶ୍ନ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କା…
ଟନେଲରେ ଏବେ ବି ଫସିଛନ୍ତି ୨ ଶ୍ରମିକ
ଭୋପାଳ,୧୩।୨: ମଧ୍ୟପ୍ରଦେଶ କଟନି ଜିଲାର ସଲିମାନାବାଦରେ ନିର୍ମାଣାଧୀନ ଟନେଲ ଭୁଷୁଡି ପଡ଼ିଛି। ଟନେଲ ଭଗ୍ନାଂଶ ତଳେ ୯ ଶ୍ରମିକ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୨ ଜଣ ଫସି ରହିଛନ୍ତି ବୋଲି…
୫ ବର୍ଷରେ ଜଣେ ମୁଖ୍ୟମନ୍ତ୍ରୀଙ୍କର ସମ୍ପତ୍ତି ବଢ଼ିଛି ୩ ଗୁଣା ଅନ୍ୟ ଜଣଙ୍କର ୭ ଗୁଣା…
ପଣଜୀ/ଡେରାଡୁନ୍,୧୩।୨: ଗତ ୫ ବର୍ଷରେ ୨୦୧୭ ପରେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କର ସମ୍ପତ୍ତି ୩ ଗୁଣା ବୃଦ୍ଧି ପାଇଛି। ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମ୍ପତ୍ତି ୭ ଗୁଣା ବଢ଼ିଛି। ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର୍)ର…
ଇଓଏସ୍-୪ ଉତ୍କ୍ଷେପଣ ପାଇଁ କାଉଣ୍ଟ୍ ଡାଉନ୍ ଆରମ୍ଭ…
ଶ୍ରୀହରିକୋଟା, ୧୩।୨ : ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ରେ ଭୋର୍ ୫ଟା ୫୯ରେ ଉତ୍କ୍ଷେପଣ କରିବାକୁ ଯାଉଛି। ଏହି ଉପଗ୍ରହ ପିଏସ୍ ଏଲ୍ଭି-ସି-୫୨ ରକେଟ ମାଧ୍ୟମରେ ଉତ୍କ୍ଷେପଣ ହେବ।…
Archives


