ଜାତୀୟ

ଉପନିର୍ବାଚନ ତାରିଖ ଘୋଷଣା, ୪ ରାଜ୍ୟର ୪ ବିଧାନସଭା-୧ ଲୋକ ସଭା ପାଇଁ ମତଦାନ ଏପ୍ରିଲ୍‌ ୧୨ରେ…

ନୂଆଦିଲ୍ଲୀ, ୧୨।୩ : ନିର୍ବାଚନ କମିଶନଙ୍କ ପକ୍ଷରୁ ୪ ରାଜ୍ୟର ୪ ବିଧାନସଭା ଏବଂ ୧ ଲୋକ ସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଶନିବାର ଘୋଷଣା ହୋଇଛି। ଏନେଇ ମତଦାନ ଏପ୍ରିଲ୍‌ ୧୨ରେ ହେବ ବୋଲି ନିର୍ବାଚନ କମିଶନ ସୂଚନା…

ଭାରତ ନ ଥକି ଆଗେଇ ଚାଲିବ…

ଅହମଦାବାଦ, ୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦଠାରେ ୧୧ ତମ ଖେଳ ମହାକୁମ୍ଭର ଶୁଭାରମ୍ଭ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌ରେ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତକୁ ରୋକିବା ଅସମ୍ଭବ। ଭାରତ ଏବେ ନ ଥକି ଆଗେଇ ଚାଲିବ।…

ସୀମାରେ ସୁରକ୍ଷା-ସ୍ଥିରତା ପାଇଁ ଭାରତ-ଚାଇନା ସହମତି…

ଲଦାଖ, ୧୨।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ମଧ୍ୟରେ ହୋଇଥିବା ୧୫ ତମ ରାଉଣ୍ଡ ସାମରିକ କମାଣ୍ଡରସ୍ତରୀୟ ବୈଠକରେ ସୀମାରେ ସୁରକ୍ଷା ଏବଂ ସ୍ଥିରତା ପାଇଁ…

କଂଗ୍ରେସର ପୁରୁଣା ପାଠର ଆଲୋଚନା, ରବିବାର ଓ୍ବାର୍କିଂ କମିଟି ବୈଠକ…

ନୂଆଦିଲ୍ଲୀ, ୧୨।୩ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ପରେ କଂଗ୍ରେସ ପକ୍ଷରୁ ପୁରୁଣା ପାଠର ଆଲୋଚନା ଆରମ୍ଭ ହୋଇଛି। ରବିବାର ଦଳର ଓ୍ବାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ରବିବାର ଅପରାହ୍ନ ୪ଟାରେ ଦିଲ୍ଲୀସ୍ଥିତି ଅଲ ଇଣ୍ଡିଆ…

ରନ୍‌ଓ୍ବେ ବାହାରକୁ ପଳାଇଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ…

ଜବଲପୁର, ୧୨।୩ : ମଧ୍ୟପ୍ରଦେଶର ଜବଲପୁର ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ କରିବା ସମୟରେ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ବିମାନଟି ରନ୍‌ଓ୍ବେ ବାହାରକୁ ଚାଲି ଯାଇଥିଲା। ତେବେ ବିମାନର କୌଣସି କ୍ଷତି ହୋଇ ନଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ…

କଂଗ୍ରେସର ୯୭ ପ୍ରତିଶତ-ବିଏସ୍‌ପିର ୭୨ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଲେ…

ଲକ୍ଷ୍ନୌ, ୧୨।୩ : ଉତ୍ତରପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି, ସମାଜବାଦୀ ପାର୍ଟି ଏହାକୁ ପ୍ରତ୍ୟେକ ଆସନରେ କଡ଼ା ମୁକାବିଲା କରିଛି। କିନ୍ତୁ ଦୀର୍ଘ ଦିନ ଧରି ଉତ୍ତରପ୍ରଦେଶର ରାଜନୀତିକୁ ଫେରିବାକୁ ଚେଷ୍ଟା କରୁଥିବା କଂଗ୍ରେସ…

୨୦୨୪ ନିର୍ବାଚନ ପାଇଁ ଭାଜପାର ନୂଆ ଭୋଟ ବ୍ୟାଙ୍କ…

ନୂଆଦିଲ୍ଲୀ, ୧୨।୩ : ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ପୁଣି ୪ ଟି ରାଜ୍ୟରେ କ୍ଷମତାକୁ ଫେରିଛି। ଚଳିତ ନିର୍ବାଚନରେ ମୁଦ୍ରାସ୍ଫୀତି, ବେକାରୀ ଏବଂ ଅଥନୈତିକ ବିଫଳତାକୁ ଘେରି ରହିଥିବା ଭାଜପାକୁ ସିଂହାସନକୁ ଫେରାଇ ଆଣିବା ପାଇଁ…

୬ କୋଟି କର୍ମଚାରୀଙ୍କୁ ବଡ଼ ଝଟ୍‌କା, ଇପିଏଫ୍‌ ସୁଧ ହାର କହିଲା…

ନୂଆଦିଲ୍ଲୀ, ୧୨।୩ : ଇପିଏଫ୍‌ ଆକାଉଣ୍ଟ ଧାରକମାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଇପିଏଫ୍‌ ପାଇଁ ଜମା ହେଉଥିବା ଟଙ୍କା ଉପରେ ମିଳୁଥିବା ସୁଧ ହାର ହ୍ରାସ ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ, ଇପିଏଫ୍‌ଓରେ ଜମା ହୋଇଥିବା ପାଣ୍ଠି ଉପରେ…

ନ୍ୟାୟିକ ବ୍ୟବସ୍ଥା ସଶକ୍ତ ହେବା ଅପରିହାର୍ଯ୍ୟ…

ଗାନ୍ଧିନଗର,୧୨।୩ : ପାଞ୍ଚ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନ। ଶନିବାର ଗାନ୍ଧିନଗରରେ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ପ୍ରଥମ…

୪ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଶହେରୁ କମ୍‌…

ନୂଆଦିଲ୍ଲୀ, ୧୨।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୪ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୩ ହଜାର ୬୧୪…

କୌଣସି ଟିଭି ବିତର୍କରେ ଭାଗ ନେବେନି ବିଏସ୍‌ପି ମୁଖପାତ୍ର

ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ସୁପ୍ରିମୋ ମାୟାବତୀ ଗଣମାଧ୍ୟମ ଉପରେ ଜାତିଗତ ମନୋଭାବ ଆପଣାଉଥିବାର ଅଭିଯୋଗ କରିଛନ୍ତି। ଏଣୁ ବର୍ତ୍ତମାନଠାରୁ ତାଙ୍କ ଦଳର କୌଣସି ମୁଖପାତ୍ର ଟିଭି ଚ୍ୟାନେଲ ବିତର୍କରେ ଭାଗ ନେବେ ନାହିଁ ବୋଲି ମାୟାବତୀ…

ଜେଲ୍‌ରେ ତାଲିମ ଦେଉଛନ୍ତି ରେସଲର୍‌ ସୁଶୀଲ

ନୂଆଦିଲ୍ଲୀ,୧୨।୩: ହତ୍ୟା ଅଭିଯୋଗରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟ୍‌ନେସ ଓ ରେସଲିଂ ତାଲିମ ଦେଉଛନ୍ତି। ଏଥିପାଇଁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି। ଅଧିକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ୬ରୁ ୭ଜଣ କଏଦୀ ସୁଶୀଲଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?