ଜାତୀୟ

ଇଓଏସ୍‌-୪ ଉତ୍‌କ୍ଷେପଣ ପାଇଁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ…

ଶ୍ରୀହରିକୋଟା, ୧୩।୨ : ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ରେ ଭୋର୍‌ ୫ଟା ୫୯ରେ ଉତ୍‌କ୍ଷେପଣ କରିବାକୁ ଯାଉଛି। ଏହି ଉପଗ୍ରହ ପିଏସ୍‌ ଏଲ୍‌ଭି-ସି-୫୨ ରକେଟ ମାଧ୍ୟମରେ ଉତ୍‌କ୍ଷେପଣ ହେବ।…

ଫେଲ୍‌ ମାରିଲେ ଇଞ୍ଜିନିୟର, ମୁସଲମାନ ମିସ୍ତ୍ରୀ ସ୍ଥାପନ କଲେ ଦେଢ଼ ଟନ୍‌ର ଶିବଲିଙ୍ଗ

ଭୋପାଳ,୧୩ା୨: ମଧ୍ୟପ୍ରଦେଶର ମନ୍ଦସୌରରେ ବିଶ୍ୱ ବିଖ୍ୟାତ ଅଷ୍ଟମୁଖୀ ଭଗବାନ ପଶୁପତିନାଥ ମହାଦେବ ମନ୍ଦିର ରହିଛି। ଏଠାରେ ସହସ୍ରେଶ୍ୱର ମହାଦେବଙ୍କ ପ୍ରତିମା ସ୍ଥାପନ କରାଯାଇଛି। ଏହି ଶିବଲିଙ୍ଗର ଗୋଲେଇ ଏବଂ ଲମ୍ବା ୬.୫୦ ଫୁଟ। ଏହା କ୍ରେନ୍‌ ସାହାଯ୍ୟରେ ସ୍ଥାପନ କରାଯାଇଛି। ପ୍ରଶାସନ…

ଉତ୍ତରପ୍ରଦେଶ ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୯ ଜିଲାର ୫୫ ଆସନରେ ଭୋଟିଂ…

ନୂଆଦିଲ୍ଲୀ, ୧୩।୨ : ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୧୪ରେ ମତଦାନ ହେବାକୁ ଯାଉଛି। ୯ ଜିଲାର ୫୫ ଆସନରେ ଭୋଟିଂ ହେବ। ଏହି ପର୍ଯ୍ୟାୟରେ ମୋଟ ୫୮୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା…

ରାଜନୈତିକ ଦଳ ବାଟରେ କଣ୍ଟା ସାଜିଛନ୍ତି ବିଦ୍ରୋହୀ ପ୍ରାର୍ଥୀ…

ଲକ୍ଷ୍ନୌ, ୧୩।୨ : ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ବିଦ୍ରୋହୀଙ୍କ ଭୂମିକା ଯୋଗୁ ସ୍ଥିତି ଖରାପ ହେବାରେ ଲାଗିଛି। ବିଦ୍ରୋହୀ ପ୍ରାର୍ଥୀ ଭାଜପା, ଏସ୍‌ପି, ବିଏସ୍‌ପି ଏବଂ କଂଗ୍ରେସ ଆଦି ରାଜନୈତିକ ଦଳ ବାଟରେ କଣ୍ଟା ସାଜିଛନ୍ତି। ଫଳରେ ରାଜନୈତିକ ଦଳଗୁଡ଼ିକର ଚିନ୍ତା…

ଦୈନିକ ସଂକ୍ରମଣ ୫୦ ହଜାର ତଳେ…

ନୂଆଦିଲ୍ଲୀ, ୧୩।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି…

ଆଞ୍ଚଳିକ ଭାଷାରେ ହେବ ମେଡ଼ିକାଲ ପାଠପଢ଼ା…

ନୂଆଦିଲ୍ଲୀ, ୧୩।୨ : ଏଣିକି ଆଞ୍ଚଳିକ ଭାଷାରେ ମେଡ଼ିକାଲ ପାଠପଢ଼ା କରିହେବ। ଦୁଇଟି ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ବିଚାର କରାଯାଉଛି। ଏହା ଦ୍ୱାରା ଛାତ୍ରୀଛାତ୍ର ଆଞ୍ଚଳିକ ଭାଷାରେ ପାଠପଢ଼ିବା ଚୟନ କରିବାର ସ୍ବାଧୀନତା ପାଇ ପାରିବେ। ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ…

ନିର୍ବାଚନ ପ୍ରଚାରର ସୁପର ସନ୍‌ଡେ’

ନୂଆଦିଲ୍ଲୀ,୧୩ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଷ୍ଟାର ପ୍ରଚାରକଙ୍କର ଭିଡ ଦେଖିବାକୁ ମିଳିଲାଣି । ରବିବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପଞ୍ଜାବ ଗସ୍ତରେ ଯାଉଛନ୍ତି । ସେ ଏନଡିଏ ମେଣ୍ଟ ଲାଗି ପ୍ରଚାର କରିବେ…

କଂଗ୍ରେସ କରିଛି ଦେଶକୁ ବିଭାଜିତ: ଭାଜପା ନେତା

ବେଙ୍ଗାଲୁରୁ,୧୩ ।୨: ହରିୟାଣାର ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ସବୁବେଳେ ବିରୋଧୀଙ୍କୁ ଟାର୍ଗେଟ କରି ଆସିଥଆନ୍ତି ଚର୍ଚ୍ଚାକୁ । ଏବେ ସେ ପୁଣିଥରେ ହିଜାବ ବିବାଦକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବିଜ କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ…

କୋଭିଡ ସେଣ୍ଟର ଘୋଟାଲା: ମୁମ୍ବାଇର ଚା’ ବାଲାଙ୍କୁ ଦିଆଯାଇଛି ୧୦୦ କୋଟି ଟଙ୍କାର ଠିକା

ମୁମ୍ବାଇ,୧୩ ।୨: କରୋନା ମହାମାରୀକୁ ମୁକାବିଲା କରିବାକୁ ସରକାରଙ୍କ ତରଫରୁ ଗଢିଉଠିଥିଲା କୋଭିଡ ସେଣ୍ଟର । ଏହି କ୍ରମରେ ପୁଣେରେ ୧୦୦ କୋଟି ଟଙ୍କା ବ୍ୟୟରେ ଏକ କୋଭିଡ ସେଣ୍ଟର ନିର୍ମାଣ ଲାଗି ମୁମ୍ବାଇର ଜଣେ ଚା’ବାଲାଙ୍କୁ ଠିକା ଦିଆଯାଇଥିବା ଜଣାପଡିଛି…

ବାରାମୂଳାରୁ ଅଲ-ବଦ୍ରର ୭ ଆତଙ୍କବାଦୀ ଗିରଫ: ଯୋଜନା ଥିଲା ଘାଟିରେ ବଡ ଧରଣର ଆକ୍ରମଣ

ଶ୍ରୀନଗର,୧୩ ।୨: ପୂର୍ବ ପ୍ରକୃତିରୁ ବାହାରି ପାରୁନି ପାକିସ୍ତାନ । ଜମ୍ମୁ-କଶ୍ମୀରରେ ବାରମ୍ବାର ଆକ୍ରମଣ ଯୋଜନା କରି ଚାଲିଛନ୍ତି ପାକିସ୍ତାନ ଆତଙ୍କବାଦୀ । ହେଲେ ଭାରତୀୟ ସୁରକ୍ଷା ବଳ ଏହାର କଡା ଜବାବ ଦେଇ ଚାଲିଛି । ନିକଟରେ ସୁରକ୍ଷା କର୍ମୀ…

ମହାନଦୀ ବିବାଦ: ଟ୍ରିବ୍ୟୁନାଲରେ ୯ ସାକ୍ଷୀଙ୍କ ତାଲିକା ଦେଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୨: ମହାନଦୀ ଜଳ ବିବାଦ ମାମଲାର ଅନୁଧ୍ୟାନ ଲାଗି ଓଡ଼ିଶା ସରକାର ଟ୍ରିବ୍ୟୁନାଲରେ ୯ ଜଣ ସାକ୍ଷୀଙ୍କ ତାଲିକା ଦାଖଲ କରିଛନ୍ତି। ସେହିପରି ଶୁଣାଣି ବେଳେ ଛତିଶଗଡ଼ ୭ ଜଣ ସାକ୍ଷୀଙ୍କ ପ୍ରସ୍ତାବ ଦେଇଛି। କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ସଦସ୍ୟ…

ଧସିଲା ନର୍ମଦା ଘାଟି ପରିଯୋଜନାର ଅଣ୍ଡର ଗ୍ରାଉଣ୍ଡ ଟନେଲ: ଫସିଲେ ୯ ଶ୍ରମିକ

କଟନି,୧୩ ।୨: ମଧ୍ୟ ପ୍ରଦେଶର କଟନି ଜିଲାରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ବଡ ଅଘଟଣ ଘଟିଛି । କଟନି ଜିଲାରେ ନର୍ମଦା ଘାଟି ପରିଯୋଜନାରେ ନିର୍ମାଣ କରାଯାଉଥିବା ଅଣ୍ଡର ଗ୍ରାଉଣ୍ଡ ଟନେଲ ଧସି ଯାଇଛି । ଫଳରେ ସେଠାରେ କାମ କରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri