ଏହି ରାଜ୍ୟରେ ବଳାତ୍କାର ମାମଲା ସର୍ବାଧିକ
ଜୟପୁର,୧୫।୯: ଅନ୍ୟ ରାଜ୍ୟ ତୁଳନାରେ ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ ବଳାତ୍କାର ମାମଲା ରୁଜୁ ହେଉଛି। ଏପରି କି ଉତ୍ତରପ୍ରଦେଶକୁ ପଛରେ ଛାଡ଼ି ଦେଇଛି କଂଗ୍ରେସ ଶାସିତ ରାଜସ୍ଥାନ। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକଡର୍ସ ବ୍ୟୁରୋ (ଏନ୍ସିଆର୍ବି)ର ୨୦୨୦ ବର୍ଷର...
‘ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’
ପାଟନା,୧୫।୯: ବ୍ୟାଙ୍କର ଭୁଲ ଯୋଗୁ ବିହାରର ଖାଗାରିଆ ଜିଲାର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଥିଲା ୫.୫ ଲକ୍ଷ ଟଙ୍କା। ଏହି ଟଙ୍କା ଫେରାଇ ଦେବାକୁ ତାଙ୍କ ପାଖକୁ ଅନେକ ଥର ନୋଟିସ ଆସିଥିଲା। ଏହାର ଜବାବରେ ବ୍ୟକ୍ତି ଜଣଙ୍କ...
ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ
ନୂଆଦିଲ୍ଲୀ,୧୫।୯: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ତାଙ୍କ ଲିଙ୍କ୍ରେ ଥିବା ଲକ୍ଷ୍ନୌର ଏକ କମ୍ପାନୀ ଉପରେ ବୁଧବାର ଆୟକର ବିଭାଗ (ଆଇଟି) ଚଢ଼ାଉ କରିଛି। ନିକଟରେ ସୋନୁଙ୍କ କମ୍ପାନୀ ଓ ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ୍...
ରାସ୍ତା ଉପରେ ନାଚିବା ପଡ଼ିଲା ମହଙ୍ଗା
ଇନ୍ଦୋର,୧୫।୯: ମଧ୍ୟପ୍ରଦେଶ ଇନ୍ଦୋରର ରସୋମା ସ୍କୋୟାରରେ ରେଡ୍ ସିଗନାଲର ଫାଇଦା ଉଠାଇ ଜଣେ ଯୁବତୀ ରାସ୍ତା ଉପରେ ନାଚି ଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି ଇନ୍ଷ୍ଟାଗ୍ରାମରେ। ଏହି ଭିଡିଓ ଯୁବତୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଟ୍ରାଫିକ୍ ନିୟମ...
‘ଭିକ ମାଗୁଛି, ଜୀବନ ଶେଷ କରନାହିଁ’
ଚେନ୍ନାଇ,୧୫।୯: ତାମିଲନାଡୁରେ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଚାପର ସମ୍ମୁଖୀନ ହେଉଥିବା ଛାତ୍ରୀଛାତ୍ରଙ୍କୁ ବୁଧବାର ଏକ ଭାବପ୍ରବଣ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ। ଏହି ବିବାଦୀୟ ପରୀକ୍ଷା କାରଣରୁ ଗୋଟିଏ ସପ୍ତାହରେ ରାଜ୍ୟର...
‘ଧରିପଡ଼ିବା ପରେ ବଳାତ୍କାରୀଙ୍କୁ ଏନକାଉଣ୍ଟର’
ହାଇଦ୍ରାବାଦ୍,୧୫।୯: ପଡୋଶୀଙ୍କ ୬ ବର୍ଷୀୟା ଝିଅଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରା ପଡ଼ିନାହିଁ। ଏହି ବଳାତ୍କାର ଓ ହତ୍ୟା କାଣ୍ଡ ଘଟାଇଥିବା ଅପରାଧୀ ଧରାପଡ଼ିବା ପରେ ଏନକାଉଣ୍ଟର କରାଯିବ ବୋଲି ତେଲାଙ୍ଗାନାର ଜଣେ ଶ୍ରମ ମନ୍ତ୍ରୀ...
‘ଭାରତ କେବେ ଆଫଗାନିସ୍ତାନ ଭଳି ହୋଇପାରିବ ନାହିଁ’
ମୁମ୍ବାଇ,୧୫।୯: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ (ଆରଏସଏସ) ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କୁ ତାଲିବାନ ସହିତ ତୁଳନା କରିଥିବା ଗୀତିକାର ଜାଭେଦ ଅଖତର ହିନ୍ଦୁମାନଙ୍କୁ ବିଶ୍ୱର ସବୁଠାରୁ ସହନଶୀଳ ସମ୍ପ୍ରଦାୟ ବୋଲି ବର୍ଣ୍ଣନା କରିଛନ୍ତି। ଶିବସେନା ମୁଖପତ୍ର...
ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ୍ ଏବେ ଖୋଲିବା ମନା…
ନୂଆଦିଲ୍ଲୀ,୧୫।୯: କରୋନା ମହାମାରୀର ଦ୍ୱିତୀୟ ଳହର ଦେଶରେ ଥମିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ନବaମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ଉପରେ ନିଷ୍ପତ୍ତି ଗ୍ରହଣ ହୋଇଥିଲା। ସ୍କୁଲଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ ବୋଲି ପୂର୍ବରୁ ଦିଲ୍ଲୀ ବିପର୍ଯ୍ୟୟ...
ଗୁଜରାଟ ଭାଜପାରେ ବଢୁଛି ବିବାଦ
ଗାନ୍ଧିନଗର,୧୫।୯: ଗୁଜରାଟରେ ନେତୃତ୍ୱ ପରିବର୍ତ୍ତନ ପରେ ବୁଧବାର କ୍ୟାବିନେଟକୁ ବିସ୍ତାର କରାଯିବାର ସମ୍ଭାବନା ରହିଛି। କିନ୍ତୁ କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ଦଳରେ ଆଭ୍ୟନ୍ତରୀଣ ମତଭେଦ ମଧ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ...
ଅଟୋ ସେକ୍ଟରକୁ ପିଏଲ୍ଆଇ ପ୍ୟାକେଜ, ୭.୫ ଲକ୍ଷଙ୍କୁ ମିଳିବ ନିଯୁକ୍ତି…
ନୂଆଦିଲ୍ଲୀ,୧୫।୯: ଅଟୋ ଏବଂ ଡ୍ରୋନ୍ ସେକ୍ଟର ପାଇଁ ପ୍ରଡକଶନ୍ ଲିଙ୍କ୍ ଇନସେନଟିଭ୍ (ପିଏଲ୍ଆଇ) ଯୋଜନା ଅନ୍ତର୍ଗତ ୫୭,୦୪୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି। ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଧାର୍ଯ୍ୟ ପ୍ୟାକେଜ ମଧ୍ୟରୁ...
ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ, ସରକାର ଜାରି କଲେ କଟକଣା…
ନୂଆଦିଲ୍ଲୀ,୧୫।୯: ଚଳିତ ଦୀପାବଳିରେ ଗତ ବର୍ଷ ଭଳି ମଧ୍ୟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ସରକାର କଡ଼ା କଟକଣା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏନେଇ ବୁଧବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ଗତ...
ମୋବାଇଲରେ କାର୍ଟୁନ ଦେଖୁଦେଖୁ ବାଲ୍କୋନିରୁ ଖସିପଡ଼ିଲେ ୨ ବର୍ଷର ଶିଶୁ
ମୁମ୍ବାଇ,୧୫ା୯: ଆଜିକାଲି ଛୋଟପିଲାଙ୍କୁ ଭୁଲାଇବା ପାଇଁ ମାତାପିତା ମୋବାଇଲର ସାହାରା ନେଉଛନ୍ତି। ମାତ୍ର ଏହି ମୋବାଇଲ ବେଳେବେଳେ ପିଲାଙ୍କ ପାଇଁ କାଳ ସାଜୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ସୁରଟରେ। ସହରର ପ୍ରତାପନଗରରେ ଥିବା ଏକ ଆପାର୍ଟମେଣ୍ଟର...
Archives


