ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ୍‌ ଏବେ ଖୋଲିବା ମନା…

ନୂଆଦିଲ୍ଲୀ,୧୫।୯: କରୋନା ମହାମାରୀର ଦ୍ୱିତୀୟ ଳହର ଦେଶରେ ଥମିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ନବaମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ଉପରେ ନିଷ୍ପତ୍ତି ଗ୍ରହଣ ହୋଇଥିଲା। ସ୍କୁଲଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ ବୋଲି ପୂର୍ବରୁ ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଡିଡିଏମ୍‌ଏ) ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା।

ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲା ଯିବା ନେଇ ଡିଡିଏମ୍‌ଏ ମନା କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏସବୁ ଏହାକୁ ବନ୍ଦ ରଖିବାକୁ ଡିଡିଏମ୍‌ଏ କହିଛନ୍ତି। ଡିଡିଏମ୍‌ଏର ବିଶେଷଜ୍ଞ କମିଟି ପକ୍ଷରୁ ବିଚାର ବିମର୍ଷ କରାଯିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ଉପନିର୍ବାଚନ: ୩୨ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

ନୂଆଦିଲ୍ଲୀ, ୨୯।୯:୧୭ ରାଜ୍ୟର ୬୪ଟି ବିଧାନସଭା ଆସନ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଜଳରେ ହେବାକୁ ଥିବା ବିଧାନସଭା ଉପର୍ନିବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା...

ମହିଳା ଯାତ୍ରୀଙ୍କ ବିସ୍ଫୋରଣ ଧମକ: ବିମାନର ଜରୁରୀ ଅବତରଣ

କୋଲକାତା,୧୩ା୧: ବିସ୍ଫୋରଣରେ ବିମାନ ଉଡ଼ାଇଦେବେ ବୋଲି ଜଣେ ମହିଳା ଯାତ୍ରୀ ଧମକ ଦେବା ପରେ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାରଏସିଆର ଏକ ବିମାନକୁ ଫେରାଇ ଅଣାଯାଇ...

ନାରାୟଣ ସାଇଙ୍କ ନୂଆ ଠିକଣା: ବାରାକ୍‌ ନମ୍ବର-୬;କଏଦୀ ନମ୍ବର ୧୭୫୦

ସୁରଟ,୨।୫: ସୁରଟ ସେସନ୍‌ କୋର୍ଟଙ୍କ ଦଣ୍ଡାଦେଶ ପରେ ନାରାୟଣ ସାଇଙ୍କ ଠିକଣା ଏବେ ବଦଳି ଯାଇଛି। ୨ ଭଉଣୀଙ୍କୁ ବଳାତ୍କାର ଅଭିଯୋଗରେ ସେସନ କୋର୍ଟ ନାରାୟଣଙ୍କୁ...

ପରିବା ବେପାରୀଙ୍କୁ କରୋନା ଭୟ

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): କଟକ ଓ ଭୁବନେଶ୍ୱରେ ପନିପରିବା ଦର ହୁ ହୁ ହୋଇ ବଢୁଛି। ୪୦ଟଙ୍କା ତଳକୁୁ କାୈଣସି ପନିପରିବା ମିଳୁ ନାହିଁ। ଆଳୁ ପିଆଜଠାରୁ...

ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା

ଭଦ୍ରକ ଅଫିସ,୨୨ା୬: ଜିଲାରୁ ସୋମବାର ପୁଣି ୪ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୧ରେ ପହଞ୍ଚିଛି। ଆଜି...

କାଟ୍ରୋସାଟ୍‌-୩ର ସଫଳ ଉତ୍‌କ୍ଷେପଣ: ମହାକାଶରୁ ସୀମା ଉପରେ ରଖିବ କଡ଼ା ନଜର

ଶ୍ରୀହରିକୋଟା,୨୭।୧୧: ଭାରତ ପୁଣି ରଚିଛି ଇତିହାସ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ବୁଧବାର ପୂର୍ବାହ୍ନ ୯ଟା ୨୮ରେ କାଟ୍ରୋସାଟ୍‌-୩ର...

ଫେବୃୟାରୀରୁ ହୋଇନି ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ନ ହେବା ନେଇ ଚୁକ୍ତି ହେବା ପରେ ଫେବୃୟାରୀଠାରୁ ଏଲ୍‌ଓସିରେ ଶାନ୍ତି ବଜାୟ ରହିଥିବା ଭାରତୀୟ ସେନା ମୁଖ୍ୟ...

୨୦୦୮ ଜୟପୁର ବୋମା ବିସ୍ଫୋରଣ: ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଜୟପୁର,୧୮।୧୨: ରାଜସ୍ଥାନ ଜୟପୁରରେ ୨୦୦୮ ମେ ୧୩ରେ ହୋଇଥିବା ବିସ୍ଫୋରଣ ମାମଲାରେ ୧୧ ବର୍ଷ ପରେ ବୁଧବାର ବିଶେଷ ଅଦାଲତ ରାୟ ଦେଇଛନ୍ତି। ୪ ଅଭିଯୁକ୍ତଙ୍କୁ...

Advertisement


Archives

Model This Week