ଜାତୀୟ

ବିଶ୍ୱକପ୍‌ ଜିତାଇପାରିବେ କି ଦ୍ରାବିଡ-ରୋହିତ ଯୋଡି: ସଚିନ କହିଲେ…

ନୂଆଦିଲ୍ଲୀ,୨୮।୧: ଗତ କିଛି ମାସ ମଧ୍ୟରେ ଭାରତୀୟ କ୍ରିକେଟ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। କୋଚ ଭାବରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ଏବଂ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଏଠାରେ ଅନେକ…

କୋଭିଡ୍‌ ସ୍ଥିତିକୁ ନେଇ ଆଜି ବସିବ ସମୀକ୍ଷା ବୈଠକ

ନୂଆଦିଲ୍ଲୀ,୨୮।୧: କୋଭିଡ୍‌ ପରିସ୍ଥିତିକୁ ନେଇ ଦକ୍ଷିଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶୁକ୍ରବାର ଏକ ସମୀକ୍ଷା ବୈଠକ କରିବେ। ଅପରାହ୍ନ ୨ଟା ୩୦ରେ ବସିବ ଏହି ବୈଠକ । ଆନ୍ଧ୍ରପ୍ରଦେଶ, କର୍ନାଟକ, କେରଳ,…

୨୪ ଘଣ୍ଟାରେ ୨.୫୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୬୨୭ ମୃତ

ନୂଆଦିଲ୍ଲୀ,୨୮।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୧ ହଜାର ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୬୨୭ଙ୍କ ମୃତ୍ୟୁ ଘଟିଛି।…

‘ଖାନ ସାର୍‌ଙ୍କ ଉପରୁ ମାମଲା ହଟାଅ’

ପାଟଣା,୨୮।୧: ରେଲଓ୍ବେର ରିକ୍ରୁଟମେଣ୍ଟ ପ୍ରକ୍ରିୟା ବିରୋଧରେ ଚାଲିଥିବା ହିଂସାତ୍ମକ ଛାତ୍ର ଆନ୍ଦୋଳନ ସହ ସମ୍ପୃକ୍ତି ଅଭିଯୋଗରେ ବିହାରର ଖାନ ସାରଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାର ଦୁଇ ଦିନ ପରେ ଜଣାଶୁଣା ଲେକଚରଙ୍କ ଉପରୁ ମାମଲା ହଟାଇବାକୁ…

କେଜରିୱାଲ ଗ୍ୟାରେଣ୍ଟି କାର୍ଡରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି, ମହିଳାଙ୍କୁ ମାଗଣା ବସ ସେବା

ଲକ୍ଷ୍ନୌ,୨୮ ।୧: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଆମ ଆଦମୀ ପାର୍ଟି(ଏଏପି) ତା’ର ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି ଓ ମହିଳାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ ବୋଲି ଘୋଷଣା…

ରାହୁଲଙ୍କ ସାମ୍ନାରେ ଚନ୍ନି-ସିଦ୍ଧୁ କୋଳାକୋଳି

ଚଣ୍ଡିଗଡ,୨୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଞ୍ଜାବ ଗସ୍ତ ସମୟରେ ରାଜ୍ୟରେ ଦଳୀୟ ମତଭେଦ ଦୂର ହେବା ପରି ଲାଗୁଛି। ରାହୁଲଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପରସ୍ପର ଆଲିଙ୍ଗନ…

ଚରିତ୍ର ସଂହାର କରିବାରୁ କଂଗ୍ରେସରୁ ଇସ୍ତଫା ଦେଲେ ଫାରହା ନଇମ

ବଡାଉନ,୨୮ ।୧: କଂଗ୍ରେସର କଳି ଏବେ ପ୍ରାୟ ସବୁ ରାଜ୍ୟରେ ଦେଖିବାକୁ ମିଳିଲାଣି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଘୋଷଣା କରାଯାଇଥିବା ବେଳେ ଏବେ ଶେଖୁପୁର ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥି ଥିବା ଫରହା ନଇମ ଗୁରୁବାର…

‘ଭାଇ’ କହିଲେ ନାହିଁ ବୋଲି ମାଡ଼

ପୁଣେ,୨୮।୧: ଭାଇ ନ କହିବାରୁ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ମାଡ଼ ମାରିବା ସହ ରାସ୍ତାରେ ଫୋପଡ଼ା ଯାଇଥିବା ବିସ୍‌କୁଟ୍‌ ଖାଇବାକୁ ବାଧ୍ୟ କରାଯାଇଥିଲା। ଏଭଳି ଘଟଣା ସାମ୍ନାକୁ ଆସିଛି ପୁଣେ ଜିଲାର ପିମ୍ପରି-ଚିଞ୍ଚଓ୍ବାଡ୍‌ ଅଞ୍ଚଳରୁ। ଏହି ଘଟଣାରେ ସମ୍ପୃକ୍ତ ୩…

ଡରୁଛି ଭାଜପା!

ଲକ୍ଷ୍ନୌ,୨୮ ।୧: ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ବେଳକୁ ବେଳ ରାଜନୀତି ମଇଦାନରେ ସରଗରମ ଦେଖିବାକୁ ମିଳୁଛି । ଏବେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସକ ଦଳ ବି କେତୋଟି ଆସନରେ ନିଜର…

ବୋହୂଙ୍କୁ ଡରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଣଜୀ,୨୮ା୧:ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପସିଂ ରାଣେ ପୋରିଏମ୍‌ ଆସନରୁ ପ୍ରାର୍ଥୀ ହୋଇଥାଆନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। କାରଣ ଉକ୍ତ ଆସନରୁ ଭାଜପା ତାଙ୍କ ବୋହୂ ଦିବ୍ୟା ରାଣେଙ୍କୁ…

ସିଦ୍ଧୁଙ୍କ ବିପକ୍ଷରେ ଲଢିବେ ଅବସରପ୍ରାପ୍ତ ଆଇଏଏସ୍‌

ଚଣ୍ଡିଗଡ଼,୨୮ ।୧: ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ବେଳକୁ ବେଳ ସେଠାକାର ରାଜନୀତି ହେଉଛି ସରଗରମ । ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ତୃତୀୟ ତାଲିକାରେ ରହିଛି…

ଲାଞ୍ଚ ପାଇଁ ଫେରାଇଦେଲା ହସ୍ପିଟାଲ, ରାସ୍ତାରେ ମୃତ ସନ୍ତାନକୁ ଜନ୍ମଦେଲେ

ଭୋପାଳ,୨୭।୧: ମଧ୍ୟପ୍ରଦେଶର ଭିନ୍ଦ୍‌ ଜିଲାସ୍ଥିତ ଏକ ସରକାରୀ ହସ୍ପିଟାଲ ଚିକିତ୍ସା କରିବାକୁ ମନା କରି ଫେରାଇ ଦେବାରୁ ମଙ୍ଗଳବାର ଜଣେ ମହିଳା ରାସ୍ତାରେ ମୃତ ସନ୍ତାନ ପ୍ରସବ କରିଛନ୍ତି। ଖବର ଅନୁଯାୟୀ, ଭିନ୍ଦ୍‌ ଜିଲା ରାଜୁପୁରା ଗ୍ରାମର କାଲୋ ବାଈ ୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri