ଜାତୀୟ

ଆଜି ଦିଦିଙ୍କ ରାଜନୈତିକ ଭବିଷ୍ୟତର ଭାଗ୍ୟ ପରୀକ୍ଷା

କୋଲକାତା,୩ ।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଜି ଭାଗ୍ୟ ପରୀକ୍ଷା । ଆଉ ମାତ୍ର କେଇ ଘଣ୍ଟା ମଧ୍ୟରେ ନିଶ୍ଚିତ ହୋଇଯିବ କି ସେ ମୁଖ୍ୟମନ୍ତ୍ରୀ ଆସନରେ ରହିବେ ନା ତାଙ୍କୁ ଇସ୍ତଫା ଦେବାକୁ ପଡିବ । ରବିବାର...

ମୋ ପିତାଙ୍କୁ ବନ୍ଦୀ କରି ରଖାଯାଇଛି, ପାଟନା ଆସିବାକୁ ଦିଆଯାଉ ନାହିଁ: ତେଜ ପ୍ରତାପ

ପାଟନା,୩ ।୧୦: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଏକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀରେ ବନ୍ଦୀ କରି ରଖାଯାଇଛି ପାଟନା ଆସିବାକୁ ଦିଆଯାଉ ନାହିଁ...

ଆକ୍ସନ ମୁଡରେ ଚନ୍ନି: ପ୍ରସ୍ତୁତ ହେବ ଦୁର୍ନୀତିରେ ଫସି ରହିଥିବା ସରକାରୀ କର୍ମଚାରୀଙ୍କ ତାଲିକା

ଚଣ୍ଡିଗଡ଼,୩ ।୧୦: ପଞ୍ଜାବର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବେ ଆକ୍ସନ ମୁଡରେ । ଚନ୍ନି ଯେଉଁ ସରକାରୀ କର୍ମଚାରୀଙ୍କ ନାଁରେ ଦୁର୍ନୀତି ମାମଲା ରହିଛି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ...

ସମୁଦ୍ର ମଝିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍‌ସିବିର ଚଢାଉ

ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଛି । ଏଥିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍‌ସିବି ଚଢାଉ କରି ପ୍ରାୟ ୧୦ ଜଣଙ୍କୁ ଗିରଫ କରିଥିବା...

୪ ନୌସେନା ପର୍ବତାରୋହୀଙ୍କ ମିଳିଲା ମୃତଦେହ

ମୁମ୍ବାଇ,୨।୧୦: ଉତ୍ତରାଖଣ୍ଡର ଚାମୋଲିଠାରେ ହିମସ୍ଖଳନରେ ନିଖୋଜ ଥିବା ଭାରତୀୟ ନୌସେନାର ୫ ପର୍ବତାରୋହୀଙ୍କ ମଧ୍ୟରୁ ଶନିବାର ୪ ଜଣଙ୍କ ମୃତଦେହ ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନୌସେନା କମାଣ୍ଡର ରଜନୀକାନ୍ତ ଯାଦବ, ଯୋଗେଶ ତିଓ୍ବାରୀ, ଆନନ୍ଦ କୁକ୍ରେଟି ଏବଂ...

ଭିନ୍ନ ଧର୍ମର ଯୁବତୀଙ୍କ ସହ ସମ୍ପର୍କ ରଖିବାରୁ ହତ୍ୟା

ବେଙ୍ଗାଲୁରୁ, ୨।୧୦: କର୍ନାଟକର ଏକ ରେଳ ଧାରଣାରୁ ଗତ ୨୮ ତାରିଖରେ ମୁଣ୍ଡ କଟାଯାଇଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତଦେହ ମିଳିଥିଲା। ଅର୍ବାଜ ମୁଲ୍ଲା ନାମକ ଏହି ଯୁବକ ଭିନ୍ନ ଧର୍ମର ଯୁବତୀଙ୍କ ସହ ସମ୍ପର୍କ ରଖିଥିବାରୁ ତାଙ୍କୁ...

ଲଦାଖରେ ବିଶ୍ୱର ବଡ଼ ପତାକା ଉଡ଼ିଲା

ନୂଆଦିଲ୍ଲୀ,୨।୧୦: ବିଶ୍ୱର ସବୁଠୁ ବଡ ତ୍ରିରଙ୍ଗା ପତାକା ଉନ୍ମୋଚିତ ହୋଇଛି। ଶନିବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ଅବସରରେ ଲେହଠାରେ ଲଦାଖର ଗଭର୍ଣ୍ଣର ଆର୍‌.କେ. ମାଥୁର ଏହି ବିଶାଳ ପତାକାକୁ ଉନ୍ମୋଚନ କରିଛନ୍ତି। ଏହି ତ୍ରିରଙ୍ଗା...

ଏବେ ଆଉ କାମ ଦେବନି ଚାଇନାର ଚତୁରତା: ଭାରତ ଦେବ କଡ଼ା ଜବାବ

ନୂଆଦିଲ୍ଲୀ,୨ା୧୦: ଚାଇନାକୁ ଉପଯୁକ୍ତ ତଥା କଡ଼ା ଜବାବ ଦେବା ପାଇଁ ସୀମାରେ ଭାରତର କେ-୯ ବଜ୍ର ପ୍ରସ୍ତୁତ ରହିଛି। ଏବେ ଆଉ ଚାଇନାର କୌଣସି ଚତୁରତା କାମ କରିବ ନାହିଁ। ବଜ୍ର ଯୋଗୁ ଶତ୍ରୁମାନଙ୍କୁ କବଳିତ କରିବା ପାଇଁ ଭାରତ...

ଚିରାଗ-ପାରସଙ୍କ ଲଢେଇ ଭିତରେ ଫ୍ରିଜ ହେଲା ଏଲ୍‌ଜେପିର ନିର୍ବାଚନ ଚିହ୍ନ

ପାଟନା,୨ ।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଚାଚା-ପୁତୁରାଙ୍କ ମଧ୍ୟରେ ଚାଲିଥିବା ଲଢେଇର ପ୍ରଭାବ ଦଳ ଉପରେ ପଡୁଛି । ନିର୍ବାଚନ କମିଶନ ଚିରାଗ ପାଶୱାନ ଓ ଚାଚା ପଶୁପତି ପାରସଙ୍କ ମଧ୍ୟରେ ଜାରି ରହିଥିବା ଲଢେଇକୁ ଦେଖି ଦଳର ନିର୍ବାଚନ...

ଆଖିରେ ପଟି ବାନ୍ଧି ୫ ସେକେଣ୍ଡ୍‌ରେ ପିଆଜ କାଟୁଛନ୍ତି ଯୁବକ

ମୁମ୍ବାଇ,୨ା୧୦: ମହାରାଷ୍ଟ୍ରର ଜଣେ ଯୁବକ ଆଖିରେ ପଟି ବାନ୍ଧି ପିଆଜ କାଟି ପକାଉଛନ୍ତି। ଓ୍ବାଶିମ ଜିଲାର ସେଲୁ ବଜାରରେ ରହୁଥିବା ଜିତେଶଙ୍କ ଏପରି ଅଭିନବ କାମ ସମସ୍ତଙ୍କୁ ଚକିତ କରିଦେଇଛି। ଜିତେଶ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଛନ୍ତି। ତାଙ୍କ ପିତା...

ରମଣ ସିଂଙ୍କ ପ୍ରଶ୍ନର ଉତ୍ତର ଦେଲେ ବଘେଲ

ରାୟପୁର,୨ ।୧୦: ଛତିଶଗଡ଼ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ସେ କହିଛନ୍ତି ଛତିଶଗଡ଼ କେବେ ପଞ୍ଜାବ ହେବ ନାହିଁ । ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ପୂର୍ବତନ...

ଆଲୋଚନା ମୋତେ ପସନ୍ଦ, କେବେ କେବେ ଆଲୋଚନା କରୁଥିବା ଲୋକଙ୍କୁ ମୁଁ ମିସ୍ କରିଥାଏ: ମୋଦି

ନୂଆଦିଲ୍ଲୀ,୨ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ମାଗାଜିନକୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି, ମୋତେ ଆଲୋଚନା ପସନ୍ଦ । ହେଲେ ଦୁର୍ଭାଗ୍ୟ ଯେ ଆଲୋଚନା କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ । ଲୋକେ ବହୁତ ଶୀଘ୍ର ଅଭିଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri