ଚାଇନାର ଚାଲାକି, ପାକିସ୍ତାନରେ ପ୍ରସ୍ତୁତ ହେଉଛି କରୋନାର ନୂଆ ଷ୍ଟ୍ରେନ୍‌!

ନୂଆଦିଲ୍ଲୀ/ଇସଲାମାବାଦ,୧୫ ।୪: କରୋନା ଭାଇରସର ଉତ୍ପତି ସ୍ଥଳ ଚାଇନା । ଏବେ ଏହି ସନ୍ଦେହ ଦୂର ହୋଇ ନ ଥିବା ବେଳେ ପୁଣି ଏକ ବିପଦ ମୁଣ୍ଡ ଟେକିଲାଣି । ଅଷ୍ଟ୍ରେଲିଆ ପୋର୍ଟାଲ ଦ କ୍ଲେସଂନରେ ଏନ୍ଥନି କ୍ଲେନଙ୍କ ଏକ ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ରିପୋର୍ଟରେ କୁହାଯାଇଛି କି ଚାଇନା ପାକିସ୍ତାନ ସେନା ସହ ମିଶି ନୂଆ କରୋନା ଭାଇରସ ପ୍ରସ୍ତୁତ କରୁଛି । ଏହି ରିପୋର୍ଟ ଅନୁଯାୟୀ, ଚାଇନାର କମ୍ୟୁନିଷ୍ଟ ପାର୍ଟିର ନିର୍ଦ୍ଦେଶରେ ପାକିସ୍ତାନରେ ଏହି ଘାତକ ଜୈବିକ ଅସ୍ତ୍ର ପ୍ରସ୍ତୁତ କରାଯାଉଛି । ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି ଓ ପାକିସ୍ତାନ ସେନା ଅଧିନରେ ଥିବା ଡିଫେନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅର୍ଗାନାଇଜେଶନ କରୋନାର ନୂଆ ଷ୍ଟ୍ରେନ୍ ପ୍ରସ୍ତୁତ କରୁଛନ୍ତି । ପାକିସ୍ତାନର ଯେଉଁ ଲ୍ୟାବରେ ଏହି କରୋନା ନୂଆ ଷ୍ଟ୍ରେନ୍ ବିକଶିତ କରାଯାଉଛି ଏହା ସେପ୍ଟି ଲେବଲ-୪ରେ ରହିଛି । ଅର୍ଥାତ୍ ଏଥିରେ ପ୍ରାଣଘାତକ ଷ୍ଟ୍ରେନ୍ ପ୍ରସ୍ତୁତ ହୋଇ ପାରିବ ।
ଏହାକୁ ନେଇ ସିଙ୍ଗପୁର ୟୁନିଭର୍ସିଟିର ଡା. ରୟାନ କ୍ଲାର୍କ କହିଛନ୍ତି ପାକିସ୍ତାନରେ ଯେଉଁ ଜୈବିକ ଅସ୍ତ୍ର ପ୍ରସ୍ତୁତ କରାଯାଉଛି ଯଦି ବିଶ୍ୱ ଏହାକୁ ଅଟକାଇ ନ ପାରିଲା ତେବେ ଏହା ବିଶ୍ୱ ପାଇଁ କରୋନା ଠାରୁ ଆହୁରି କ୍ଷତି କାରକହେବ ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ଫ ଆଇସୋଲେଶନ୍‌ରେ ଇମ୍ରାନ

ଇସ୍‌ଲାମାବାଦ୍‌,୨୨।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ଭାଇରସ୍‌ ଯାଞ୍ଚ କରାଇବା ପରେ ସେଲ୍ଫ ଆଇସୋଲେଶନ୍‌ରେ ଯାଇଥିବା ଜଣାପଡ଼ିଛି। କିଛି ଦିନ ତଳେ ସେ ଜଣେ...

ରାଜୀବ କୁମାର ପିଇଏସ୍‌ବି ମୁଖ୍ୟ

ନୂଆଦିଲ୍ଲୀ,୩୦ା୪(ପି.ଟି.): ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ସାଧାରଣ ଉଦ୍ୟୋଗ ଚୟନ ବୋର୍ଡ (ପିଇଏସ୍‌ବି) ମୁଖ୍ୟ ଭାବେ ବୁଧବାର ନିଯୁକ୍ତି ପ୍ରଦାନ କରାଯାଇଛି। ୧୯୮୪ ବ୍ୟାଚର...

ରାଜ୍ୟପାଳଙ୍କୁ ଭେଟିଲେ ଗେହଲଟ

ଜୟପୁର,୧୯ା୭: ରାଜସ୍ଥାନ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଆଞ୍ଚଳିକ ଦଳର ୨ ବିଧାୟକ ପୁଣିଥରେ ସମର୍ଥନ ଜଣାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର...

ଭାଇରାଲ ହେଲା ଆକ୍ଟ୍ରେସଙ୍କ ଏମ୍‌ଏମ୍‌ଏସ୍‌

ନୂଆଦିଲ୍ଲୀ,୧୯।୮: ଭୁଲ କାରଣ ଯୋଗୁ ଚର୍ଚ୍ଚାକୁ ଆସିଛି ଭୋଜପୁରୀ ସିନେମା। ନିକଟରେ ଭୋଜପୁରୀ ଅଭିନେତ୍ରୀ ତ୍ରୀଷା କର ମଧୁଙ୍କ ଏମ୍‌ଏମ୍‌ଏସ୍‌ ଭାଇରାଲ ହୋଇଥିଲା। ଏବେ ଆଉ...

ଏନ୍‌କାଉଣ୍ଟରରେ କୁଖ୍ୟାତ ହିଜବୁଲ ମୁଜାହିଦ୍ଦିନ ଜିଲା କମାଣ୍ଡର ନିହତ

ଡୋଡା,୧୫।୧: ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଡୋଡାରେ ହୋଇଥିବା ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜିଲା କମାଣ୍ଡର ହାରୁନ ହାଫଜ...

୨୪ ଘଣ୍ଟାରେ ଭାରତ ପଠାଇଲା ୭୬ ହଜାର ଟନ୍‌ ତେଲ

ନୂଆଦିଲ୍ଲୀ,୬।୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ କଲମ୍ବୋକୁ ସହାୟତାର ହାତ ବଢ଼ାଇଛି ନୂଆଦିଲ୍ଲୀ। ଯଦ୍ଦ୍ବାରା ଶ୍ରୀଲଙ୍କା ତା’ର ଜରୁରୀ ସାମଗ୍ରୀ ଆମଦାନୀ କରିପାରିବ ଏବଂ...

କ୍ୱାରାଣ୍ଟାଇନ୍‌ରେ ସହଯୋଗ ନ କଲେ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ ଫିଲିପାଇନ୍ସ୍‌ ସରକାର !

ମାନିଲା,୨।୪: କରୋନା ସଂକ୍ରମଣ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିିଦିନ ବୃଦ୍ଧି ପାଉଛି।...

ତାଲିବାନ୍‌ ଦଖଲରେ ୯ ପ୍ରାଦେଶିକ ରାଜଧାନୀ

କାବୁଲ, ୧୨।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଆତଙ୍କବାଦୀମାନେ ଅଧିକାଂଶ ଗ୍ରାମାଞ୍ଚଳକୁ ଅକ୍ତିଆର କରିବା ପରେ ଏବେ ବିଭିନ୍ନ ପ୍ରାଦେଶିକ ରାଜଧାନୀ କବ୍‌ଜା...

Advertisement
Archives

Model This Week