Posted inଜାତୀୟ

ବର୍ଷା ତୁଷାରପାତ: ଚାର୍‌ଧାମ୍‌ ଯାତ୍ରା ବାଧାପ୍ରାପ୍ତ

ଡେରାଡୁନ୍‌,୨୫।୫: ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଯୋଗୁ ପ୍ରସିଦ୍ଧ ଚାର୍‌ଧାମ ଯାତ୍ରା ମଙ୍ଗଳବାର ବାଧାପ୍ରାପ୍ତ ହୋଇଛି। ଫଳରେ କେଦାରନାଥ ଓ ଯମୁନୋତ୍ରୀ ମନ୍ଦିର ଅଭିମୁଖେ ଯାଉଥିବା ହଜାର ହଜାର ତୀର୍ଥଯାତ୍ରୀ ରାସ୍ତାରେ ଅଟକି ରହିଛନ୍ତି। ମଙ୍ଗଳବାର ଭୋର ସମୟରୁ କେଦାରନାଥରେ ତୁଷାରପାତ ଆରମ୍ଭ ହୋଇଥିବାବେଳେ ତଳିଆ ଅଞ୍ଚଳରେ ବର୍ଷା ଜାରି ରହିଥିଲା। ଉପରବେଳା ପାଗ ଆହୁରି ଖରାପ ହୋଇଥିଲା। ଫଳରେ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ତୀର୍ଥଯାତ୍ରୀମାନଙ୍କୁ ଗୌରୀକୁଣ୍ଡ ଏବଂ ସୋନପ୍ରୟାଗଠାରେ ଅଟକି ରହିବାକୁ କହିଥିଲେ। ସେହିପରି ଯମୁନୋତ୍ରୀ ଯାଉଥିବା ତୀର୍ଥଯାତ୍ରୀଙ୍କୁ ଜାନକୀଚଟ୍ଟିରେ ଅଟକାଯାଇଛି। ପାଗ ଫିଟିବା ପରେ ସେମାନଙ୍କୁ ଚାରଧାମ୍‌ ଯାତ୍ରା ଲାଗି ଅନୁମତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଦାନ ମିଳିଲାନି, ବନ୍ଦ ହେଲା ସରକାରୀ କାର୍ଯ୍ୟକ୍ରମ

ହାଟଡିହୀ/ଛେନାପଦୀ,୨୬ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ଅନୁଦାନ ପ୍ରଦାନ ନ ହେବାରୁ ଏକ ସରକାରୀ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ଯାହାକୁ ନେଇ କଳାକାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଳାକାରମାନଙ୍କୁ ଉପେକ୍ଷା…

ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କଲେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କୁମିନ୍ସ, କହିଲେ…

ଜୟପୁର,୨୬ା୪: ବର୍ତ୍ତମାନ ଭାରତୀୟ କ୍ରିକେଟର ସବୁଠୁ ଚର୍ଚ୍ଚିତ ନାମ ବୈଭବ ସୂର୍ଯ୍ୟବଂଶୀଙ୍କ ବୃଦ୍ଧି ପାଉଥିବା ପ୍ରଶଂସକଙ୍କ ତାଲିକାରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କୁମିନ୍ସ ସାମିଲ ହୋଇଛନ୍ତି। ୧୫…

ଗୋପାଳପୁର-ରାୟଗଡ଼ା ନୂଆ ରେଳଲାଇନ୍‌ ଦାବି, ଆଲାଇନ୍‌ମେଣ୍ଟ ନକ୍ସାର ପୁନଃ ଅନୁଧ୍ୟାନ କରି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତୀକ୍ଷିତ ଗୋପାଳପୁର-ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ନକ୍ସା ପ୍ରସ୍ତୁତି ଚାଲିଛି। ତୃତୀୟ ପାଳି ପାଇଁ କେନ୍ଦ୍ରରେ…

ପଛଚକ ଫାଟି ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା କାର୍‌, ଆଉ ତା’ପରେ…

ଖଜୁରିପଡ଼ା,୨୬ା୪(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଦୂତିମେଣ୍ଡି ନିକଟସ୍ଥ ଖୋଲ ସାହିଠାରେ ରବିବାର ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ…

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର, ବନ୍ଧା ହେଲେ ଅଭିଯୁକ୍ତ

ସୁନ୍ଦରଗଡ,୨୬ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ପୋଲିସ ଶନିବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ…

ପୁଣି ଶିବମନ୍ଦିରକୁ ଟାର୍ଗେଟ୍‌ କଲେ ଦୁର୍ବୃତ୍ତ, ମନ୍ଦିର ଖୋଲିଲା ବେଳକୁ ଏମିତି ଦେଖି…

ଗଞ୍ଜାମ,୨୬ା୪(ବିଦ୍ୟାଧର ସାହୁ): କିଛି ଦିନର ନୀରବତା ପରେ ପୁଣି ଶିବ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ସାନ ଗୋପାଳପୁର ଗ୍ରାମରେ…

ବସ୍‌ର କାଚରେ ଭବିଷ୍ୟବାଣୀ ଲେଖିଥିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ଯିଏ ଦେଖୁଛି ସିଏ କରୁଛି ପ୍ରଶଂସା

ନୂଆଦିଲ୍ଲୀ,୨୬।୪: ପ୍ରତିବର୍ଷ, IPL ଆକାଶରେ ନୂତନ ତାରାମାନେ ଉଜ୍ଜ୍ୱଳ ଭାବରେ ଝଲସୁଛନ୍ତି। ତଥାପି, 2026 ସିଜିନ ଜଣେ ଯୁବ ଧୁରନ୍ଧରଙ୍କ ନାମ ଆସିଛି ଯିଏ ପ୍ରତିଷ୍ଠିତ କ୍ରିକେଟ…

କିଏ ଚଳାଇଥିଲେ ଟ୍ରମ୍ପଙ୍କ ଡିନର୍‌ ସମୟରେ ଗୁଳି? ସାମ୍ନାକୁ ଆସିଲା ଫଟୋ

ୱାଶିଂଟନ ଡିସି,୨୬।୪: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଆୟୋଜିତ ପ୍ରତିଷ୍ଠିତ ‘ହ୍ବାଇଟ ହାଉସ କରେସପଣ୍ଡେଣ୍ଟସ ଡିନର’ କାର୍ଯ୍ୟକ୍ରମରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏହି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri