କଣ୍ଠରୋଧ କରୁଛି ଟୁଇଟର, ରାହୁଲଙ୍କ ଅଭିଯୋଗ…
ନୂଆଦିଲ୍ଲୀ, ୨୭।୧ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଏକ ଚିଠି ଲେଖିଛନ୍ତି। ଟୁଇଟର ତାଙ୍କ କଣ୍ଠରୋଧ କରୁଥିବା ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ଚାପରେ ଏଭଳି କରାଯାଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ତାଙ୍କ…
ଭାଜପା ହାତ ଧରିଲେ କିଶୋର ଉପାଧ୍ୟାୟ
ଡେରାଡୁନ,୨୭ ।୧: ଉତ୍ତରାଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଯୋଗ ଦେଇଛନ୍ତି । ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି ଉତ୍ତରାଖଣ୍ଡକୁ ଆଗକୁ ନେଇ ଯିବାକୁ ସେ ଭାଜପାରେ ଯୋଗ ଦେଇଛନ୍ତି ।…
ବିବାଦୀୟ ମନ୍ତବ୍ୟ ଦେଲେ ଅନସାରୀ…
ନୂଆଦିଲ୍ଲୀ, ୨୭।୧ : ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ୨୬ ଜାନୁଆରୀ ଅବସରରେ ଏକ ଆମେରିକୀୟ ସଂଗଠନର ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତରେ ଅସହିଷ୍ଣୁତା ବୃଦ୍ଧି ପାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ…
ଆଜି ନାମାଙ୍କନପତ୍ର ଦାଖଲ କରିବେ ଉତ୍ପଳ ପାରିକର
ଗୋଆ,୨୭।୧: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ଚଳିତ ବର୍ଷ ଗୋଆ ବିଧାନସଭା ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବରେ ପାଣାଜୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଜି ନାମାଙ୍କନପତ୍ର ଦାଖଲ କରିବେ। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ…
କିଏ ହେବେ ନୂଆ ରାଷ୍ଟ୍ରପତି ? ଦୌଡ଼ରେ ୪ ଜଣଙ୍କ ନାମ…
ନୂଆଦିଲ୍ଲୀ, ୨୭।୧ : ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୫ ଜୁଲାଇ ୨୦୨୨ରେ ଶେଷ ହେବାକୁ ଯାଉଛି। ପାଞ୍ଚ ମାସ ପରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମକୁ ନେଇ ଭାଜପା…
ଫେବୃୟାରୀ ୧୫ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ଲକ୍ଷ୍ନୌ, ୨୭।୧: ଉତ୍ତରପ୍ରଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଫେବୃୟାରୀ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ସ୍କୁଲ କଲେଜକୁ କଲେଜକୁ…
କୋଭିଡ୍ ସ୍ଥିତିକୁ ନେଇ ବସିବ ସମୀକ୍ଷା ବୈଠକ
ନୂଆଦିଲ୍ଲୀ, ୨୭।୧: କୋଭିଡ୍ ସ୍ଥିତିକୁ ନେଇ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗୁରୁବାର ଏକ ସମୀକ୍ଷା ବୈଠକ କରିବେ। ଏହି ବୈଠକ ରାଜ୍ୟପାଳ ଅନୀଲ ବାଇଜଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମଧ୍ୟ୍ୟାହ୍ନ ୧୨.୩୦ରେ ବୈଠକ ହେବାକୁ ଧାର୍ଯ୍ୟ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ…
ଚାକିରି ନାହିଁ, ଦେଶ ଛାଡ଼ିବାକୁ ଚାହୁଁଛନ୍ତି ହତାଶ ଯୁବବର୍ଗ…
ନୂଆଦିଲ୍ଲୀ, ୨୭।୧ : ଭାରତରେ ବେକାରୀ ପରିସ୍ଥିତି ଉତ୍କଟ ହେବାରେ ଲାଗିଛି। ଚାକିରି ନ ଥିବାରୁ ଯୁବବର୍ଗ ହତାଶ ହୋଇ ଦେଶ ଛାଡି ବିଦେଶ ଯିବାକୁ ଚାହୁଁଛନ୍ତି। କ୍ରମାଗତ ଏଭଳି ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସରକାରୀ ନୀତି ବିଫଳ ହେଉଥିବାରୁ…
ପୁଣି ଉପର ମୁହାଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ, ୨୭।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍ ଲାଗିବା ପରେ ଏହା ପୁଣି ଉପର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮୬ ହଜାର ୩୮୪ ଜଣ ନୂଆ…
ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍, ବୈଜ୍ଞାନିକ-କଳାକାର-ଲେଖକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି…
ବେଙ୍ଗାଲୁରୁ, ୨୭।୧ : କର୍ନାଟକରେ ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଉଛି। ଏସବୁ ଧାର୍ମିକସ୍ଥଳ ଉପରେ ଲଊଗାତାର ଆକ୍ରମଣ ବୃଦ୍ଧି ପାଉଛି। ଏନେଇ ୩୭ ଜଣ ବୈଜ୍ଞାନିକ, ପରିବେଶ୍ବିତ୍, କଳାକାର ଏବଂ ଲେଖକ ରାଜ୍ୟ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କୁ ଚିଠି ଲେଖିଛନ୍ତି। …
ଗୁଲାମ ନବି ଆଜାଦଙ୍କ ପଦ୍ମ ସମ୍ମାନକୁ ନେଇ କଂଗ୍ରେସରେ ତିକ୍ତତା
ନୂଆଦିଲ୍ଲୀ,୨୭ ।୧: କଂଗ୍ରେସର ବରିଷ୍ଠ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦଙ୍କୁ ମିଳିବ ପଦ୍ମ ଭୂଷଣ ସମ୍ମାନ । ଏହା ଘୋଷଣା ହେବା ପରେ ଏବେ କଗ୍ରେସରେ ତିକ୍ତତା ଆରମ୍ଭ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ…
କଂଗ୍ରେସକୁ ଘାରିଛି ଘର କଳି ଚିନ୍ତା, ପଞ୍ଜାବ-ଉତ୍ତରାଖଣ୍ଡରେ ଅବୁଝାଙ୍କୁ ବୁଝାଇବା ଜାରି…
ନୂଆଦିଲ୍ଲୀ, ୨୭।୧ : ଆଗକୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ। ତେବେ ଏହି ଦୁଇରାଜ୍ୟରେ ଘର କଳି ଯୋଗୁ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି। ଟିକଟ ବଣ୍ଟନ ଉପରେ ଦଳୀୟ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଦଳର ହାଇକମାଣ୍ଡ…
Archives


