ଆଇଏନ୍ଏସ୍ ଭେଲା: ନୌସେନାର ଶକ୍ତି, ବୃଦ୍ଧି କରିବ ସମୁଦ୍ରର ‘ସାଇଲେଣ୍ଟ କିଲର’
ନୂଆଦିଲ୍ଲୀ,୨୫ ।୧୧: ଦେଶ ଲଗାତାର ଭାବେ ତା’ର ସେନା ଶକ୍ତିକୁ ବୃଦ୍ଧି କରି ଚାଲିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଝାନ୍ସୀରେ କିଛି ଇକ୍ୟୁପମେଣ୍ଟସକୁ ଅଫିସିୟାଲି ସେନାକୁ ଦେଇଥିବା ବେଳେ ନୌସେନାରେ ଇତିମଧ୍ୟରେ ସାମିଲ ହୋଇଛି...
ନକଲି ହେଲମେଟ, ପ୍ରେସରକୁକର. ସିଲିଣ୍ଡର ବିକ୍ରି କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୫ ।୧୧: ଜୀବନ ପ୍ରତି ବିପଦ ଥିବା ନକଲି ଉତ୍ପାଦନର ବିକ୍ରି ଓ ନିର୍ମାଣ ଉପରେ ଲଗାମ ଲାଗାଇବାକୁ ସରକାର ସାରା ଦେଶରେ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ(ସିସିପିଏ) ବୁଧବାର କହିଛି ମିଥ୍ୟା...
ଜେୱର ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିବେ ମୋଦି
ନୂଆଦିଲ୍ଲୀ,୨୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅର୍ଥାତ୍ ୨୫ ନମେଭ୍ୱର ଦିନ ୧ଟା ବେଳେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜେୱରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିବେ । ଏହାସହ ଏବେ ଉତ୍ତର ପ୍ରଦେଶ ୫ ଅନ୍ତର୍ଜାତୀୟ...
ମେଘାଳୟରେ କଂଗ୍ରେସ ଉପରେ ମମତାଙ୍କ ମେଗା ଷ୍ଟ୍ରାଇକ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ବିଧାୟକ ଟିଏମ୍ସିରେ ସାମିଲ
ଆଇଜଲ,୨୫ ।୧୧: ଦେଶରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗୁଛି । ଏବେ ମେଘାଳୟ କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ସାମିଲ ହୋଇଥିବା ଜଣାପଡିଛି । ଏକଥା ଟିଏମସି ନିଜେ ଦାବି...
ମରଣ ମୁହଁରୁ ବର୍ତ୍ତିଲେ
ହାଇଦ୍ରାବାଦ, ୨୫।୧୧: ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ଏକ ଅଘଟଣ ଟଳି ଯାଇଛି। ଜଣେ ୩୧ ବର୍ଷୀୟ ବ୍ୟକ୍ତି ମଙ୍ଗଳବାର ଆଫ୍ରିକୀୟ ସିଂହର ଏନକ୍ଲୋଜର ମଧ୍ୟରେ ପ୍ରବେଶ କରିଥିଲେ। କୌଣସି ଅଘଟଣ ଘଟିବା ପୂର୍ବରୁ ଚିଡ଼ିଆଖାନା କର୍ମଚାରୀ ତାଙ୍କୁ ଉଦ୍ଧାର...
ହୋମୱାର୍କ ପାଇଁ ହାତଗୋଡ଼ ବାନ୍ଧି ଟାଙ୍ଗି ଦେଲେ
କୋଟା,୨୫।୧୧: ହୋମୱାର୍କ ନ କରିବାରୁ ୮ ବର୍ଷୀୟ ପୁଅର ହାତଗୋଡ଼ ବାନ୍ଧି ଫ୍ୟାନରେ ଓଲଟା ଟାଙ୍ଗି ଦେଇଥିଲେ ବାପା। ଏତିକିରେ ଶାନ୍ତ ହୋଇ ନ ଥିଲା ବାପାଙ୍କ ରାଗ। ପୁଅକୁ ଟାଙ୍ଗି ନିର୍ଦୟ ଭାବେ ମାଡ଼ ମଧ୍ୟ ମାରିଥିଲେ। ଘଟଣାର...
ଜନସାଧାରଣଙ୍କୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନର ୩ ସଦସ୍ୟ ନିହତ
ଶ୍ରୀନଗର,୨୪।୧୧: ଜମ୍ମୁ-କଶ୍ମୀର ପୋଲିସ ଗୁଳିରେ ବୁଧବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଏହି ଆତଙ୍କବାଦୀ ଗୋଷ୍ଠିର ସଦସ୍ୟମାନେ ସହରରେ ଚଳିତ ମାସରେ ୫ ସାଧାରଣ ନାଗରିକଙ୍କ ହତ୍ୟା କରିଥିଲେ। ପୋଲିସ ଅନୁଯାୟୀ, ହାଇଡରପୋରାଠାରୁ କିଛି କିଲୋମିଟର...
୮ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା
ମାଙ୍ଗାଲୁରୁ,୨୪।୧୧: ୮ ବର୍ଷୀୟା ଝିଅକୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ବୁଧବାର ୪ ଜଣଙ୍କୁ ଗିରଫ କରିଛି କର୍ନାଟକ ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜୟବନ (୨୧), ମୁକେଶ ସିଂ (୨୦), ମନୀଷ ତୀର୍କି (୩୩) ଓ ମୁନୀମ...
ପାଇପ୍ରୁ ପାଣି ବେଗରେ ବାହାରିଲା ଟଙ୍କା
ବେଙ୍ଗାଲୁରୁ,୨୪।୧୧: ପିଡବ୍ଲ୍ୟୁଡି ବିଭାଗରେ କାର୍ଯ୍ୟରତ ଜଣେ ଇଞ୍ଜିନିୟରଙ୍କ ଘରେ କର୍ନାଟକ ଦୁର୍ନୀତି ନିରୋଧି ବ୍ୟୁରୋ (ଏସିବି) ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଘରର ପାଇପ୍ ଖୋଲା ଯାଇଥିଲା। ସେଥିରୁ ପାଣି ବେଗରେ ଟଙ୍କା ବାହାରିଥିଲା। ଅଧିକାରୀମାନେ କହିଛନ୍ତି,...
ଅଖିଳେଶଙ୍କ ବଡ଼ ଘୋଷଣା
ଲକ୍ଷ୍ନୌ,୨୪।୧୧: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୨ ମସିହାରେ ୟୁପିରେ ସରକାର ଗଠନ ହେଲେ କୃଷକଙ୍କ ଆନ୍ଦୋଳନ ସମୟରେ ନିହତ ହୋଇଥିବା କୃଷକଙ୍କ ସମ୍ପର୍କୀୟଙ୍କୁ ୨୫...
ଅଖିଳେଶଙ୍କୁ ଭେଟିଲେ ସଞ୍ଚୟ: ଉଠିଲା ଚର୍ଚ୍ଚା
ଲକ୍ଷ୍ନୌ,୨୪।୧୧: ଲକ୍ଷ୍ନୌର ଲୋହିଆ ଟ୍ରଷ୍ଟରେ ଆମ ଆଦମୀ ପାର୍ଟିର ନେତା ତଥା ଏମ୍ପି ସଞ୍ଜୟ ସିଂ ଏବଂ ଏସପି ସଭାପତି ଅଖିଳେଶ ଯାଦବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜନୈତିକ ପରିସ୍ଥିତି ଏବଂ ଗଠବନ୍ଧନକୁ ନେଇ ଉଭୟଙ୍କ ମଧ୍ୟରେ...
୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣା ରାଶନ…
ନୂଆଦିଲ୍ଲୀ,୨୪।୧୧: ଏବେ ଆସନ୍ତା ୨୦୨୨ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରାଶନ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି।...
Archives


