ଭାରତୀୟଙ୍କର ନିଜ ସରକାର ଉପରେ ଭରସା ଅଧିକ: ରିପୋର୍ଟ
ନୂଆଦିଲ୍ଲୀ,୩୦ ।୫: ବର୍ତ୍ତମାନ ସମୟରେ ଯେତେବେଳେ ଅଧିକାଂଶ ଦେଶର ଜନତା ନିଜ ସରକାରକୁ ଅବିଶ୍ୱାସ କରୁଛନ୍ତି ସେତିକିବେଳେ ଭାରତୀୟଙ୍କର ନିଜ ସରକାର ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଏହି ମାମଲାରେ ଭାରତ ଆମେରିକା, ବ୍ରିଟେନ,…
‘ହତ୍ୟାକାରୀଙ୍କୁ ଛଡ଼ାଯିବ ନାହିଁ’
ଚଣ୍ଡିଗଡ଼,୨୯।୫: ପଞ୍ଜାବ ସରକାର ୪୨୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବାର ଦିନକ ପରେ ମନସା ଜିଲାରେ ଖ୍ୟାତନାମା ପଞ୍ଜାବୀ ଗାୟକ ସିଧୁ ମୂସଓ୍ବୋଲାଙ୍କୁ ରବିବାର କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ଗାୟକଙ୍କୁ ହତ୍ୟା ଘଟଣାରେ କଂଗ୍ରେସ…
କିଏ ସେହି ସିଦ୍ଧୁ ମୁସେୱାଲା?
ଅମୃତସର,୨୯।୫: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ ସିଦ୍ଧୁ ମୁସେୱାଲାଙ୍କ ଏହି ପ୍ରକାରର ହତ୍ୟା ପଞ୍ଜାବୀ ସଙ୍ଗୀତ ଶିଳ୍ପ ପାଇଁ ଏକ…
ମୁସେୱାଲାଙ୍କ ହତ୍ୟା ପାଇଁ ଏଏପି ସରକାର ଦାୟୀ: ଭାଜପା
ଅମୃତସର,୨୯।୫: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ରବିବାର ହତ୍ୟା କରାଯାଇଛି। ମାନସାଗ୍ରାମରେ କେତେକ ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡ କରି ତାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟା ଘଟଣାକୁ ନେଇ ପଞ୍ଜାବର ଆମ ଆଦମୀ ପାର୍ଟି ସରକାରଙ୍କୁ ଟାର୍ଗେଟ୍…
ରାଜ୍ୟ ସଭା ନିର୍ବାଚନ ପାଇଁ ୧୬ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା
ନୂଆଦିଲ୍ଲୀ,୨୯।୫: ଜୁନ୍ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନିର୍ମଳା ସୀତାରମଣ ଯଥାକ୍ରମେ ମହାରାଷ୍ଟ୍ର ଏବଂ କର୍ନାଟକରୁ…
‘ପଞ୍ଜାବରେ କେହି ସୁରକ୍ଷିତ ନୁହନ୍ତି’
ଚଣ୍ଡିଗଡ଼,୨୯।୫:ପଞ୍ଜାବରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡିଛି। ଅପରାଧୀମାନେ ଆଇନକୁ ଖାତିର କରୁନାହାନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି। ଏପରି କି ପଞ୍ଜାବୀ ଗାୟକ ସିଧୁ ମୂସଓ୍ବୋଲାଙ୍କୁ ହତ୍ୟା ପରେ ଆମ୍ ଆଦ୍ମୀ ପାର୍ଟି(ଏଏପି) ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି…
ପଞ୍ଜାବୀ ଗାୟକଙ୍କୁ ଗୁଳି ମାରି ହତ୍ୟା
ଚଣ୍ଡିଗଡ,୨୯।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ରବିବାର ଗୁଳି କରି ହତ୍ୟା କରାଯାଇଛି। ମାନସାର ଜବାହରପୁର ଗାଁରେ ତାଙ୍କୁ ଗୁଳି କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପଞ୍ଜାବର ଭାଗବତ ମାନ ସରକାର…
ବ୍ୟାକଫୁଟକୁ ଆସିଲେ ସରକାର, ଫେରାଇ ନେଲେ ଆଧାରକାର୍ଡକୁ ନେଇ ଜାରି କରାଯାଇଥିବା ନୂଆ ଆଡଭାଇଜରୀ
ନୂଆଦିଲ୍ଲୀ,୨୯ ।୫ : ଚାରିପଟରୁ ଘେରିବା ପରେ ସରକାର ଆଧାର କାର୍ଡକୁ ନେଇ ଜାରି କରିଥିବା ନୂଆ ଆଡଭାଇଜରୀକୁ ଫେରାଇ ନେଇଛନ୍ତି । ଏହାସହ ଏହାକୁ ଏକ ସାମାନ୍ୟ ଗତିବିଧି ବୋଲି କହିଛନ୍ତି । ଇଲୋକ୍ଟେଆନିକ୍ସ ଓ ସୂଚନା ପ୍ରାଦ୍ଦ୍ୟୋଗିକ ମନ୍ତ୍ରଣାଳୟ…
ପୁଣି ନବନୀତଙ୍କ ବିରୋଧରେ ମାମଲା ରୁଜୁ
ଅମରାବତୀ,୨୯।୫: ଅମରାବତୀର ସ୍ବାଧୀନ ଏମ୍ପି ନବନୀତ୍ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅମରାବତୀରେ ରାସ୍ତା ଅବରୋଧ କରିଥିବାରୁ ନବନୀତ ଏବଂ ରବିଙ୍କ ବ୍ୟତୀତ ତାଙ୍କ ୧୪ ସମର୍ଥକଙ୍କ ବିରୋଧରେ ମଧ୍ୟ…
ବିଗିଡିଲା ଆଜମ ଖାନ୍ଙ୍କ ସ୍ବାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ,୨୯।୫:ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ରବିବାର ବିଗିଡି ଯାଇଛି। ଏହା ପରେ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଛାତିରେ ସମସ୍ୟା ଥିବା କୁହାଯାଉଛି। ବିଭିନ୍ନ ମାମଲାରେ ସୀତାପୁର ଜେଲରେ ଥିବା…
ସୋମବାର ୧୧୮ ତମ ଦ୍ୱିପାକ୍ଷିକ ସିନ୍ଧୁ ଜଳ ଚୁକ୍ତି ବୈଠକ…
ନୂଆଦିଲ୍ଲୀ, ୨୯।୫ : ସିଦ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ୧୧୮ ତମ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିବେ। ଉଭୟ ପକ୍ଷ ସିନ୍ଧୁ ଜଳ ଚୁକ୍ତିର ପ୍ରମୁଖ ପରିଯୋଜନା ଉପରେ…
ଗ୍ରେନେଡ୍ ନେଇ ଆସୁଥିବା ପାକିସ୍ତାନୀ ଡ୍ରୋନ୍କୁ ଖସାଇଲେ ସେନା…
ଶ୍ରୀନଗର, ୨୯।୫ : ଜମ୍ମୁ-କଶ୍ମୀରର କଠୁଆରେ ଗ୍ରେନେଡ୍ ନେଇ ଆସିଥିବା ଏକ ପାକିସ୍ତାନୀ ଡ୍ରୋନ୍କୁ ଭାରତୀୟ ସେନା ଯବାନମାନେ ଗୁଳି ଖସାଇ ଦେଇଛନ୍ତି। କଠୁଆ ଜିଲାର ହୀରାନଗର ସେକ୍ଟରେ ଏହି ଡ୍ରୋନ୍ ଚୁମ୍ବକୀୟ ବୋମା ଏବଂ ୟୁବିଜିଏଲ୍ ଗ୍ରେନେଡ ପେଲୋଡ୍ ନେଇ…

