ଜାତୀୟ

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ୟୁପିର ବାହୁବଳି ନେତା ଡିପି ଯାଦବ

ଲକ୍ଷ୍ନୌ,୧ ।୨: ଉତ୍ତର ପ୍ରଦେଶର ବାହୁବଳି ନେତା ଡିପି ଯାଦବ ଚଳିତ ଥର ନିର୍ବାଚନ ଲଢିବେ ନାହିଁ । ସେ ଏଥର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଡିବି ଯାଦବ, ମୁଲାୟମ ସିଂ ଯାଦବ ଓ ରାମ ଗୋପଳ…

ପ୍ରତିଶୋଧ ରାଜନୀତି କରୁଛି ଏସ୍‌ପିି

ନୂଆଦିଲ୍ଲୀ,୧।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାରେ ପ୍ରଥମ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବା ଅବସରରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିକାଶ ରାଜନୀତି ଠାରୁ…

ରାଜଧାନୀରେ ବେକାବୁ ହେଉଛି କରୋନା: ପ୍ରତିଦିନ ଟିକା ନ ନେଇଥିବା ଲୋକଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୧ ।୨: ରାଜଧାନୀ ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ କମ୍ ହୋଇଛି । ହେଲେ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ କମ୍ ହେବାର ନାଁ ନେଉନି । ଦିଲ୍ଲୀ ସରକାରଙ୍କ ଅନୁଯାୟୀ, ଯେଉଁମାନେ ଭ୍ୟାକ୍ସିନ ନ ନେଇଛନ୍ତି ଓ ଯେଉଁମାନେ ପୂର୍ବରୁ କିଛି…

କଟକଣା କୋହଳ କଲେ ସରକାର

ସିମଲା,୩୧।୧: କୋଭିଡ୍‌ ସଂକ୍ରମଣ କମୁଥିବା ବେଳେ ହିମାଚଳପ୍ରଦେଶର ସରକାର ଫେବୃୟାରୀ ୩ରୁ ନବମରୁ ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି କୋଚିଂ କ୍ଲାସ, ଲାଇବ୍ରେରୀ, ଜିମ୍‌ ଏବଂ କ୍ଲବ୍‌ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ତେବେ ସୋମବାର…

ଫେବୃୟାରୀ ୩ ରୁ ଖୋଲିବ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ

କୋଲକାତା,୩୧।୧: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରାଜ୍ୟରେ ଫେବୃୟାରୀ ୩ ରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏ ନେଇ ସୋମବାର ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏଥିସହ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ…

ଟୁଇଟର୍‌ରେ ରାଜ୍ୟପାଳଙ୍କୁ ବ୍ଲକ୍‌ କଲେ ମୁଖ୍ୟମନ୍ତ୍ରୀ

କୋଲକତା,୩୧।୧: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମଧ୍ୟରେ ତିକ୍ତତା ତୀବ୍ର ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କୁ ଟୁଇଟର୍‌ରେ ବ୍ଲକ୍‌ କରିଛନ୍ତି। ସେ ଏପରି ନିଷ୍ପତ୍ତି ନେଇ କହିଛନ୍ତି, ରାଜ୍ୟପାଳ ପ୍ରତିଦିନ ଟୁଇଟରରେ…

କରୋନା କଟକଣାରେ କୋହଳ କଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୩୧ ।୧: କରୋନା କଟକଣାରେ ସାମାନ୍ୟ କୋହଲ କରିଛନ୍ତି ପଶ୍ଚିମବଙ୍ଗ ସରକାର । ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏଣିକି ନାଇଟ କର୍ଫ୍ୟୁ ରାତି ୧୦ଟା ପରିବର୍ତ୍ତେ ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଲାଗୁ କରାଯିବ । ସେହିପରି ରେସ୍ତୋରାଁ,…

ଚାଷରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି ଏହି ବ୍ୟକ୍ତି: କୃଷି ମନ୍ତ୍ରୀ ନିଜେ ନେଲେ ସାକ୍ଷାତକାର

ଭୋପାଳ,୩୧।୧:ମଧ୍ୟପ୍ରଦେଶର ହରଡା ଜିଲା ସିରକମ୍ବାର ଜଣେ ଚାଷୀ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ମଧୁସୂଦନ ଧାକଡ ନାମକ ଏହି ଚାଷୀ ଜଣଙ୍କ ଚାଷରୁ କେବଳ କୋଟି କୋଟି ଟଙ୍କା ରୋଜଗାର କରିନାହାନ୍ତି ତା’ନୁହେଁ ବରଂ ଶହ ଶହ ଶ୍ରମିକଙ୍କ ପାଇଁ ରୋଜଗାରର…

ନିର୍ବାଚନ ପ୍ରଚାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୩୧।୧: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପ୍ରଚାର ପାଇଁ ନିର୍ବାଚନ ଆୟୋଗ ସୋମବାର ନୂତନ ଗାଇଡଲାଇନ୍‌ ଜାରି କରିଛନ୍ତି। ଏହି ଅନୁଯାୟୀ, ଫେବୃୟାରୀ ୧୧ ପର୍ଯ୍ୟନ୍ତ ରୋଡ ସୋ ଏବଂ ଗାଡି ସମାବେଶ ଉପରେ ପ୍ରତିବନ୍ଧକ ଜାରି ରହିବ।…

ପଞ୍ଜାବ ନିର୍ବାଚନ: ୯୪ ବର୍ଷରେ ନିର୍ବାଚନ ଲଢୁଥିବା ସବୁଠାରୁ ବୟସ୍କ ବ୍ୟକ୍ତି ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ,୩୧ ।୧: ପଞ୍ଜାବର ଶାସନ ଭାର ପାଞ୍ଚ ପାଞ୍ଚ ଥର ତୁଲାଇଥିବା ଅର୍ଥାତ୍ ୫ ଥର ମୁଖ୍ୟମନ୍ତ୍ରୀ ଓ ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଦେଶର ସବୁଠାରୁ ବୟସ୍କ ପ୍ରାର୍ଥୀ ତାଲିକାରେ ନିଜର ନାମ ଲେଖାଇଛନ୍ତି…

ଅଖିଳେଶଙ୍କ ବିପକ୍ଷରେ ପ୍ରାର୍ଥୀ ଦେଲା ଭାଜପା

ଲକ୍ଷ୍ନୌ,୩୧।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୋମବାର ସମାଜବାଦୀ ପାର୍ଟି ସଭାପତି ତଥା ମୈନପୁରୀ ଜିଲାର କରହଲ ବିଧାନସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ…

ଷଷ୍ଠ ମହଲାରୁ ଡେଇଁଲେ ମଡେଲ୍‌

ଯୋଧପୁର,୩୧।୧: ରାଜସ୍ଥାନର ଯୋଧପୁରର ମଡେଲ୍‌ ଗୁନ୍‌ଗୁନ୍‌ ଉପାଧ୍ୟାୟ ସନ୍‌ସିଟି ଯୋଧପୁରର ରତନଡା ପୋଲିସ ଷ୍ଟେଶନ ନିକଟ ଏକ ହୋଟେଲର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟବଶତଃ ସେ ସିଧା ଭୂମିରେ ପଡ଼ିବା ପରିବର୍ତ୍ତେ ତଳେ ପାର୍କିଂ ହୋଇଥିବା କାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri