Posted inଜାତୀୟ

ଜେୱର ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିବେ ମୋଦି

ନୂଆଦିଲ୍ଲୀ,୨୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅର୍ଥାତ୍ ୨୫ ନମେଭ୍ୱର ଦିନ ୧ଟା ବେଳେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜେୱରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିବେ । ଏହାସହ ଏବେ ଉତ୍ତର ପ୍ରଦେଶ ୫ ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ପ୍ରଥମ ରାଜ୍ୟ ପାଲଟିଯିବ । ଜେୱରରେ ନିର୍ମାଣ କରାଯାଉଥିବା ଏହି ବିମାନ ବନ୍ଦର ଦିଲ୍ଲୀ-ଏନ୍‌ସିଆରରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ । କେବଳ ସେତିକି ନୁହେଁ ଏହା କାର୍ଯ୍ୟକ୍ଷମ ହେଲେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଚାପ କମିଯିବ ।
ବିମାନ ବନ୍ଦରର ପ୍ରଥମ ଭାଗ ଶେଷ କରିବାକୁ ୨୦୨୪ ଟାର୍ଗେଟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟର ବିକାଶ ପାଇଁ ୧୦,୦୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଏହି ବିମାନବନ୍ଦର ପାଇଁ ୫,୮୪୫ ହେକ୍ଟର ଜମି ଯୋଗାଇ ଦେଇଛନ୍ତି । ମୋଦି ସରକାର ଦାବି କରିଛି ଜେୱର ବିମାନ ବନ୍ଦର ଏସିଆର ସବୁଠାରୁ ବଡ ଓ ବିଶ୍ୱର ସବୁଠାରୁ ବଡ ଚତୁର୍ଥ ବିମାନ ବନ୍ଦର ଭାବେ ଗଣାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ନୂଆ ବିପଦ, ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଭାକ୍ସିନ୍‌କୁ ପ୍ରଭାବହୀନ କରିବା ଆଶଙ୍କା…

ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ଦେଶରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା...

ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୮।୬: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ଶନିବାର ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସ୍ଥାନୀୟ ନୌଗାମ୍‌ ଶାହବାଦ୍‌ ଅଞ୍ଚଳରେ...

 ସିଡିଏସ୍‌ ବିପିନ ରାଓ୍ବତଙ୍କ ନାମରେ ହେବ ମେନ୍‌ପୁରୀ ସୈନିକ ସ୍କୁଲର ନାମ

ଲକ୍ଷ୍ନୌ,୬।୧: ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ(ସିଡିଏସ୍‌) ବିପିନ ରାୱତଙ୍କର ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା,...

ଥରୁର ମାନୁ ନାହାନ୍ତି ଦଳୀୟ ନିୟମ!

କନ୍ନୁର,୨୭ ।୧୨: କେରଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ସୁଧାକରନ କହିଛନ୍ତି କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କୁ ପାର୍ଟିର ନିୟମ ଭାଙ୍ଗିବାର କୌଣସି ଅଧିକାର ନାହିଁ...

ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

ଶହେ ବର୍ଷ ଭିତରେ ସବୁଠାରୁ ବଡ ସ୍ବାସ୍ଥ୍ୟ, ଆର୍ଥିକ ସଙ୍କଟ କରୋନା: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ,୧୧।୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବିଗତ ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ ହେଉଛି...

ଦୀର୍ଘ ୬ ଘଣ୍ଟା ପରେ ଚାଲୁ ହେଲା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ

ନୂଆଦିଲ୍ଲୀ,୫ ।୧୦: ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ ଓ ମେସେଞ୍ଜର ପୁଣିଥରେ କାମ କରିବା ଆରମ୍ଭ କରି ଦେଇଛି । କିଛି ଘଣ୍ଟା ପର୍ଯ୍ୟନ୍ତ ଏସବୁ ସର୍ଭର...

ମାର୍ଚ୍ଚରୁ ଜୁନ ମଧ୍ୟରେ ଛଅ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ,୩ ।୮: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା ପରେ ପାକିସ୍ତାନ ପଟୁ ସୀମାରେ ୬ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ମଙ୍ଗଳବାର ଗୃହରାଜ୍ୟ ମନ୍ତ୍ରୀ...

Advertisement


Archives

Model This Week