ଜାତୀୟ

ଚିନ୍ତାରେ ଲାଲୁ, ବଢିଲା ସୁଗାର-ବିପି

ପାଟନା,୨୨ ।୨: ଗୋଖାଦ୍ୟ ଦୁର୍ନିତି ମାମଲରେ ସୋମବାର ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଓ ୬୦ଲକ୍ଷ ଟଙ୍କା ଜରିମାନା କରାଯିବା ପରେ ଚିନ୍ତିତ ହୋଇ ପଡିଛନ୍ତି ଲାଲୁ । ଏବେ…

ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଖିଳେଶଙ୍କ ନାଁରେ ମାମଲା

ଲକ୍ଷ୍ନୌ,୨୧।୨: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ସମାଜବାଦୀ ପାର୍ଟି(ଏସ୍‌ପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଏସ୍‌ପି ମୁଖ୍ୟ ତାଙ୍କ ନିର୍ବାଚନମଣ୍ଡଳୀ ଇଟାଓ୍ବା ଜିଲାର ସୈଇଫଇରେ ଖବରଦାତାଙ୍କ ସହ କଥା…

ଶିବମୋଗାରେ ବଢ଼ୁଛି ଉତ୍ତେଜନା: ୩ଅଭିଯୁକ୍ତ ଗିରଫ, ଏନ୍‌ଆଇଏ ଯାଞ୍ଚ ଦାବି

ବେଙ୍ଗାଲୁରୁ,୨୧।୨: କର୍ନାଟକରେ ହିଜାବ ବିବାଦ ପରେ ଏବେ ନିର୍ବାଚନୀ ହିଂସା କୁହୁଳିବାରେ ଲାଗିଛି। ରବିବାର ଶିଭମୋଗାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କୁ ହତ୍ୟା କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଜାରି ରହିଛି। ଏହି ଘଟଣାରେ ଏଯାଏ ୩ଜଣ ଅଭିଯୁକ୍ତଙ୍କୁ…

ତଳମୁହାଁ କରୋନା ଗ୍ରାଫ୍‌: ୨ବର୍ଷ ପରେ ମୁମ୍ବାଇରେ ୧୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ମୁମ୍ବାଇ,୨୧।୨: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। ହେଲେ ଦୈନିକ ସଂକ୍ରମଣ ପୂର୍ବପେକ୍ଷା ବହୁତ କମ୍‌ ରହିଛି। ଗତ ୨ବର୍ଷ ହେଲାଣି ମହାରାଷ୍ଟ୍ରରେ ଅଧିକ ସଂକ୍ରମଣ ବ୍ୟାପିଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ…

କର୍ବେଭାକ୍ସ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୧।୨: କରୋନା ମହାମାରୀ ଯୁଦ୍ଧରେ ଭାରତକୁ ଆଉ ଏକ ଅସ୍ତ୍ର ମିଳିଛି। ଭାରତରେ କରୋନା ବିରୋଧରେ ଲଢ଼େଇ ପାଇଁ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଭାକ୍ସିନ କର୍ବେଭ୍ୟାକ୍ସକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ଅନୁମୋଦନ ପ୍ରଦାନ କରିଛି। ୧୨ରୁ ୧୮ବର୍ଷ…

‘ସବୁ ଧର୍ମର ଲୋକଙ୍କୁ ସ୍କୁଲ ଡ୍ରେସ୍‌ କୋଡ୍‌ ମାନିବାକୁ ପଡ଼ିବ’

ନୂଆଦିଲ୍ଲୀ,୨୧।୨: ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ପ୍ରସଙ୍ଗ ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସମସ୍ତ ଧର୍ମ ସ୍କୁଲ ଡ୍ରେସ କୋଡ୍‌କୁ ସ୍ବୀକାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। “ସମସ୍ତ ଧର୍ମର ଲୋକଙ୍କୁ…

ବିଷାକ୍ତ ମଦ ପିଇ ଆଜମଗଡରେ ୭ ମୃତ, ୧୨ ଅସୁସ୍ଥ

ଆଜମଗଡ଼,୨୧।୨: ଉତ୍ତରପ୍ରଦେଶର ଆଜମଗଡ ଜିଲାରେ ପୁଣି ଥରେ ବିଷାକ୍ତ ମଦ ନେଲା ଅନେକଙ୍କ ଜୀବନ। ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣା ଯୋଗୁ ଅହିରୁଲା ଥାନା…

ହାଥରସରେ ଭାଜପା ନେତାଙ୍କୁ ହତ୍ୟା

ହାଥରସ,୨୧।୨: ଭାରତୀୟ ଜନତା ପାର୍ଟି ଯୁବା ମୋର୍ଚ୍ଚାର ହାଥରସ ଜିଲାର ସାଧାରଣ ସମ୍ପାଦକ କ୍ରିଷ୍ଣା ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଭଳି ଘଟଣା ରବିବାର ଘଟିଛି ଉତ୍ତରପ୍ରଦେଶର ହାଥରସ ଅଞ୍ଚଳରେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିସ୍ତଲ ଓ…

ଏ ବର୍ଷ ହେବନି ୫ମ,୮ମ ଶ୍ରେଣୀ ବୋର୍ଡ ପରୀକ୍ଷା

ଚଣ୍ଡିଗଡ଼,୨୧।୨: ରାଜ୍ୟରେ ଏ ବର୍ଷ ଶିକ୍ଷାବର୍ଷରେ ପିଲାମାନେ ୫ମ ଓ ୮ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ନାହିଁ। ଏ ନେଇ ସୋମବାର ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଘୋଷଣା କରିଛନ୍ତି। ତେବେ ଆସନ୍ତା ଶିକ୍ଷାବର୍ଷରୁ ପିଲାମାନେ ବୋର୍ଡ ପରୀକ୍ଷା ଦେବେ…

କରହଲରେ ପୁନଃ ମତଦାନ ପାଇଁ ଦାବି କଲେ ବାଘେଲ

ମୈନପୁରୀ,୨୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ରବିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ଭିଭିଆଇପି ଆସନ କରହଲରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇସାରିଛି। ମତଦାନ ପରେ ଏଠାରେ ବୁଥ୍‌ ଦଖଲ, ନକଲି ଭୋଟ ଦେବା ଓ…

‘ଫୁଲ୍‌ ଟସ୍‌ ବଲ୍‌ ପକାଉଛନ୍ତି ଅଖିଳେଶ, ଚୌକା ମାରିଦିଅ’

ଲକ୍ଷ୍ନୌ,୨୧।୨: ଉତ୍ତର ପ୍ରଦେଶରେ ତିନିଟି ପର୍ଯ୍ୟାୟରେ ୧୭୨ଟି ଆସନରେ ଭୋଟ ଗ୍ରହଣ ସରିଛି। ଏବେ ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ନିର୍ବାଚନୀ ପ୍ରଚାର ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୀତାପୁରରେ ପହଞ୍ଚିଥିଲେ। ଏକ ସଭାକୁ…

ଆନ୍ଧ୍ରପ୍ରଦେଶ ଶିଳ୍ପମନ୍ତ୍ରୀଙ୍କ ହୃଦଘାତରେ ପରଲୋକ

ହାଇଦ୍ରାବାଦ,୨୧।୨: ହୃଦଘାତରେ ଆନ୍ଧ୍ରପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପଟି ଗୌଥମ ରେଡ୍ଡୀଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ସୋମବାର ଘରେ ଥିବା ବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri