୧୦୦ ଦିନରେ ୨୫ ହଜାର ବେକାରିଙ୍କୁ ଘରୋଇ କ୍ଷେତ୍ରରେ ନିଯୁକ୍ତି ଦେବେ ଯୋଗୀ ସରକାର, ଲାଗିବ ୯୦ ରୋଜଗାର ମେଳା
ଲକ୍ଷ୍ନୌ,୮ ।୪: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମେ ୧୦୦ ଦିନ ମଧ୍ୟରେ ଶ୍ରମ ଏବଂ ସେବା ଯୋଜନା ବିଭାଗ ୯୦ ରୋଜଗାର ମେଳା ମାଧ୍ୟମରେ ୨୫ ହଜାର ବେକାର ଯୁବତୀଯୁବକଙ୍କୁ ଘରୋଇ କ୍ଷେତ୍ରରେ ନିଯୁକ୍ତ କରିବେ…
‘ଆହୁରି ୧୫ ବର୍ଷ ବଞ୍ଚିବି’
ଧର୍ମଶାଳା,୮।୪: ତିବ୍ଦତୀୟ ଧର୍ମଗୁରୁ ନେତା ଦଲାଇ ଲାମା ହିମାଚଳ ପ୍ରଦେଶର ମ୍ୟାକ୍ଲିଓଡଗଞ୍ଜର ମୁଖ୍ୟ ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ୨୫ତମ ଶୋଟନ ମହୋତ୍ସବରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ମୋର ବୟସ ଏବେ ପ୍ରାୟ ୮୭…
‘ଯଦି ରହିବାର ଅଛି ରୁହ, ନଚେତ୍ ଯାଅ’
ଲକ୍ଷ୍ନୌ,୮।୪: ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ତାଙ୍କ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ। ଚର୍ଚ୍ଚା ହେଉଛି ଶିବପାଲ ଏସ୍ପି ଛାଡି ଭାଜପାରେ ଯୋଗ ଦେବେ। ଏବେ ଅଖିଳେଶ ମଧ୍ୟ ସୂଚାଇ ଦେଇଛନ୍ତି, ଯଦି ଦାଦା…
୩୦ ଦିନରେ ୨୫ ହତ୍ୟା, କେମିତି ରହିବେ ଲୋକେ, ମାନ ସରକାରଙ୍କୁ ସିଦ୍ଧୁଙ୍କ ଟାର୍ଗେଟ
ଚଣ୍ଡିଗଡ଼,୮ ।୪: ପଞ୍ଜାବ କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଗୁରୁବାର ପଟିଆଲାରେ ରାଜ୍ୟର ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ରାଜ୍ୟରେ ଗତ ୩୦ ଦିନ ମଧ୍ୟରେ ୨୫ଟି ହତ୍ୟା…
କଥା ହୁଅନ୍ତି ଛତୁ
ନୂଆଦିଲ୍ଲୀ: ମଣିଷଙ୍କ ଭଳି ଛତୁ ମଧ୍ୟ ପରସ୍ପର ସହ କଥା ହୋଇପାରନ୍ତି। ୟୁନିଭରର୍ସିଟି ଓ୍ବେଷ୍ଟ ଅଫ୍ ଇଂଲଣ୍ଡର ପ୍ରଫେସର ଆଣ୍ଡ୍ର୍ୟୁ ଆଡାମାଟଜକିଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଏହା ଜାଣିବାକୁ ମିଳିଛି। କଥା ମାଧ୍ୟମରେ ଛତୁମାନେ ମଧ୍ୟ ଭାବର ଆଦାନ ପ୍ରଦାନ କରନ୍ତି।…
ଅଜାନ୍ ପରେ ମୂର୍ତ୍ତି, ଆମ୍ବ
ବେଙ୍ଗାଲୁରୁ,୮ା୪:ଭାଜପା ଶାସିତ କର୍ନାଟକରେ ବିଧାନସଭା ନିର୍ବାଚନକୁ ବର୍ଷେ ବାକି ଥିବାବେଳେ ହିନ୍ଦୁ ସଙ୍ଗଠନଗୁଡ଼ିକ ଗୋଟିଏ ପରେ ଗୋଟିଏ ଧ୍ରୁବୀକରଣର ଅସ୍ତ୍ର ପ୍ରୟୋଗ କରିଚାଲିଛନ୍ତି। ସେମାନେ ହିଜାବ, ହଲାଲ ସହ ମନ୍ଦିର ମେଳାରେ ମୁସଲମାନଙ୍କ ଯୋଗଦାନକୁ ନେଇ କଟକଣା ପାଇଁ ଅଭିଯାନ ଚଳାଇବା…
ଖବରଦାତାଙ୍କ ପୋଷାକ ଖୋଲିଦେଲା ଏମ୍ପି ପୋଲିସ
ଭୋପାଳ,୭।୪: ମଧ୍ୟପ୍ରଦେଶର ଏକ ଥାନାରେ ପୋଲିସ ନିର୍ଦ୍ଦେଶରେ ଜଣେ ଖବରଦାତା, ଯାତ୍ରା କଳାକାରଙ୍କ ସମେତ ୮ଜଣଙ୍କୁ ପ୍ୟାଣ୍ଟସାର୍ଟ ଖୋଲିବାକୁ ପଡ଼ିଛି। ଉକ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୋଷୀ ପୋଲିସ ଅଫିସରଙ୍କ ବିରୋଧରେ…
ବିଧାୟକଙ୍କ ପେଟ୍ରୋଲ ପମ୍ପରେ ଯୋଗୀଙ୍କ ବୁଲଡୋଜର
ବରେଲି,୭।୪: ସମାଜବାଦୀ ପାର୍ଟି ବିଧାୟକ ଶଜିଲ ଇସ୍ଲାମ ଅନ୍ସାରୀଙ୍କର ଏକ ପେଟ୍ରୋଲ ପମ୍ପ୍କୁ ଗୁରୁବାର ଭାଙ୍ଗି ଦିଆଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ବିଧାୟକ ଅନ୍ସାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ବରେଲି-ଦିଲ୍ଲୀ ଜାତୀୟ…
ଓମାର ଅବଦୁଲ୍ଲାଙ୍କୁ ଇଡିର ଜେରା
ନୂଆଦିଲ୍ଲୀ,୭।୪: ଜମ୍ମୁ-କଶ୍ମୀର ବ୍ୟାଙ୍କ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାଶନାଲ କନ୍ଫରେନ୍ସ(ଏନ୍ସି) ନେତା ଓମାର ଅବଦୁଲ୍ଲାଙ୍କୁ ଜେରା କରିଛି। ଋଣ ମଞ୍ଜୁରୀ ଓ ନିବେଶରେ ଅନିୟମିତତା ଅଭିଯୋଗ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପୂର୍ବରୁ ଜମ୍ମୁ-କଶ୍ମୀର ବ୍ୟାଙ୍କର ପୂର୍ବତନ…
ମସ୍ଜିଦ୍ରେ ଲାଉଡ୍ସ୍ପିକର ନ ଲଗାଇବାକୁ ଦାବି କଲେ ମନ୍ତ୍ରୀ
ପାଟନା,୭।୪: ମସ୍ଜିଦରେ ଡାକବାଜି ଯନ୍ତ୍ରର ଉତ୍କଟ ଶବ୍ଦ ଉପରେ ରୋକୋ ଲଗାଇବା ପାଇଁ ଗୁରୁବାର ବିହାର ଭାଜପା ମନ୍ତ୍ରୀ ଦାବି କରିଛନ୍ତି। ମସ୍ଜିଦରେ ଅଜାନ ସମୟରେ ଲାଉଡ୍ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ ବିହାରର ଭାଜପା ମନ୍ତ୍ରୀ ଜନକ ରାମ ଦାବି କରିଛନ୍ତି।…
ଜଗନ ମୋହନଙ୍କ କ୍ୟାବିନେଟ୍ରେ ବଡ ପରିବର୍ତ୍ତନ
ଅମରାବତୀ,୭।୪: ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କିଛି ବଡ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ପତ୍ର ଦେଇଛନ୍ତି ବୋଲି ଏକ ନ୍ୟୁଜ୍ ଏଜେନ୍ସି…
ବେଳକୁ ବେଳ ଖରାପ ହେବାରେ ଲାଗିଛି ଦେଶର ଆର୍ଥିକ ସ୍ଥିତି: ମମତା
କୋଲକାତା,୭ ।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଦେଶର ଆର୍ଥିକ ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ସେ ସନ୍ଦେହ କରିଛନ୍ତି…
Archives


