ଜାତୀୟ

ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୧୧।୬: କରୋନାରୁ ସୁସ୍ଥ ହେବା ପରେ ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଏହି ମାମଲାରେ ଶୁକ୍ରବାର ଇଡି ସୋନିଆଙ୍କୁ ସମନ ପଠାଇଛି।…

କନ୍‌ଷ୍ଟେବଳଙ୍କ ଗୁଳିରେ ୨ ମୃତ

କୋଲକାତା,୧୧।୬: କୋଲକାତାସ୍ଥିତ ବାଂଲାଦେଶ ଉପଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ନିକଟରେ ଜଣେ ପୋଲିସ କନ୍‌ଷ୍ଟେବଳ ଶୁକ୍ରବାର ନିଜ ସର୍ଭିସ ରାଇଫଲରୁ ଏକାଧିକ ରାଉଣ୍ଡ ଗୁଳି ଚଳାଇବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ଗୁଳିରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ…

ଏନ୍‌ଇଇଟି-ପିଜି: ପୁଣି କାଉନସେଲିଂ ଆବେଦନ ଖାରଜ

ନୂଆଦିଲ୍ଲୀ,୧୧।୬: ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡ଼ିଥିବା ୧,୪୫୬ ସିଟ୍‌ ପୂରଣ ଲାଗି ଏନ୍‌ଇଇଟି-ପିଜି ୨୦୨୧ କାଉନସେଲିଂ ପୁଣି ଥରେ କରିବା ଲାଗି ଦାଏର ଏକାଧିକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏନ୍‌ଇଇଟି-ପିଜିରେ ସର୍ବଭାରତୀୟ କୋଟା ପୂରଣ ଲାଗି ସ୍ବତନ୍ତ୍ର…

କୁଲଗାମ ଏକାଉଣ୍ଟର: ହିଜବୁଲର ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୧ ।୬: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏବେ ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ମୃତ ଆତଙ୍କବାଦୀ ଜଣଙ୍କ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡିଛି ।…

ରାଜ୍ୟ ସଭା ନିର୍ବାଚନ ୨୦୨୨: ଭାଜପାକୁ ମହାରାଷ୍ଟ୍ରରେ ୩, ହରିୟାଣାରେ ମିଳିଲା ଗୋଟିଏ ଆସନ

ନୂଆଦିଲ୍ଲୀ,୧୧ ।୬: ଶୁକ୍ରବାର ସକାଳେ ୪ ରାଜ୍ୟର ୧୬ ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିଲା । ବିଳମ୍ବିତ ରାତିରେ ଭୋଟ ଗଣନା ହେବାରୁ ଶନିବାର ଭୋର ସମୟରେ କିଛି ଫଳାଫଳ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର…

ନିଆଁ ଲଗାଇଲେ ନୂପୁର

ନୂଆଦିଲ୍ଲୀ/ମୁମ୍ବାଇ/ଶ୍ରୀନଗର, ୧୧।୬: ଭାଜପାର ୨ ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲଙ୍କୁ ଗିରଫ କରିବା ପାଇଁ ସାରା ଦେଶର ମୁସଲମାନମାନେ ଦାବି କରିଆସୁଥିବାବେଳେ ଦିଲ୍ଲୀ ପୋଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଇ ନାମକୁ ମାତ୍ର ମାମଲା ରୁଜୁ କରିବା…

ରାଜ୍ୟ ସଭା ଗଲେ ସୀତାରାମନ, ସୁର୍ଜଓ୍ବୋଲା, ଜୟରାମ

ନୂଆଦିଲ୍ଲୀ,୧୧।୬: ରାଜସ୍ଥାନରୁ ରାଜ୍ୟ ସଭାର ୪ ଆସନ ପାଇଁ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କ କ୍ରସ୍‌ ଭୋଟିଂ ଯୋଗୁ କଂଗ୍ରେସର ସମସ୍ତ ୩ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଥିସହିତ ଭାଜପାର ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଭାଜପା ସମର୍ଥତ୍ତ…

ନୂପୁର, ନବୀନଙ୍କୁ ଜେଲ ପଠାଅ

ନୂଆଦିଲ୍ଲୀ,୧୧ା୬: ଭାଜପା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ କେବଳ ମୁଖପାତ୍ର ପଦରୁ ହଟାଇ ଦଳରୁ ବାହାର କରିବା ପର୍ଯ୍ୟାପ୍ତ ନୁହେଁ। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଏହି ଦୁଇଜଣଙ୍କୁ ତୁରନ୍ତ ଗିରଫ କରି ଜେଲ ପଠାଯାଉ। ଦେଶର…

ୟୁପିରେ ପ୍ରଦର୍ଶନକାରୀଙ୍କ ଉପରେ ଲାଗିବ ଗ୍ୟାଙ୍ଗଷ୍ଟର ଆକ୍ଟ. ଜବତ ହେବ ସମ୍ପତି

ଲକ୍ଷ୍ନୌ,୧୧ ।୬: ନୁପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ଉତ୍ତର ପ୍ରଦେଶରେ ନମାଜ ପରେ ପୁଣିଥରେ ହିଂସା ହୋଇଛି । ପ୍ରୟାଗରାଜ, ଶାହାରନପୁର, ମୁରାଦାବାଦ ଭଳି କିଛି ଅଞ୍ଚଳରେ ପ୍ରଦର୍ଶନକାରୀ ପଥର ଫିଙ୍ଗିବା ସହ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଦେଇଥିବା…

ଚିଲକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ୨ ଜୀବନ

ମୁମ୍ବାଇ,୧୦।୬: ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କ୍‌ରେ ଏକ ହୃଦୟବିଦାରକ ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ରାସ୍ତା ମଝିରେ ଆହତ ହୋଇ ଛଟପଟ ହେଉଥିବା ଏକ ଚିଲକୁ ଉଦ୍ଧାର କରିବାକୁ ଯାଇଥିବା ୨ ଜଣଙ୍କ ଉପରେ ଏକ କାର୍‌ ମାଡ଼ିଯାଇଥିଲା। ଘଟଣାସ୍ଥଳରେ…

ନିଜକୁ ଗୁଳି ମାରିଲେ ପୋଲିସକର୍ମୀ

କୋଲକତା,୧୦।୬: କୋଲକତାସ୍ଥିତ ବାଂଲାଦେଶ ହାଇକମିଶନ ବାହାରେ ଜଣେ ପୋଲିସକର୍ମୀ ନିଜ ବନ୍ଧୁକରୁ ଫାୟାରିଂ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହାପରେ ପୋଲିସକର୍ମୀ ଜଣଙ୍କ ନିଜକୁ ନିଜେ ମଧ୍ୟ ଗୁଳି ମାରିଛନ୍ତି। ଏହି ଘଟଣାରେ…

ନୁପୁର ଶର୍ମାଙ୍କୁ ବିରୋଧ କରି ଦିଲ୍ଲୀର ଜାମା ମସଜିଦ ବାହାରେ ପ୍ରଦର୍ଶନ

ନୂଆଦିଲ୍ଲୀ,୧୦ ।୬: ରାଜଧାନୀ ଦିଲ୍ଲୀର ଜାମା ମସଜିଦ ବାହାରେ ମୁସଲମାନ ସମ୍ପ୍ରଦାୟର ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି । ନୁପୁର ଶର୍ମାଙ୍କ ବୟାନକୁ ବିରୋଧ କରି ଏହି ପ୍ରଦର୍ଶନ କରାଯାଇଛି । ହାତରେ ପୋଷ୍ଟର ବ୍ୟାନର ଧରି ଲୋକମାନେ ନୁପୁରଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?